Posted inଜାତୀୟ

ଘର କଳି ପଦାରେ, ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେବାକୁ କଂଗ୍ରେସରେ କେହି ନାହାନ୍ତି…

ନୂଆଦିଲ୍ଲୀ,୨।୧୦: କଂଗ୍ରେସର ଘର କଳି ଏବେ ପଦାରେ ପଡ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ଏବେ ମୁହଁ ଖୋଲିବାରେ ଲାଗିଛନ୍ତି। ପୂର୍ବରୁ ଦଳର ଅସନ୍ତୁଷ୍ଟ ୨୩ଙ୍କ ମଧ୍ୟରୁ କପିଲ ସିବଲ ମୁହଁ ଖୋଲିଥିଲେ। ଏବେ ପଞ୍ଜାବରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସର ବରିଷ୍ଠ ନେତା ନଟଓ୍ବର ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ବାନ ଦେବା ଭଳି କଂଗ୍ରେସରେ କେହି ନାହାନ୍ତି।

ରାହୁଲ ଗାନ୍ଧୀ ସମେତ ଦଳର କୌଣସି ନେତା ମୋଦିଙ୍କ ସମକ୍ଷକ ନୁହନ୍ତି। ଏଭଳି କହିବା ସହିତ ନଟଓ୍ବର ପ୍ରଧାନମନ୍ତ୍ରୀଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ ସେ ଏଭଳି କହିଛନ୍ତି। ରାହୁଲ ମୋଦିଙ୍କ ମୁକାବିଲା କରି ପାରିବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ନଟଓ୍ବର ଏହା କହିବା ସେ ପ୍ରଧାନମନ୍ତ୍ରୀଙ୍କୁ ଜଣେ ମନରେ ଭୟ ନ ଥିବା ବକ୍ତା ବୋଲି କହିଛନ୍ତି। ଦେଶରେ କଂଗ୍ରେସର ନେତୃତ୍ୱ ଦୁର୍ବଳ ହେଉଥିବା ନେଇ ସେ ଗାନ୍ଧୀ ପରିବାରକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରର ‘ଅର୍ଜୁନ’ଙ୍କୁ ତାଲିମ ପ୍ରଦାନ କରୁଛି ଆଇଏନଏସ ଦ୍ରୋଣାଚାର୍ଯ୍ୟ…

ନୂଆଦିଲ୍ଲୀ,୧୬।୩ : ଗୁଳିଗୋଳା ବର୍ଷଣ ଶକ୍ତି ସହିତ କ୍ଷେପଣାସ୍ତ୍ର ଯୁଦ୍ଧର ସମସ୍ତ ଦିଗ ଉପରେ ନୌସେନା, ତଟରକ୍ଷୀ ବାହିନୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ସାମୁଦ୍ରିକ ବାହିନୀର...

ଚେତୁ ନାହାଁନ୍ତି ଜନତା ଚିନ୍ତାରେ ସରକାର

ଲୁଧିଆନା,୪।୧୧: ଉତ୍ତର ଭାରତ ଅର୍ଥାତ୍‌ ରାଜଧାନୀ ଦିଲ୍ଲୀରେ ଏବେ ବାୟୁ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଛି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇ...

କରୋନା ପ୍ରଭାବ: କ୍ୟାବିନେଟ୍‌ ବୈଠକରେ ବି ସାମାଜିକ ଦୂରତା

ନୂଆଦିଲ୍ଲୀ,୨୫।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ୨୧ ଦିନର ଲକ୍‌ ଡାଉନ୍‌...

ଦିଲ୍ଲୀରୁ ଖୁସି ଖବର: ନୂଆ ଔଷଧକୁ ମିଳିଲା ମଞ୍ଜୁରୀ, ଅକ୍ସିଜେନ୍‌ ଆବଶ୍ୟକତା ହେବ କମ୍‌…

ନୂଆଦିଲ୍ଲୀ,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ସରକାର...

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ମହାପଞ୍ଚାୟତ, ଟିକାଏତ କହିଲେ-ନିଷ୍ପତ୍ତି ସୁରକ୍ଷିତ, ହେଲେ…

ନୂଆଦିଲ୍ଲୀ,୧।୬: କୁସ୍ତିଯୋଦ୍ଧା ଏବଂ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ମଧ୍ୟରେ ଚାଲିଥିବା କଳହକୁ ନେଇ ଗୁରୁବାର ମୁଜାଫରନଗରର...

ଦରକାର ନାହିଁ ଜେଡ ସୁରକ୍ଷା: ଅସଦୁଦ୍ଦିନ

ନୂଆଦିଲ୍ଲୀ,୪ ।୨: ଏଆଇଏମଆଇଏମ୍ ଅଧ୍ୟକ୍ଷ ଓ ଏମ୍‌ପି ଅସଦୁଦ୍ଦିନ ଓୱାଇଇସି ଉତ୍ତର ପ୍ରଦେଶର ହାପୁଡରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଶୁକ୍ରବାର ଲୋକ ସଭାରେ...

କଶ୍ମୀରକୁ କେବେ ଫେରାଇବ ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ,୩୦ା୮: ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା କେବେ ଫେରାଇବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ଏ ସଂକ୍ରାନ୍ତ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରି...

କୋଭିଡ୍‌ ଟିକାକରଣ ପରେ ସିଏଏ ଲାଗୁ ହେବ: ଶାହା

ନୂଆଦିଲ୍ଲୀ,୩ା୮: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ(ସିଏଏ) ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି।...

Advertisement
Archives

Model This Week