ଯେଉଁଠି ରହୁଥିଲେ ସଞ୍ଜୟ ଦତ୍ତ ସେଇଠି ରାତି କାଟିବେ ଆର୍ଯ୍ୟନ

ମୁମ୍ବାଇ: ବଢିଯାଇଛି ବଲିଉଡର କିଙ୍ଗ ଖାନ୍ ଆର୍ଯ୍ୟନଙ୍କ ସମସ୍ୟା । ବେଳକୁ ବେଳ ତାଙ୍କର ଅଡୁଆ ବଢିବାରେ ଲାଗିଛି । କ୍ରୁଜ ଶିପରେ ଡ୍ରଗ୍‌ସ ପାର୍ଟିରେ ଯୋଗ ଦେବା ଏବେ ଏହି ଷ୍ଟାର କିଡଙ୍କ ପାଇଁ ମହଙ୍ଗା ପଡିଛି । ଶନିବାର ତାଙ୍କ ଜାମିନ ଆବେନଦ ଖାରଜ ହୋଇଯିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏବେ ସେ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରିବେ । ଜାମିନ ନ ମିଳିବାରୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ଶାହାରୁଖଙ୍କ ପରିବାର । ଶନିବାର ଅଧିକ ପଚରା ଉଚରା ପାଇଁ ଆର୍ଯ୍ୟନଙ୍କ ସହ ଅରବାଜ ମର୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ବି ଖାରଜ ହୋଇଯାଇଛି । ଏମାନେ ସମସ୍ତଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ, ଏହି ଜେଲରେ ପୂର୍ବରୁ କଷାବ, ଅବୁ ସାଲେମ, ସଞ୍ଜୟ ଦତ୍ତଙ୍କ ଭଳି ନାମୀ ଅପରାଧି ସଜା କାଟିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…

ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ...

ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ...

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ,୧୧।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହୃଦ୍‌ଘାତ ଆକ୍ରାନ୍ତ...

ଆପୋସ ସମାଧାନ ଚାହୁଁଛି: ଶ୍ରୀୟା

ପୁରୀ ଅଫିସ,୨୨।୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅତ୍ୟଧିକ ମଦ ପିଅନ୍ତି। ମଦ ଛାଡ଼ିବାକୁ କହିବା ପରେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ...

୨୨ ବର୍ଷ ହେଲା ମୋ ଜୀବନରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି: ଅଜୟ ଦେବ୍‌ଗନ

କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଲକ୍‌ଡାଉନ୍‌ ପାଇଁ ପ୍ରାୟ ସମସ୍ତେ ଏବେ ଘରେ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ କଳାକାର।...

କରୋନା ଭାଇରସ୍‌ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍‌ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି।...

ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍‌ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ...

ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ହଲିଉଡ ମହିଳା

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଇଫା ପୁରସ୍କାର ପାଇଁ ଆଜିକାଲି ସଲମାନ ଆବୁଧାବିରେ ଅଛନ୍ତି। ଯେଉଁଠାରୁ ତାଙ୍କର ଫଟୋ ଏବଂ...

Advertisement
Archives

Model This Week