Home Left

ଟ୍ରାକ୍ଟର ଚପାଇ ୨ ଭାଇଙ୍କୁ ହତ୍ୟା କଲେ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ

ଭବାନୀପାଟଣା/ ଧର୍ମଗଡ଼,୧୨।୧୧(ଉତ୍ତମ କୁମାର ଦାଶ/ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ ମେରଘରା ଗ୍ରାମରେ ମଙ୍ଗଳବାର ଦୁଃଖଦ ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲି ଚୋରି ପାଇଁ ଆସିଥିବା ଦୁର୍ବୃତ୍ତମାନେ ୨ଭାଇ ଅଟକାଇବାରୁ ଟ୍ରାକ୍ଟର ଚପାଇ ସେମାନଙ୍କୁ ହତ୍ୟା କରିଛନ୍ତି। ମୃତକ…

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ମୋଦି ନେବେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣକୁ ନେଇ ଆଜି ବସୁଛି CCS ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସୁରକ୍ଷା ସଂପର୍କିତ କେନ୍ଦ୍ର କ୍ୟାବିନେ ବୈଠକ। ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି। ପାକିସ୍ତାନ ବିରୋଧରେ ପ୍ରମାଣ ମିଳିଲେ ହୋଇପାରେ ବଡ଼ ଆକ୍ସନ। ପୁଲୱାମା ଆତଙ୍କବାଦୀ ଆକ୍ରମଣ…

ଟ୍ରମ୍ପଙ୍କ ବଡ଼ ଖୁଲାସା: କହିଲେ ବିଦେଶୀ ଛାତ୍ରମାନଙ୍କୁ ନିଷେଧ କଲେ ବନ୍ଦ ହୋଇପାରେ…

ଓ୍ବାଶିଂଟନ,୧୨ା୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ବିଦେଶୀ ଛାତ୍ରମାନଙ୍କୁ ପଢ଼ିବାକୁ ଅନୁମତି ଦେବା ପାଇଁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହା କେବଳ ଦେଶର ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରେ ନାହିଁ ବରଂ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ…

୨୦୨୬ କ୍ୟାଲେଣ୍ଡରରେ ୨୯ ଦିନ ସରକାରୀ ଛୁଟି: ଜାଣନ୍ତୁ କେଉଁ କେଉଁ ଦିନ ଅଫିସ୍‌ ବନ୍ଦ

ଭୁବନେଶ୍ୱର,୧୨ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୬ ବର୍ଷ ଲାଗି କ୍ୟାଲେଣ୍ଡର ଜାରି କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାବର୍ଷ କ୍ୟାଲେଣ୍ଡରରେ ୨୯ଟି ସାଧାରଣ ଛୁଟି ତଥା ସରକାରୀ ଛୁଟି ରହିଛି। ୨୦୨୬ ବର୍ଷ ପାଇଁ କ୍ୟାଲେଣ୍ଡରରେ…

ରୋହିତ-କୋହଲିଙ୍କୁ ଚେତାବନୀ ଦେଲା BCCI: ରଖିଲା ଏମିତି ସର୍ତ୍ତ

ନୂଆଦିଲ୍ଲୀ,୧୨।୧୨: ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବାର ଅନେକ ଦିନ ବିତିଗଲାଣି, କିନ୍ତୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଏବେ ବି ରହିଛି। ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେବା ପରେ, ଉଭୟ ଭାରତୀୟ କ୍ରିକେଟ…

ବିଶ୍ୱର ନୂଆ ଧନୀ ଲିଷ୍ଟ ଜାରି: ଜାଣନ୍ତୁ ନମ୍ବର-୧ କିଏ

ଓ୍ବାଶିଂଟନ୍‌,୧୨।୧୧: ବିଶ୍ୱର ୧୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ଲୁଇସ ଭୁଇଟନ ଏବଂ ଟିଫାନି ଆଣ୍ଡ କୋ ଭଳି କମ୍ପାନୀର ପ୍ରତିନିଧିମାନେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ କେବଳ ସାତ ଜଣ କୋଟିପତି…

ଗାଁରେ ଡକାୟତ ଆତଙ୍କ: ଜଣଙ୍କୁ ଧରି ଉତ୍ତମମଧ୍ୟମ ଦେଲେ ଗ୍ରାମବାସୀ

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ବୋମାମାଡ଼। ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ ଜଗିବାକୁ ରାସ୍ତା ପାଖରେ ରହିଥିଲେ। ୬ଜଣ ଲୋକ ରାତି ପ୍ରାୟ ସାଢେ ବାରଟା ସମୟରେ…

ଅଳିଆ ବୁହା ଗାଡିର ଶୁଭାରମ୍ଭ କଲେ ସରପଞ୍ଚ, ମଲାଡ଼ ପଞ୍ଚାୟତରେ ଏହା ପ୍ରଥମ

ଗଞ୍ଜାମ,୧୨।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକର ନିଆରା ପଞ୍ଚାୟତ ମଲାଡ଼ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତରେ ପ୍ରଥମଥର ପାଇଁ ଅଳିଆ ବୁହା ଗାଡିର ଶୁଭାରମ୍ଭ କରିଛନ୍ତି ସରପଞ୍ଚ ମମତା ବେହେରା । ଶୁଭାରମ୍ଭ ବେଳେ ସମିତି ସଭ୍ୟା ପ୍ରତିନିଧି ଟିଟୁ ମହାପାତ୍ର,…

ଆଇପିଏଲ ୨୦୨୬ରେ ହେବ ବଡ଼ ଅଦଳବଦଳ: ଜାଡେଜାଙ୍କୁ ମିଳିବ ଅଧିନାୟକ ପଦ!

ମୁମ୍ବାଇ, ୧୨।୧୧: ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ଟେକି ଦିଆଯିବାର ରିପୋର୍ଟ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସୁଛି। କୁହାଯାଉଛି କି ଯଦି ରବିନ୍ଦ୍ର ଜାଡେଜା ରାଜସ୍ଥାନ ରୟାଲ୍ସକୁ ଯାଆନ୍ତି, ତେବେ ତାଙ୍କୁ…

ପୁଣି ବଢିଲା ଶୀତ: ୪ ଦିନରେ ୪ ଡିଗ୍ରୀ ଖସିଲା ପାରଦ

ଦାରିଙ୍ଗବାଡି, ୧୨ /୧୧ (ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଏବେ ଶୀତର ସହର ଭାବେ ଜଣାଶୁଣା। ଜଳବାୟୁ ପରିବର୍ତ୍ତନ ଶୀତଳ ପବନ ବୋହିବା ସହ ଦୈନିକ ପାରଦ ତଳକୁ ତଳକୁ ଖସୁଛି । ବୁଧବାର ସକାଳ…

କେଉଁ ରୋଗ ଯୋଗୁ ହଠାତ୍‌ ଚେତାଶୂନ୍ୟ ହୋଇ ପଡ଼ିଲେ ଗୋବିନ୍ଦା , ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ…

ମୁମ୍ବାଇ, ୧୨।୧୧: ବଲିଉଡର ନମ୍ବର ୱାନ ହିରୋ ଗୋବିନ୍ଦା ମଙ୍ଗଳବାର ରାତିରେ ହଠାତ୍‌ ତାଙ୍କ ନିଜ ଘରେ ବେହୋସ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେ କେଉଁ ରୋଗ ଯୋଗୁ ଗୋବିନ୍ଦା ହଠାତ୍‌ ବେହୋସ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ, ୧୨।୧୧: ବହୁ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ ରେ ଡିସଚାର୍ଜ କରାଯାଇଛି। ତାଙ୍କ ପୁଅ ବବି ଦେଓଲ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରୁ ବାରିଛନ୍ତି। ସୂତ୍ର ଅନୁସାରେ, ପରିବାର ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri