Home Left

ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କଲେ ମହିଳା, ଭୋଗିବାକୁ ପଡ଼ିଛି ୫ ମାସ ଜେଲ୍‌ ଦଣ୍ଡ

ତୁର୍କୀର ଜଣେ ମହିଳା ସୋସିଆଲ ମିଡିଆରେ ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଛି। ମହିଳା ଜଣକ ପୁରୁଷଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ, ଯାହା ପୁରୁଷଙ୍କ ପାଇଁ ଅପମାନ ବୋଲି…

ଥମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୯।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧୪,୩୪୮ଟି ମାମଲା ସାମ୍ନାକୁ ଆସିଥିବାବେଳେ ୮୦୫ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…

ଏହି ଦେଶରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସହ ସେଲ୍‌ଫି ନେବା ବେଆଇନ

ଦୁନିଆରେ ପ୍ରତ୍ୟେକ ଦେଶର ନିଜସ୍ବ ନୀତି, ନିୟମ ଏବଂ କାନୁନ ରହିଛି। ଅନେକ ଦେଶରେ କିଛି ଅଜବ ନିୟମ ଅଛି, ଯାହା ବିଷୟରେ ଜାଣିଲେ ବିଶ୍ୱାସ ହୁଏନି। ମାତ୍ର ଏହା ସତ। ଏଥି ସହିତ କେତେକ ଦେଶର ନିୟମ ଶୁଣିବା ମଧ୍ୟ…

ଖୁସି ଖବର ଦେଲେ ରୋନାଲଡୋ

ଲଣ୍ଡନ,୨୯।୧୦: ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଯମଜ ସନ୍ତାନର ପିତା ହେବାକୁ ଯାଉଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପର୍ତ୍ତୁଗାର୍ଲ ଫୁଟବଲ ଖେଳାଳି ରୋନାଲଡୋଙ୍କ ପୂର୍ବରୁ ୪ ସନ୍ତାନ ଅଛି। ସେ ଏବେ ଇଂରାଜୀ ଫୁଟବଲ…

‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ମାଡିଗଲା ସ୍କର୍ପିଓ: ଚାଲିଗଲା ୪ ଜୀବନ

ପାଟନା,୨୯।୧୦: ବିହାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିହାରର ଆରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ଜୀବନ ଯାଇଛି। ‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ୪ ମହିଳାଙ୍କ ଉପରେ ସ୍କର୍ପିଓ ଚଢିଯାଇଥିଲା। କୁହାଯାଉଛି ଯେ ଗାଡି ଚାଳକ…

ଆରମ୍ଭ ହେଲା ‘ସର୍‌ଗି ଫୁଲ’

ଭୁବନେଶ୍ୱର,୨୯।୧୦ (ବ୍ୟୁରୋ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗୁରୁବାର ‘ସର୍‌ଗି ଫୁଲ’ ଉଦ୍‌ଘାଟିତ ହୋଇଯାଇଛି। ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରି ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ…

୨୨ ବର୍ଷରେ ମହାବାତ୍ୟା: ସ୍ମୃତି ଏବେ ବି ଅଭୁଲା

ଏରସମା,୨୮ା୧୦(ସ୍ବ.ପ୍ର.): ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ ଏବେବି ଲୋକେ ଭୁଲି ପାରିନାହାନ୍ତି। ୨୨ ବର୍ଷ ତଳେ ଅର୍ଥାତ୍‌ ୧୯୯୯, ଅକ୍ଟୋବର ୨୯ରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ ବୋଲି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ…

ଆର୍‌ବିଆଇ ଗଭର୍ନରଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଛି। ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୧୦, ୨୦୨୧ରେ ଶେଷ ହେବାର ଥିଲା କିନ୍ତୁ କ୍ୟାବିନେଟ ନିଯୁକ୍ତି କମିଟି ଶକ୍ତିକାନ୍ତଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଆରବିଆଇର ଗଭର୍ନର…

ଫେସ୍‌ବୁକ୍‌ ନାଁ ହେଲା ମେଟା

ନ୍ୟୁୟର୍କ, ୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ…

ଯାଜପୁର ସହରକୁ ବିପର୍ଯ୍ୟସ୍ତ ରାସ୍ତା

ଯାଜପୁର ଅଫିସ,୨୯।୧୦:ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁରକ୍ଷିତ ଓ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରୀ ରାଜନୀତି ଯାଜପୁର ଜିଲାର ବିକାଶ ଧାରାକୁ ପଛକୁ ଠେଲି ଦେଇଛି। ଗ୍ରାମ୍ୟ…

କୋହଲିଙ୍କୁ ଏମିତି ଦେଖି ଇଶାନଙ୍କ ପାଟି ରହିଗଲା ଖୋଲା

ଦୁବାଇ,୨୯।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତୀୟ କ୍ରିକେଟ ଦଳର ଯାତ୍ରା ବିପର୍ଯ୍ୟୟରୁ ଆରମ୍ଭ ହୋଇଛି। ସୁପର -୧୨ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ୧୦ ଉଇକେଟ ହରାଇ ପରାସ୍ତ ହୋଇଛି ଭାରତ। ଅକ୍ଟୋବର ୩୧ରେ ଦଳ ନ୍ୟୁଜିଲାଣ୍ଡକୁ ସାମ୍ନା…

୩ ଦିନ ପରେ ପେଟରେ ପଡ଼ିଥିଲା ଦାନା

ମହାକାଳପଡ଼ା,୨୯।୧୦ (ଡି.ଏନ୍‌.ଏ.): ୧୯୯୯, ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଥିଲା କାଳରାତ୍ରି। ଆଜି ସେହି ଶୁକ୍ରବାର ମହାବାତ୍ୟାକୁ ପୂରିଲା ୨୨ ବର୍ଷ। ସେହି କାଳରାତ୍ରିର ଦୁଃଖ ଦୁର୍ଦ୍ଦଶା ହୃଦୟରୁ ଏବେବି ଲିଭି ନାହିଁ। କଟକ ରେଡିଓ ସେଣ୍ଟରରୁ ମହାବାତ୍ୟା ସମ୍ପର୍କରେ ସେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?