Posted inଫୁରସତ

ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କଲେ ମହିଳା, ଭୋଗିବାକୁ ପଡ଼ିଛି ୫ ମାସ ଜେଲ୍‌ ଦଣ୍ଡ

ତୁର୍କୀର ଜଣେ ମହିଳା ସୋସିଆଲ ମିଡିଆରେ ପୁରୁଷଙ୍କୁ ନେଇ ଏମିତି ଟୁଇଟ୍‌ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ୫ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିଛି। ମହିଳା ଜଣକ ପୁରୁଷଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ, ଯାହା ପୁରୁଷଙ୍କ ପାଇଁ ଅପମାନ ବୋଲି ଅଭିଯୋଗ ଉଠିଥିଲା।

୩୪ ବର୍ଷୀୟା ପିନାର ୟିଲ୍‌ଦିରିମ୍‌ କରିଥିବା ଟୁଇଟ୍‌ ପାଇଁ ୫ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ଜଜ୍‌। କୋର୍ଟ ପିନାରଙ୍କ ଟୁଇଟ୍‌ ପୁରୁଷଙ୍କ ପାଇଁ ଅପମାନସୂଚକ ବୋଲି କହିଥିଲେ। ଏହା ପରେ ତାଙ୍କୁ କୋର୍ଟ ପଠାଇବାକୁ ଆଦେଶ ଦେଇଥିଲେ।

ଅନ୍ୟପକ୍ଷରେ ପିନାର କୁହନ୍ତି, ମୁଁ ସେମିତି କିଛି ଟୁଇଟ୍‌ କରି ନ ଥିଲି। କେବଳ ମୁଁ ଲେଖିଥିଲି, ଆଇ ଷ୍ଟିଲ୍‌ ଲାଇକ୍‌ ମ୍ୟାନ୍‌। ମାତ୍ର ଏହାକୁ ଅଲଗା ଅର୍ଥରେ ନେଇ ମୋ ଉପରେ ଆରୋପ ଲଗାଇଥିଲେ। ଏହି ଟୁଇଟ୍‌କୁ ପୁରୁଷଙ୍କ ପାଇଁ ଅପମାନସୂଚକର ରୂପ ଦିଆଗଲା। ଯେଉଁଥିପାଇଁ ମାମଲା କୋର୍ଟକୁ ଗଲା ଆଉ ମୋତେ ଜେଲ୍‌ଦଣ୍ଡ ଶୁଣାଇ ଦିଆଗଲା।

ପିନାରଙ୍କ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍‌ ଫଲୋଅର୍ସ ଅଛନ୍ତି। ସେ କେତେକ ବହି ମଧ୍ୟ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମ ପ୍ରବୃତ୍ତି ‘କାନିବାଲିଜମ୍‌’

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ...

ବିଶ୍ୱର ସବୁଠୁ ଦାମୀ ଜିନ୍ସ, ଏହା ବଦଳରେ କିଣିହେବ ୧୦ ଫ୍ଲାଟ୍‌

ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍‌ ଅର୍ଥ ବ୍ୟୟ କରିଥାନ୍ତି।...

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ୨୮.୫ ମିଟର ଉଚ୍ଚର କ୍ରିସ୍‌ମାସ ଟ୍ରି’

ଲେବାନନ୍‌: ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପ୍ରତି ଏହା ବିପଦ ସୃଷ୍ଟି କରିଚାଲିଛି। ପ୍ରତ୍ୟେକ ଦେଶର ସରକାର ଏହାକୁ ସମ୍ପୂର୍ଣ୍ଣ...

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ...

ଆମେ ଦୁଇ ଆମର ତିନି: ସରକାରଙ୍କ ନୂଆ ନିୟମ…

ବେଜିଂ,୩୧।୫: ଚାଇନାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏବେ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଣିକି ଦେଶରେ ଦମ୍ପତିମାନେ ତିନି ସନ୍ତାନ ଜନ୍ମ ଦେଇପାରିବେ।...

ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ...

ଏହି ଗାଁରେ କେହି କରନ୍ତି ନାହିଁ ନିଶାଦ୍ରବ୍ୟ ସେବନ

ହରିୟାଣାର ଶେଷ ମୁଣ୍ଡରେ ଅର୍ଥାତ୍‌ ରାଜସ୍ଥାନକୁ ଲାଗି ରହିଥିବା ଗାଁ ହେଉଛି ଟିକଲା। ଏହି ଗାଁରେ କେହି କେବେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତି...

ବିନା ଚାଳକରେ ରାସ୍ତାରେ ଗଡୁଛି ବାଇକ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ...

Advertisement
Archives

Model This Week