ଅଡ଼ୁଆରେ ସବ୍ୟସାଚୀ: ରୁଜୁ ହେଲା ମାମଲା
ମୁମ୍ବାଇ:ଫ୍ୟାଶନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ନାମରେ ଶନିବାର ଏତଲା ରୁଜୁ ହୋଇଛି। ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ତାଙ୍କ ନାମରେ ଭାଜପାର ପରାମର୍ଶ ଦାତା ତଥା ଓକିଲ ଆଶୁତୋଷ ଦୁବେ ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ସେ…
୧ ଓଭର, ୪ ଛକା, ମ୍ୟାଚ୍ ଶେଷ; କିଏ ସେହି ଖେଳାଳି ଯିଏ ପାଲଟିଛନ୍ତି ପାକିସ୍ତାନର ନୂଆ ହିରୋ…
ଦୁବାଇ,୩୦।୧୦: ଟି -୨୦ ବିଶ୍ୱକପ ୨୦୨୧ ର ସୁପର -୧୨ ରାଉଣ୍ଡର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନ ୫ ଉଇକେଟରେ ଜିତିଥିଲା। ଏହା ଟୁର୍ନାମେଣ୍ଟରେ ଦଳର କ୍ରମାଗତ ତୃତୀୟ ବିଜୟ। ଏଥିସହ ପାକିସ୍ତାନ ସେମିଫାଇନାଲରେ ନିଜର ସ୍ଥାନ…
ପ୍ରଥମ ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି
ମୁମ୍ବାଇ: ସାଉଥ୍ ଫିଲ୍ମରୁ ବଲିଉଡ୍ ଆଡକୁ ମୁହାଁଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କାଜଲ ୨୦୨୦ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚ୍ଲୁଙ୍କୁ ବିବାହ କରିଥିଲେ। ଆଜି ହେଉଛି କାଜଲ ଏବଂ ଗୌତମଙ୍କ ବିବାହବାର୍ଷିକୀ। ଏହି…
ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ
କନ୍ଧମାଳ,୩୦।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଶନିବାର ମୁହାଁମୁହିଁ ହୋଇଛି। ମନ୍ତ୍ରୀ ପ୍ରତାପ ଜେନା ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଯାଇଥିବା ବେଳେ ତାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ଠେଲାଠେଲି ହୋଇଛନ୍ତି। ମନ୍ତ୍ରୀ ଦାରିଙ୍ଗିବାଡିରୁ ତୁମୁଡ଼ିବନ୍ଧ ଅଭିମୁଖେ ଆସୁଥିବା…
ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ହାରିଯାଏ ତେବେ କ’ଣ ହେବ, ଜାଣନ୍ତୁ…
ଦୁବାଇ,୩୦।୧୦: ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ହାରି ଭାରତୀୟ କ୍ରିକେଟ ଦଳ ଟି -୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି। ୭ ଦିନର ଦୀର୍ଘ ବ୍ୟବଧାନ ପରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ। ଏହି ମ୍ୟାଚ ଉଭୟ ଦଳ…
ଜିପ୍ରୁ ଗଞ୍ଜେଇ ଜବତ : ଚାଲାଣ ବେଳେ…
କେନ୍ଦୁଝର,୩୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସୋସୋ ଥାନା ଅନ୍ତର୍ଗତ ପୋଡ଼ା ସିଙ୍ଗିଡିଗ୍ରାମ ନିକଟରେ ଏକ ଜିପ୍ରୁ ସହିତ ୨୪ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇ ( ଓଡି୦୫ ଏସ୍/ ୧୭୮୧)ନଂ. ବିଶିଷ୍ଟ ଏକ ଜିପ୍ରେ ଭଦ୍ରକକୁ ଚାଲାଣ ହେଉଥିଲା ବେଳେ…
ଏମିତିି ଗାଁ ଯେଉଁଠି ପ୍ରତିବର୍ଷ ଆତ୍ମହତ୍ୟା କରିବାକୁ ଆସନ୍ତି ହଜାର ହଜାର ପକ୍ଷୀ ! ପୁରା ଘଟଣା ଜାଣିଲେ…
ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ରହସ୍ୟ ଉପରୁ ପରଦା ଉଠୁଥିବା ବେଳେ ଆଜି ପର୍ଯ୍ୟନ୍ତ କିଛିର ସମାଧାନ ମିଳିପାରି ନାହିଁ। ସେଭଳି ଏକ ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ। ସେଇଟି ହେଲା ପକ୍ଷୀଙ୍କ…
କଶ୍ମୀର ଲୁକ୍ରେ ଏହି ଅଭିନେତ୍ରୀ
ମୁମ୍ବାଇ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏମ୍ପି (ଟିଏମ୍ସି) ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ରାଜନୀତି, ଅଭିନୟ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମା’ ହେବା ପରେ ନୁସରତ ସୋସିଆଲ ମିଡିଆରେ ୟଶ ଦାସଗୁପ୍ତାଙ୍କ…
ଏହି ଗାଁର ପ୍ରତି ଛାତ ଉପରେ ରହିଛି ଏୟାର ଇଣ୍ଡିଆ ବିମାନ, ଜାହାଜ, ସିଂହ, ଘୋଡ଼ା; ଜାଣନ୍ତୁ ପୁରା ଘଟଣା…
ଜଲନ୍ଧର: ଆଜିକାଲି ପଞ୍ଜାବର ଏକ ଗାଁ ଚର୍ଚ୍ଚାରେ। ଦୂରଦୂରାନ୍ତରୁ ଲୋକମାନେ ଏଠାକାର ଘର ଦେଖିବା ପାଇଁ ଆସୁଛନ୍ତି। ବାସ୍ତବରେ ଏହି ଗାଁର ଘରଗୁଡ଼ିକର ଡିଜାଇନ ଏପରି ଯେ ଯେକେହି ଏହା ପ୍ରତି ଆକର୍ଷିତ ହୁଅନ୍ତି। ଏହି ଗାଁଟି ଜଲନ୍ଧର ଜିଲାରେ ଅଛି।…
ସଲମାନ-ଐଶ୍ୱର୍ଯ୍ୟାଙ୍କଠାରୁ ରଣବୀର-କଟ୍ରିନା; ବିବାହ ପୂର୍ବରୁ ଲିଭ୍ ଇନ୍ରେ ରହିଛନ୍ତି ଏସବୁ କଳାକାର
ବମ୍ବେ: କେବେ ପ୍ରେମ ତ କେବେ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କଳାକାର। ସେମାନଙ୍କ ମଧ୍ୟରୁ ଅନେକେ ବିବାହ ପୂର୍ବରୁ ଲିଭ୍ ଇନ୍ରେ ରହି ପାର୍ଟନରଙ୍କୁ ପରଖିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ତାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସେଭଳି…
ହାତୀ ଛାଡ଼ି ସାଇକେଲ ଚଳାଇଲେ ୬ ବିଏସ୍ପି ବିଧାୟକ…
ଲକ୍ଷ୍ନୌ,୩୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ ବାଡ଼ ଡେଇଁବା ଆରମ୍ଭ ହୋଇଛି। ଏହି ମର୍ମରେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି( ବିଏସ୍ପି)ର ୬ ଜଣ…
ପିତାଙ୍କ ମୃତଦେହ ନିକଟରେ ନଗ୍ନ ଫଟୋ ଶୁଟ୍ କରି ଚର୍ଚ୍ଚାରେ ଏହି ଯୁବତୀ
ପିତାଙ୍କ ମୃତଦେହ ନିକଟରେ ଜଣେ ଯୁବତୀ ନେକେଡ୍ ବା ନଗ୍ନ ଫଟୋ ଶୁଟ୍ କରି ଚର୍ଚ୍ଚାକୁ ଆସିଛନ୍ତି। ଏହା ସତ୍ତ୍ୱେ ଯୁବତୀ ଜଣକ କହିଛନ୍ତି, ମୁଁ କିଛି ଭୁଲ୍ କରି ନାହିଁ। ଆଜି ଯଦି ମୋ’ ପିତା ବଞ୍ଚିଥାନ୍ତେ ସେ ନିଶ୍ଚିତ…

