ମମିତାଙ୍କ ମା’ ଗୁରୁତର
ବଲାଙ୍ଗୀର,୩୦।୧୦(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ ମମିତା ମେହରଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ଚର୍ଚ୍ଚା ହେଉଥିବା ବେଳେ ଝିଅକୁ ହରାଇବାର ଦୁଃଖରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ତାଙ୍କ ମା’ ତୁଳସୀ ମେହେର । ତାଙ୍କ ମା’ଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ସହ…
ଏମିତି ପଥର ଚଟାଣ, ଯାହା ଭୂ-କମ୍ପରେ ବି ଦୋହଲେ ନାହିଁ
ମଧ୍ୟପ୍ରଦେଶର ଜବଲପୁର ସହରରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଥିବା ନର୍ମଦା ନଦୀ ସବୁଠୁ ସୁନ୍ଦର। କୁହାଯାଏ, ଏଠାରେ ହିଁ ସବୁଠୁ ପୁରୁଣା ପଥର ଚଟାଣ ରହିଛି। ଯାହାକି ଭୂମିକମ୍ପ ହେଲେ ମଧ୍ୟ…
ଏହି ଅଭିନେତା ଯଦି ବିବାହ ନ କରନ୍ତି, ଦାନରେ ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି…
ବମ୍ବେ: ଦେଶର ସବୁଠାରୁ ଧନୀ ସେଲିବ୍ରିଟି ମଧ୍ୟରୁ ସଲମାନ ଖାନ୍ ଜଣେ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ତାଙ୍କୁ ୫୫ ବର୍ଷ ହୋଇଥିବା ବେଳେ ସେ ବିବାହ କରୁନାହାନ୍ତି। ଏଣୁ ତାଙ୍କ ପରେ ସମ୍ପତ୍ତି କ’ଣ ହେବ ସେ…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ହିନ୍ଦୋଳ,୩୦।୧୦(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସିର ଯନ୍ତ୍ରୀ ରଶ୍ମି ରଞ୍ଜନ ବେହେରା ଶନିବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ରଶ୍ମି ରଞ୍ଜନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଛି। ପ୍ରଧାନ ମନ୍ତ୍ରୀ ଯୋଜନା ହିତାଧିକାରୀଙ୍କଠାରୁ ୧୫୦୦ ଟଙ୍କା ଲାଞ୍ଚ…
ଜେଲରୁ ବାହାରି ‘ମନ୍ନତ’ ପହଞ୍ଚିଲେ ଆର୍ୟନ; ୧୪ ସର୍ତ୍ତ ସହ…
ବମ୍ବେ: ଜେଲରୁ ମୁକୁଳି ଘରକୁ ଗଲେ ବଲିଉଡ୍ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ଶନିବାର ସକାଳେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରୁ ବାହାରିଛନ୍ତି। ତାଙ୍କୁ ଶାହାରୁଖଙ୍କ ବଡ଼ିଗାର୍ଡ ସହ ତିନି ଗାଡ଼ି ପାଛୋଟି ନେଉଥିବା ଦେଖାଯାଇଛି। ଏହାକୁ ନେଇ ଶାହାରୁଖଙ୍କ…
ବୌଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ
ବୌଦ୍ଧ,୩୦ା୧୦(ସ୍ବ.ପ୍ର.): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ହେଉଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ଶନିବାର ବୌଦ୍ଧ ଜିଲା ଭାଜପା ପକ୍ଷରୁ ବୌଦ୍ଧ ଜିଲା…
ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ
ଖୋର୍ଦ୍ଧା ଅଫିସ,୩୦ା୧୦: ଭାରତୀୟ ନିର୍ବାଚନ କମିଶନ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଜିଲାରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ- ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଜାରି ରହିଛି। ଶନିବାର ଏନେଇ ଜିଲାପାଳଙ୍କ ସମ୍ମିଳନୀରେ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ…
ଜଳିଗଲା ୫ ବଖରା: ୪ ଗୋରୁ, ଛେଳି ଜୀବନ୍ତ ଦଗ୍ଧ
ଭଦ୍ରକ ଅଫିସ,୩୦ା୧୦: ଅଗ୍ନିକାଣ୍ଡରେ ୩ଟି ପରିବାରର ୫ ବଖରା ଘର ଜଳିଯାଇଛି। ଏଥିସହ ୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସୂଚନା…
ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୨୯ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଦୁଇ ଜଣ ରହିଥିବା ବେଳେ ନୟାଗଡ ଓ କଟକରୁ…
ମମିତା ହତ୍ୟା ମାମଲା: ଆଜି କେନ୍ଦ୍ରାପଡ଼ା ବନ୍ଦ
କେନ୍ଦ୍ରାପଡ଼ା ଅଫିସ,୩୦ା୧୦: ବଲାଙ୍ଗୀର ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ବନ୍ଦ ହୋଇଛି। ସହରର ତିନିମୁହାଣୀ ସମେତ ବିଭିନ୍ନ ରାସ୍ତାରେ କର୍ମୀ ଓ ଦଳୀୟ ନେତାମାନେ ଉପସ୍ଥିତ ରହି ଯାତାୟାତକୁ ସମ୍ପୂର୍ଣ୍ଣ…
ରକ୍ତହୀନତା ସହ ଅନେକ ସମସ୍ୟାରୁ ମୁକ୍ତି ଚାହୁଁଥିଲେ…
ସପୁରି ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର। ଏଥିରେ ପୋଷକ ତତ୍ତ୍ୱ ସହ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ଏକ ଗ୍ଲାସ ସପୁରି ରସରୁ ୧.୭ ଗ୍ରାମ ପ୍ରୋଟିନ୍, ୨.୩ ଗ୍ରାମ ଫାଇବର ଏଥିସହ ଭିଟାମିନ୍ ସି ଓ ବି-୬ ମିଳିଥାଏ।…
ଆଉ ନାହାନ୍ତି ଭେଟେରାନ ଅଭିନେତା ୟୁସୁଫ ହୁସେନ
ବମ୍ବେ: ପରଲୋକରେ ଭେଟେରାନ ଅଭିନେତା ୟସୁଫ ହୁସେନ। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। କରୋନାରେ ପୀଡ଼ିତ ହେବା ପରେ ସେ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୟୁସୁଫଙ୍କ ମୃତ୍ୟୁ ନେଇ ଜ୍ୱାଇ ତଥା ଫିଲ୍ମନିର୍ମାତା ହଂସଲ ମେହଟ୍ଟା ସୋସିଆଲ ମିଡିଆରେ…

