Home Left

ଅକ୍ସଫୋର୍ଡରେ ଭାରତର ପ୍ରଥମ ଦିବ୍ୟାଙ୍ଗ

ଅମୃତସର: ଦୃଢ ଇଚ୍ଛାଶକ୍ତି ଆଉ କଠିନ ଅଧ୍ୟବସାୟ ବଳରେ ମଣିଷ ସବୁ ଅସମ୍ଭବକୁ ସମ୍ଭବ କରିପାରେ। ଏହି ଉକ୍ତିକୁ ଏବେ ପ୍ରମାଣ କରି ଦେଖାଇଛନ୍ତି ପଞ୍ଜାବର ଦିବ୍ୟାଙ୍ଗ ଯୁବତୀ ପ୍ରତିଷ୍ଠା ଦେବେଶ୍ୱର। ବ୍ରିଟେନର ପ୍ରତିଷ୍ଠିତ ଅକ୍ସଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇବା କ୍ଷେତ୍ରରେ…

ଘରେ ସମାନ ବୟସର ଝିଅ ଥିବା ସତ୍ତ୍ୱେ ଏହି କ୍ରିକେଟରଙ୍କୁ ରହିବାକୁ ଦେଇଥିଲେ କୋଚ୍‌: ଏପରି ବଦଳି ଯାଇଥିଲା ଭାଗ୍ୟ

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳରେ ଶାର୍ଦ୍ଦୁଳ ଠାକୁର ନିଜର ସ୍ଥାନ ନିର୍ଧାରିତ କରିଛନ୍ତି। ବିଶେଷକରି ଅଷ୍ଟ୍ରେଲିଆ ଗସ୍ତ ପରେ ମୁମ୍ବାଇ ର ଏହି ଅଲରାଉଣ୍ଡର କ୍ରିକେଟ ପ୍ରଶଂସକଙ୍କ ପାଇଁ ପରିଚିତ ନାମ ପାଲଟିଥିଲେ। ଗାବା ଟେଷ୍ଟରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ସେ…

ପତ୍ନୀଙ୍କୁ ନିର୍ଯ୍ୟାତନା, ହତ୍ୟା ଅଭିଯୋଗ: ଜେଲ୍‌ ଗଲେ ଦୁଇ ସ୍ବାମୀ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁର ଥାନା ପୋଲିସ ଦୁଇଟି ପୃଥକ ପୃଥକ ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମାମଲାରେ ଦୁଇ ସ୍ବାମୀଙ୍କୁୁ ଗିରଫ କରି କୋର୍ଟ ଚାଲାଣ କରିଛି। ଛତ୍ରପୁର ଥାନା ଅଧିନ ବଳରାମପୁର ଗ୍ରାମର ବଳରାମ ଦାସଙ୍କ ସ୍ତ୍ରୀ ଭାରତୀ ଦାସଙ୍କ ଜୁନ ୨୬ରେ…

ଭୁଲରେ ବି ଜୀବନରେ କରନ୍ତୁ ନାହିଁ ଏହି ୫ କାମ, ହୋଇଯିବେ ଦରିଦ୍ର…

ଭାରତୀୟ ରାଜନୀତି ଏବଂ ଅର୍ଥଶାସ୍ତ୍ରର ଜନକ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ବିଷ୍ଣୁଗୁପ୍ତ ଏବଂ କୌଟିଲ୍ୟ ନାମରେ ମଧ୍ୟ ଜଣାଶୁଣା। ସେ ଜଣେ ଦକ୍ଷ ରାଜନେତା, ଚତୁର କୂଟନୀତିଜ୍ଞ ତଥା ଭଲ ଅର୍ଥନୀତିଜ୍ଞ ଭାବରେ ବିଶ୍ୱ ପ୍ରସିଦ୍ଧ ହୋଇଥିଲେ। ଆଜି ବି ଚାଣକ୍ୟଙ୍କ…

ଭାଙ୍ଗିଲା ୧୫ ବର୍ଷର ସମ୍ପର୍କ, ଅଲଗା ହେଲେ କିରଣ-ଆମିର

ମୁମ୍ବାଇ,୩ ।୭: ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ନାୟକ ଆମିର ଖାଁ ଓ ନିର୍ଦ୍ଦେଶିକା କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏକ ଜଏଣ୍ଟ ଷ୍ଟେଟମେଣ୍ଟରେ ଉଭୟ ଏହା ପ୍ରକାଶ କରିଛନ୍ତି । ଏବେ ସେମାନଙ୍କ ସମ୍ପର୍କ…

ଏହି ୪ ରାଶିର ଝିଅ ହୋଇଥାନ୍ତି ଭାରି ରାଗି ଏବଂ ଜିଦ୍ଦି; ହେଲେ ଜୀବନରେ ହୋଇଥାନ୍ତି ବେଶ୍‌ ସଫଳ

ବୋଧହୁଏ ଦୁନିଆରେ ଏଭଳି କୌଣସି ବ୍ୟକ୍ତି ନାହାନ୍ତି ଯିଏ ନ ରାଗନ୍ତି। କିଛି କିଛିଙ୍କ ନାକ ଉପରେ ରାଗ ଥାଏ। ସ୍ବଭାବରେ ଜିଦ୍ଦି ହୋଇଥିବା ହେତୁ ରାଗ ଲାଗିବା ମୁଖ୍ୟ କାରଣ ପାଲଟେ। ଆଜି ଆମେ ଏଭଳି ୪ ରାଶି ଝିଅଙ୍କ…

ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ

ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି । ଏହି କ୍ରମରେ ହାଇଦ୍ରାବାଦରେ ଥିବା ଏକ ଷ୍ଟାର୍ଟ ଅପ୍ ପରିବେଶ ସୁରକ୍ଷା ଦିଗରେ ଆଗେଇ…

୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା ଓ ଟଙ୍କା ଲୁଟ ଘଟଣା ଏବଂ ମହିଳାଙ୍କ ବେକରୁ ସୁନା ଚେନ ଓ ମାଳି…

ସୁକପାଇକା ନଦୀ ପୁନରୁଦ୍ଧାର ହେଉ

କଟକ ଅଫିସ, ୩ା୭: କଟକ ସଦର ଉପଖଣ୍ଡ ଅଧୀନ ୨୭.୫କିମି ଦୈର୍ଘ ସୁକପାଇକା ନଦୀ ଓ ଏବଂ ସେରୁଆ ନଦୀର ବାମପାର୍ଶ୍ୱ ଅବବାହିକା ୧୩.୧୨ କିମି ଦୈର୍ଘ ମାଲିଆ ଡ୍ରେନେଜର ପୁନରୁଦ୍ଧାର ନିମନ୍ତେ ଶୁକ୍ରବାର କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା…

ବ୍ଲାକ୍‌ଫଙ୍ଗସ୍‌ ରୋଗୀ ସାଇବର ଠକେଇର ଶିକାର

ଭୁବନେଶ୍ୱର,୩ା୭ (ବ୍ୟୁରୋ): ଅନ୍‌ଲାଇନରେ ଇଞ୍ଜେକ୍ସନ ଅର୍ଡର ଦେଇ ଠକେଇର ଶିକାର ହୋଇଛନ୍ତି ଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ। ଇଞ୍ଜେକ୍ସନ ଦେବା ନଁାରେ ତାଙ୍କଠାରୁ ୪୮ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଠକ। ବ୍ଲାକ୍‌ଫଙ୍ଗସ୍‌ ଚିକିତ୍ସାରେ ଆବଶ୍ୟକ ଇଞ୍ଜେକ୍ସନ ଅଭାବ ଦେଖା ଦେଇଥିବାବେଳେ ଏହାର…

୭,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟାଟା ପାଓ୍ବାର: କଂଗ୍ରେସ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଲୋକେ ମହମାରୀ କରୋନା ସହ ସଂଘର୍ଷ କରୁଥିବା ବେଳେ ୭,୫୦୦ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଟାଟା ପାୱାର ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ…

ଜୁଲାଇ ୧୦ ସୁଦ୍ଧା ୧୨,୦୦୦ ପ୍ରକଳ୍ପ ଲକ୍ଷ୍ୟ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ବର୍ଷା ଜଳ ଅମଳ ବ୍ୟବସ୍ଥା (ଆର୍‌ଡବ୍ଲ୍ୟୁଏଚ୍‌ଏସ୍‌) ଲାଗି ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଅଭିଯାନ। ସହରାଞ୍ଚଳଗୁଡ଼ିକରେ ହ୍ରାସ ପାଉଥିବା ଜଳସ୍ତର ସମସ୍ୟାର ସମାଧାନ ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri