ଦୁବାଇରେ ମଜା କରୁଛନ୍ତି ଦୁଇ ଭଉଣୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ସାନ ଭଉଣୀ ଖୁସିଙ୍କ ସହ ଦୁବାଇ ଯାଇ ସେଠାରେ ଖୁବ୍‌ ମଜା କରୁଛନ୍ତି। ଜାହ୍ନବୀ ଏବଂ ଖୁସି ମରୁଭୂମିରେ ଫଟୋ ଶୁଟ୍‌ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କର ଏହି ଫଟୋକୁ ପସନ୍ଦ କରିଛନ୍ତି।

ଜାହ୍ନବୀ ଏକ ଏଟିଭି ବାଇକ୍‌ର ମଜା ନେଉଥିବା ନଜର ଆସିଥିବାବେଳେ ଖୁସି ତାଙ୍କର ଜଣେ ବନ୍ଧୁଙ୍କ ସହ ବାଇକ୍‌ରେ ବସିଛନ୍ତି। ଫଟୋରେ ଜାହ୍ନବୀ ଏବଂ ଖୁସି ଏକ ଧୂସର ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। ଦୁଇଜଣ ଯାକ ମୁଣ୍ଡରେ କଳାଧଳାର ସ୍କ୍ରାଫ ବାନ୍ଧିଛନ୍ତି। ଖୁସିଙ୍କ ସହ ଫଟୋ ଶେୟାର କରି ଜାହ୍ନବୀ କ୍ୟାପଶନ ଲେଖିଛନ୍ତି, ‘ମରୁଭୂମିରେ ମିଠା’। ଏହି ପୋଷ୍ଟରେ ଜାହ୍ନବୀଙ୍କ ଏକ୍ସ ବୟଫ୍ରେଣ୍ଡ ଶିଖର ପାହାଡ଼ିଆ କମେଣ୍ଟ ବି କରିଛନ୍ତି। ମସାଲା ବୋଲି ଲେଖିଛନ୍ତି। ସେହିପରି ଖୁସିଙ୍କ ଫଟୋରେ ବଡ଼ ଭଉଣୀ ଅଂଶୁଲା କପୁର ଫାୟାର ଇମୋଜି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଙ୍କ ନିର୍ବନ୍ଧ ମୁଦିିର ମୂଲ୍ୟ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀ ଫିଲ୍ମ ଦୂନିଆରୁ ଦୂରେଇ ଅଛନ୍ତି ସତ, ହେଲେ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ...

ସ୍ତ୍ରୀଙ୍କୁ ଐଶ୍ୱର୍ଯ୍ୟାଙ୍କ ସହ ତୁଳନା କଲେ ଜଣେ ବ୍ୟକ୍ତି, ଅଭିଷେକ କହିଲେ…

ମୁମ୍ବାଇ: ଅଭିଷେକ ବଚ୍ଚନ ବହୁତ ଭାଗ୍ୟଶାଳୀ। ମହାନାୟକ ଅମିତାଭ ବଚ୍ଚନଙ୍କ ପୁଅ ହୋଇଥିବା ବେଳେ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସ୍ବାମୀ ମଧ୍ୟ। ତେଣୁ...

ବିବାହ ପରେ ପ୍ରଥମଥର ଏକାଠି ଖ୍ରୀଷ୍ଟମାସ ପାଳନ କଲେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ଷ୍ଟାର କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ବିବାହ ପରେ ପ୍ରଥମ ଥର ଏକାଠି ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି ।...

୫୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ପୋନ୍ନିୟିନ ସେଲଭମ: ୧’

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ମଣିରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭମ: ୧’ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛି । ସାରା ବିଶ୍ୱରେ ରିଲିଜ୍ ହୋଇଥିବା...

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା...

ଧମକ ମିଳିବା ପରେ ମୁହଁ ଖୋଲିଲେ ସଲମାନ କହିଲେ, ମୁଁ ସମସ୍ତଙ୍କ ଭାଇ ନୁହେଁ…

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ସଲମାନ ପ୍ରଶ୍ନ କରାଯାଇଥିଲା କି ଆପଣ ଭାରତର...

ପରିବାରରେ ରାମାୟଣର ସମସ୍ତ ଚରିତ୍ର: ସୋନାକ୍ଷୀଙ୍କୁ ଜଣାନାହିଁ ବିଷୟ ବସ୍ତୁ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଗର୍ଲ ଭାବେ ବେଶ୍‌ ଜଣାଶୁଣା ସୋନାକ୍ଷୀ ସିହ୍ନା। ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ...

ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବେ ଅଜୟ

ମୁମ୍ବାଇ: ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଟୋଟାଲ ଧମାଲ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି...

Advertisement
Archives

Model This Week