ଓପନିଂ ସ୍ଲଟ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା
କୋଲକାତା,୩।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଶୁବମାନ ଗିଲ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ରୋହିତ ଶର୍ମାଙ୍କ ସହ କିଏ ଓପନିଂ କରିବେ, ସେ ନେଇ ଚିନ୍ତାରେ…
ଲାଲୁଙ୍କ ଲଣ୍ଠନ ଧରିଲେ ଜେଡିୟୁ ନେତା
ପାଟନା,୩ ।୭: ବିହାର ରାଜନୀତିରେ ଏବେ ବି ସରଗରମ ଲାଗି ରହିଛି । ଶନିବାର ଜନତାଦଳ ୟୁନାଇଟେଡ(ଜେଡିୟୁ) ନେତା ତଥା ପୂର୍ବତନ ବିଧାୟକ ମହେଶ୍ୱର ସିଂ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି)ରେ ଯୋଗ ଦେଇଛନ୍ତି । ସେ ଶନିବାର ବିବହାରର ପୂର୍ବତନ ମୁଖ୍ୟମନ୍ତ୍ରୀ…
ନାୟିକାରୁ ଏବେ ପ୍ରଯୋଜିକା ହେଲେ ଆଲିଆ
ମୁମ୍ବାଇ: ବଲିଉଡ୍ର ଆଗ ଧାଡିର ନାୟିକା ଆଲିଆ ଭଟ୍ଟ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିଛନ୍ତି । ନିଜ ପ୍ରଡକସନ୍ ହାଉସ୍ ବ୍ୟାନରରେ ମୁଭି ଡାର୍ଲଂସ୍ ଶୁଟିଂ ଆରମ୍ଭ କରିଛନ୍ତି ଆଲିଆ । ଏହା ମାଧ୍ୟମରେ ଆଲିଆ ପ୍ରଯୋଜିକା ଭାବେ ଡେବ୍ୟୁ…
ବି’ ଦଳ ନୁହେଁ ଧାଓ୍ବନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ
ମୁମ୍ବାଇ,୩।୭: ଚଳିତ ମାସରେ ଖେଳାଯିବାକୁ ଥିବା ଟି୨୦ ଓ ଦିନିକିଆ ସିରିଜ୍ ଲାଗି ଭାରତ ତା’ର ବି’ ଟିମ୍କୁ ପଠାଇ ଶ୍ରୀଲଙ୍କା କ୍ରିକେଟର ଅପମାନ କରିଛି। ଏଭଳି ମନ୍ତବ୍ୟ ଦେଇଥିଲେ ୧୯୯୬ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା ଦଳର ଅଧିନାୟକ ଅର୍ଜୁନ ରାଣାତୁଙ୍ଗା।…
ଚର୍ଚ୍ଚାରେ ଥିଲା ରୋହିତଙ୍କ ଏହି ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…
ନୂଆଦିଲ୍ଲୀ,୩।୭: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ ତଥା ସେତେବେଳେ ବିରାଟଙ୍କ ପ୍ରେମିକା ଥିବା ଅନୁଷ୍କା ଶର୍ମା। ଟିମ୍ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍ ଲଣ୍ଡନରେ ଭାରତର ହାଇ କମିଶନରଙ୍କୁ ଭେଟିବାକୁ ଯାଇଥିଲା ।…
୮ରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୩ା୭: ଆସନ୍ତା ୧୨ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏନେଇ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା କରିବେ। ଏଥିରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ, ଜିଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ…
୧ ହଜାରରୁ ଅଧିକ ଫିଲ୍ମରେ ଅଭିନୟ କରି ରେକର୍ଡ କରିଛନ୍ତି ଏହି କମେଡିଆନ୍; ନିଅନ୍ତି ବଲିଉଡ୍ କଳାକାରଙ୍କଠାରୁ ବି ଅଧିକ ପାଉଣା
ହ୍ରାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଫିଲ୍ମରେ ଦୁଇଟି ଜିନିଷ ନିଶ୍ଚିତ ଭାବେ ମିଳିବ। ତାହା ହେଲା ଆକ୍ସନ ଏବଂ କମେଡି। ରଜନୀକାନ୍ତ, ମହେଶ ବାବୁ, ରାଣା ଦୁଗ୍ଗୁବତୀ, ବିଜୟଙ୍କ ଭଳି ଅଭିନେତାମାନେ ଆକ୍ସନ ପାଇଁ ଜଣାଶୁଣା ହୋଇଥିବାବେଳେ କମେଡି କଥା ପଡ଼ିଲେ ପ୍ରତ୍ୟେକ…
ବୁଗୁଡ଼ାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଦାବି
ବୁଗୁଡ଼ା,୩।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ପୌରାଞ୍ଚଳରେ ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଷ୍ଟାଡିୟମ ନାହିଁ। ଏ ନେଇ ପ୍ରତିଭାର ଉପଯୁକ୍ତ ବିକାଶ ହୋଇପାରୁ ନାହିଁ। ତେବେ ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ବୁଗୁଡା ଏନ୍ଏସିର କ୍ରୀଡାବିତ…
ପରାଜୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଜବ ବୟାନ: କହିଲେ ‘୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଛୋଟ ଦେଶ ଭାରତକୁ ହରାଇ ଦେଲା’
ନୂଆଦିଲ୍ଲୀ,୩।୭: ଗତ ମାସରେ ଭାରତର ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଟାଇଟଲ ଜିତିବାର ସ୍ବପ୍ନ ଧ୍ୱଂସ ହୋଇଯାଇଥିଲା। ଭାରତ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧନ ନ୍ୟୁଜିଲାଣ୍ଡ ବାଜିମାତ କରିଥିଲା। ସାଉଥାମ୍ପଟନରେ ଖେଳାଯାଇଥିବା…
ଏସବୁ ଜିଲାରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ ଜିଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ…
ନାକ ପଟେ ସାପ ପୂରାଇ ପାଟି ପଟେ ବାହାର କଲେ
ଆପଣ ସାପୁଆ କେଳା ଏବଂ ସାପ ଖେଳ ବହୁତ ଦେଖିଥିବେ। ମାତ୍ର କେବେ ଦେଖିଛନ୍ତି କି ସାପ ନାକ ଭିତରେ ପୂରାଇ ପାଟି ପଟରେ ବାହାର କରିବାର। ଅଭିନେତା ବିଦ୍ୟୁତ୍ ଜାମଓ୍ବାଲ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି,…
ମାରାତ୍ମକ ଡେଲ୍ଟା ଭାଇରସ ବଦଳୁଛି ବାରମ୍ବାର: ସତର୍କ କଲା ଡବ୍ଲୁଏଚ୍ଓ
ଜେନେଭା,୩ ।୭: ଭାରତରେ ପ୍ରଥମ କରି ଦେଖାଯାଇଥିବା ଡେଲ୍ଟା ଭାଇରସ ଏବେ ବିଶ୍ୱର କିଛି ଦେଶକୁ ବ୍ୟାପି ସାରିଲାଣି । ଏହା ଖୁବ୍ ମାରାତ୍ମକ ହୋଇଥିବା ବେଳେ ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଚେତାବନୀ ଦେଇଛି । ଡବ୍ଲୁଏଚ୍ଓର…
Archives


