Posted inଜାତୀୟ

କାନପୁର ପରେ ଏବେ ଲକ୍ଷ୍ନୌରେ ପହଞ୍ଚିଲା ଜିକା

ଲକ୍ଷ୍ନୌ,୧୨ ।୧୧: କରୋନା ପରେ ଏବେ ଚିନ୍ତା ବଢାଇଲାଣି ଜିକା ଭାଇରସ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଗୁରୁବାର ୨ ଜଣ ଜିକା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଲକ୍ଷ୍ନୌରେ ଜିକା ଭାଇରସ ଦେଖା ଦେବା ଫଳରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଛନକା ପଶି ଯାଇଛି । ଚିହ୍ନଟ ହୋଇଥିବା ଦୁଇ ରୋଗୀ କାନପୁର ରୋଡର ଏଲ୍‌ଡିଏଲ କଲୋନୀର ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ବୁଧବାର କାନପୁରରେ ୧୬ ନୂଆ ଜିକା ଭାଇରସ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଏବେ ସେଠାରେ ୧୦୫ ଜିକା ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ତେବେ ୧୬ ନୂଆ ସଂକ୍ରମିତଙ୍କ ମଧ୍ୟରେ ୨ ଜଣ ଗର୍ଭବତୀ ରହିଥିବା ଜଣାପଡିଛି । ନିକଟରେ ଉତ୍ତର ପ୍ରଦେଶର କନ୍ନୌଜରେ ବି ଜିକା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା । ସେଠାରେ ୪୫ ବର୍ଷୀୟ ଜଣେ ବ୍ୟକ୍ତି ଜିକାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ କନ୍ନୌଜ ସ୍ୱାସ୍ଥ୍ୟ ବିଭାଗ ୩୦ ସାମ୍ପଲ ଯାଞ୍ଚ ପାଇଁ ପଠାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ଲିଭାଇବା ସହିତ ବୁଲା ପ୍ରାଣୀଙ୍କୁ ଘଉଡ଼ାଇବ ଡ୍ରୋନ୍‌…

କାନପୁର,୭।୧୧: ଡ୍ରୋନ ଏବଂ ଅନ୍ୟାନ୍ୟ ମାନବବିହୀନ ବିମାନ (ୟୁଏଭି) ଏବେ କେବଳ ସର୍ଭେଲାନ୍ସ ଏବଂ ଗୁପ୍ତଚରୀ ପାଇଁ ବ୍ୟବହୃତ ହେଉ ନାହିଁ, ବରଂ ଏହା ସମାଜର...

ଝାଡ଼ଖଣ୍ଡ ସରକାରଙ୍କ ପୋଲ୍‌ ଖୋଲିଲେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ

ରାଞ୍ଚି,୨୦।୯: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ରାଜ୍ୟରେ ପୁଣିଥରେ ଶାସନ ମଙ୍ଗ ଧରିବାକୁ ସଜବାଜ ହେଉଛି ଭାରତୀୟ ଜନତା...

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା ଘଟଣା: ମୋ ପିତାଙ୍କୁ କଂଗ୍ରେସ କାର୍ଯ୍ୟକର୍ତ୍ତା ମାରିଛନ୍ତି ବୋଲି ଅଭିଯୋଗ କଲେ ପୁଅ

ଲକ୍ଷ୍ନୌ, ୨୬।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ କଂଗ୍ରେସ ଗଡ କୁହାଯାଉଥିବା ଆମେଠି ଲୋକ ସଭା ଆସନ ଜିତିଥିବା ଭାଜପା ନେତ୍ରୀ ସ୍ମୃତି ଇରାନୀଙ୍କର...

ଭୋଟ ଦେବେ ୪୪% ଅଭିଯୁକ୍ତ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ, ୧୩ା୭: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଥିବା ବିଧାୟକ ଓ ଏମ୍‌ପିଙ୍କ ମଧ୍ୟର ୪୪%ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌...

ଗୁଜରାଟ ନିର୍ବାଚନ: ଦ୍ୱିପ୍ରହର ୩ଟା ଯାଏ ୪୯% ଭୋଟିଂ, ତାପିରେ ରେକର୍ଡ ଭାଙ୍ଗିଲା ମତଦାନ

ଅହମ୍ମଦାବାଦ,୧।୧୨: ଗୁଜରାଟରେ ୮୯ଟି ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ ଶେଷ ହେବାକୁ ଆଉ କିଛି ସମୟ ବାକି ରହିଛି।...

ଓଡ଼ିଶାରେ ହେଉ କରୋନା ପରୀକ୍ଷା କେନ୍ଦ୍ର

ନୂଆଦିଲ୍ଲୀ,୬ା୩: ପାର୍ଲାମେଣ୍ଟରେ ଗୁରୁବାର କରୋନା ସମ୍ପର୍କିତ ଆଲୋଚନା ବେଳେ ଓଡ଼ିଶା ଓ ଦେଶର ଅନ୍ୟ ଭାଗରେ ତୁରନ୍ତ ପରୀକ୍ଷା କେନ୍ଦ୍ର ଖୋଲିବା ଲାଗି ବିଜେଡି ଏମ୍‌ପି...

ଅନ୍ନଦାତାଙ୍କ ଆନ୍ଦୋଳନ: ଖାଦ୍ୟ ପାଇଁ ପ୍ରସ୍ତୁତ ହେଉଛି ୧୦ ହଜାର ବେଡ୍‌ ପକୋଡ଼ା, ୧ ଟନ୍‌ ଚା’

ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡର ଏବେ ମିନି ପଞ୍ଜାବରେ ପରିଣତ ହୋଇଛି। ଏଠାରେ ଦିନକୁ ଦିନ ଅନ୍ନଦାତାଭ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ନଦାତାଙ୍କ ଖାଇବା ପାଇଁ ପ୍ରତିଦିନ...

ଦୁବାଇ ଶାସକଙ୍କ ମାଲାୟାଲମ ଟୁଇଟ୍‌ର ଉତ୍ତର ଆରବିକ୍‌ରେ ଦେଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩।୨: ଦୁବାଇର ଶାସକ ତଥା ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମାକତୁମ ଗୁରୁବାର ମାଲାୟାଲମ ଭାଷାରେ ଏକ ଟୁଇଟ୍‌ କରିଥିଲେ। ଏମିରେଟ୍ସରେ...

Advertisement
Archives

Model This Week