ବର୍ଷାରେ ବେହାଲ ଗଞ୍ଜାମ ସହର
ଗଞ୍ଜାମ,୧୨।୧୧(ଡି.ଏନ୍.ଏ.): ଲଗାଣ ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇ ପଡିଛି । ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପୁଇଁତୋଳା, ୱାର୍ଡ ତିନି ନୂଆ ସାହି, ବଡ଼…
ପ୍ରେମିକାଙ୍କୁ ଜେଲରେ ବିବାହ କରିବେ ୱିକିଲିକ୍ସର ସଂସ୍ଥାପକ, ସରକାର ଦେଲେ ମଞ୍ଜୁରୀ
ବ୍ରିଟେନ,୧୨ ।୧୧: ୱିକିଲିକ୍ସର ସଂସ୍ଥାପକ ଜୁଲିୟନ ଅସାଂଜେ ତାଙ୍କର ପ୍ରମିକା ଷ୍ଟେଲା ମୋରିସଙ୍କୁ ଜେଲରେ ବିବାହ କରିବାକୁ ଯାଉଛନ୍ତି । ଏଥିପାଇଁ ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ଅସାଂଜେ ବେଲମାର୍ଶ ଜେଲରେ ବିବାହ କରିବେ । ଅସାଂଜେ…
ଓଲଟିଲା ଟ୍ୟାଙ୍କର : ଚାଲିଗଲା ୨ ଶ୍ରମିଙ୍କ ଜୀବନ
କେନ୍ଦୁଝର,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଲୁହା ଖଣି ପରିସରରେ ଏକ ପାଣି ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ସମରା କାରୁଆ(୬୩) ଓ ଦମୟନ୍ତୀ ଓରାମ (୪୧) ବୋଲି…
ଗାଧୋଇବାକୁ ଯାଇ ଆଉ ଫେରିଲେନି ମହିଳା
ପାଟଣା,୧୨।୧୧(ସ୍ବ.ପ୍ର.): ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲେନି ମହିଳା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଜାମୁଳେଇ ବେଡା ଗ୍ରାମରେ। ୩୫ ବର୍ଷୀୟା ପାର୍ବତୀ ମୁଣ୍ଡା ଶୁକ୍ରବାର ପୂର୍ବାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ…
ସୌନ୍ଦର୍ଯ୍ୟ ବଢ଼ାଏ ଏହି ତେଲ
ସୋରିଷ ତେଲ, ଘିଅ, ରିଫାଇନ୍ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ…
ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ
କର୍ଲାମୁଣ୍ଡା,୧୨।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଏଥିରେ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ , ଯୁବ କଂଗ୍ରେସ ବ୍ଲକ ସଭାପତି…
ସୁନ୍ଦରଗଡ଼ରେ ମମିତା ତାତି
ସୁନ୍ଦରଗଡ,୧୨।୧୧(ଡି.ଏନ୍.ଏ.): ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ସୁନ୍ଦରଗଡ଼ରେ ଶାନ୍ତିପୂର୍ଣ୍ଣ ଭାବେ ଦେଖିବାକୁୁ ମିଳିଛି। ହାଇକୋର୍ଟଙ୍କ ଆଦେଶ ମୁତାବକ କଂଗ୍ରେସ କର୍ମୀମାନେ ପିକେଟିଂ ନ କରି ଡିଆରଡିଏ ଛକରେ…
୧ କୋଟି ଟଙ୍କାର ସୁନା ବାଣ୍ଟିଲେ ଏହି ଅଭିନେତା
ତାମିଲ ସିନେମାର ଜଣାଶୁଣା ଅଭିନେତା ସୁରିଆ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏଥାରକମ ଥୁନିନ୍ଦହାଭାନ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିର୍ଦ୍ଦେଶକ ପାଣ୍ଡିରାଜଙ୍କ ସହ ଏହି ଫିଲ୍ମର ଶୁଟିଂ ମଧ୍ୟ ଶେଷ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ପାଣ୍ଡିରାଜ ନିଜେ ନିଜ…
ସୋନିଆଙ୍କୁ ଭେଟିଲେ ପାଇଲଟ୍
ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲୁଛି। ତେବେ ଶୁକ୍ରବାର ବରିଷ୍ଠ ନେତା ସଚିନ ପାଇଲଟ୍ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସେ ଦିଲ୍ଲୀ ଆସି ସୋନିଆଙ୍କ ସହ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି…
ଭାରତ ସହ ଭଲ ସମ୍ପର୍କ ଚାହୁଁଛି ତାଲିବାନ
କାବୁଲ,୧୨।୧୧: ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଭାରତକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦେଶ ଆଖ୍ୟା ଦେଇଛି। ତାଲିବାନ ଭାରତ ସହ ଭଲ କୂଟନୈତିକ ସମ୍ପର୍କ ଚାହୁଁଛି। ଆଫଗାନିସ୍ତାନ ସମ୍ବନ୍ଧରେ ଭାରତରେ ଆୟୋଜିତ ହୋଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ସ୍ତରୀୟ ବୈଠକକୁ ନେଇ…
ଗୁରୁତର ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ଡାକ୍ତରଖାନା ନେଲେ ମହିଳା ଇନ୍ସପେକ୍ଟର, ଛୁଟୁଛି ପ୍ରଶଂସାର ସୁଅ
ଚେନ୍ନାଇ,୧୨ା୧୧: ତାମିଲନାଡୁର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଏହି ସମୟରେ ଏଠାରୁ ଏକ ହୃଦୟକୁ ଛୁଇଁଗଲା ପରି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ଇନ୍ସପେକ୍ଟର ଗଛ ପଡ଼ି ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ…
ପୁଣି ଆଉ ଏକ ଲଘୁଚାପ
ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ଥାଇଲାଣ୍ଡ ଉପକୂଳରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହା ଧିରେ ଧିରେ ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବ। ଯାହାର ପ୍ରଭାବରେ ଶନିବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏ ନେଇ ଭୁବେନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା…

