ଇଞ୍ଜେକ୍ସନ ନେବା ପରେ ନବବଧୂଙ୍କ ମୃତ୍ୟୁ: ବିବାହର ମାତ୍ର ୧୦ ଦିନରେ ଜଳିଲା ଜୁଇ
ଭୁବନେଶ୍ୱର,୪।୭(ବ୍ୟୁରୋ): ପାଦରୁ ଅଳତା, ହାତରୁ ମେହେନ୍ଦି ଲିଭିନି। ବିବାହର ମାତ୍ର ୧୦ ଦିନରେ ଜଣେ ନବବଧୂଙ୍କ ଜୁଇ ଜଳିଛି। ଇଞ୍ଜେକ୍ସନ ନେବାର ମାତ୍ର କିଛି ସମୟ ଭିତରେ ନବବଧୂ ଜଣକ ଯନ୍ତ୍ରଣାରେ ଛଟପଟ ହୋଇ ଆଖିବୁଜି ଦେଇଛନ୍ତି। ଶନିବାର ଭୁବନେଶ୍ୱରର ଏକ…
ପ୍ରଣବଙ୍କ ଆଗୁଆ ଜାମିନ ହାଇକୋର୍ଟରେ ଖାରଜ
ଭୁବନେଶ୍ୱର,୪।୭(ବ୍ୟୁରୋ): ସୁବର୍ଣ୍ଣପୁର ଜାତୀୟ ମିଶନ (ଏନଏଚ୍ଏମ୍) ବ୍ୟାଙ୍କ ଆକାଉଣ୍ଟରୁ ୫ କୋଟି ୧ଲକ୍ଷ ୫୦ ହଜାର ଟଙ୍କା ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ନୟାପଲ୍ଲୀର ପ୍ରଣବ କୁମାର ରାଏ ଏବେ ବି ଫେରାର ଅଛନ୍ତି। କ୍ରାଇମବ୍ରାଞ୍ଚର ଗିରଫଦାରିରୁ ନିଜକୁ ବଞ୍ଚାଇବା ପାଇଁ…
୩ ମାସ ଧରି ଘରେ ଅଛି କାର୍, ଅନ୍ଲାଇନ୍ରେ ଫାଇନ୍ ଆସିଛି ୩୦୦୦ ଟଙ୍କା
ଭଦ୍ରକ ଅଫିସ,୪ା୭: ଆରଟିଓ ଏବଂ ପୋଲିସ ବିଭାଗର ଅଜବ ନିୟମ। ଦୀର୍ଘ ତିନି ମାସ ଧରି ଘରେ ଥିବା ଏକ କାର୍ ଉପରେ ଲାଗିଛି ୩ ହଜାର ଟଙ୍କା ଫାଇନ୍। ଯାହାକୁ ନେଇ ଏବେ ଚିନ୍ତାରେ କାର୍ ମାଲିକ। ସୂଚନାନୁଯାୟୀ, ଭଦ୍ରକ…
କଲ୍ୟାଣ ସିଂ ହସ୍ପିଟାଲରେ ଭର୍ତ୍ତି…
ନୂଆଦିଲ୍ଲୀ,୪।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଡ. ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଲ୍ୟାଣ ସିଂଙ୍କୁ…
ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ
ଛତ୍ରପୁର,୪ା୭(ଡି.ଏନ୍.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦ ହଜାର କୋଭାକ୍ସିନ ପହଞ୍ଚିବା ପରେ ଏହାକୁ ରବିବାର ଟିକାଦାନ କେନ୍ଦ୍ରକୁ ପଠାଇ କାର୍ଯ୍ୟ ଆରମ୍ଭ…
ଖୁବ୍ଶୀଘ୍ର ଉତ୍କେଲା, ଜୟପୁରରୁ ବିମାନ ଉଡ଼ିବ
ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ଏୟାରଷ୍ଟ୍ରିପ୍ ଭବାନୀପାଟଣା ନିକଟସ୍ଥ ଉତ୍କେଲା ଓ ଜୟପୁରରୁ ଖୁବ୍ଶୀଘ୍ର ବିମାନ ଉଡ଼ାଣ ହେବ। ଏହି ଦୁଇଟି ବିମାନବନ୍ଦରକୁ କେନ୍ଦ୍ର ସରକାରଙ୍କ ଉଡାନ ସ୍କିମ୍ ସହାୟତାରେ ବିକଶିତ କରାଯାଉଛି। ଭୁବନେଶ୍ୱରରୁ ଉତ୍କେଲା, ଉତ୍କେଲାରୁ ଜୟପୁର, ଭୁବନେଶ୍ୱରରୁ ଜୟପୁର…
ପୁଅ ପ୍ରେମ ବିବାହ କରି ଚାଲିଯିବା ପରେ ବାପାଙ୍କ ବର୍ବର କାଣ୍ଡ: ସ୍ତ୍ରୀ, ଝିଅଙ୍କୁ ଶାବଳରେ ପିଟି ମାରିଦେବା ପରେ ନିଜେ କଲେ ଆତ୍ମହତ୍ୟା
ଜଗତ୍ସିଂହପୁର ଅଫିସ, ୪ା୭: ସ୍ତ୍ରୀ ଓ ଝିଅଙ୍କୁ ଶୁକ୍ରବାର ରାତିରେ ଶାବଳରେ ପିଟି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଜଗତ୍ସିଂହପୁର ଥାନା ଅନ୍ତର୍ଗତ ଜୋତଚଣ୍ଡପାଟଣାରେ। ମୃତକମାନେ ହେଲେ ଲୋକନାଥ ପାଳ(୫୪), ସ୍ତ୍ରୀ କଳ୍ପନା(୪୫)…
ଏଥର କେବଳ ସେବାୟତ ଟାଣିବେ ରଥ
ପୁରୀ ଅଫିସ,୪।୭: ଚଳିତବର୍ଷ ରଥଯାତ୍ରାରେ କେବଳ ସେବାୟତମାନେ ରଥ ଟାଣିବେ। ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ କର୍ମଚାରୀମାନେ ରଥଟଣାରେ ନିୟୋଜିତ ହେବେ ନାହିଁ। ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ବ୍ୟକ୍ତିମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। ଏଥିପାଇଁ ପାଖାପାଖି ୬ ହଜାର…
ରାଜ୍ୟରେ ଆଉ ୪୨ ମୁଣ୍ଡ ନେଲା କରୋନା; ଖୋର୍ଦ୍ଧା-ବରଗଡ଼ରୁ…
ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮ ଜଣ ଥିବା ବେଳେ ବରଗଡ଼ରୁ ୫, ସୁନ୍ଦରଗଡ଼ରୁ ୪, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଗଞ୍ଜାମରୁ ୩ ଜଣ ଲେଖାଏ, ଢେଙ୍କାନାଳ,…
ରାଜ୍ୟରେ ୨୮୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଆଜି କଟକ ଆଗରେ
ଭୁବନେଶ୍ୱର,୪।୭(ବ୍ୟୁରୋ): କଟକଣା ସତ୍ତ୍ୱେ ସଂକ୍ରମଣ ଉପରେ ଲଗାମ ଲାଗୁନାହିଁ। ଏହି କ୍ରମରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫୨ କ୍ୱାରେଣ୍ଟାଇନ୍ର ଥିବା ବେଳେ ବାକି ୧୨୧୮ ଲୋକାଲ କେସ ରହିଛି।…
ରବିଧାନ କିଣା ବନ୍ଦ
ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ଆଉ ରବି ଧାନ ସଂଗ୍ରହ ହେବ ନାହିଁ। କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ଶେଷହୋଇ ଯାଇଥିବାରୁ ଧାନ କିଣା ବନ୍ଦ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଏହା…
ଏକା ସାଙ୍ଗରେ ମା’ ହେବାକୁ ପଣ କରିଥିଲେ ୩ ଭଉଣୀ, କାରଣ ଜାଣିଲେ…
ଯାଆଁଳା ପିଲାଙ୍କ ପାଇଁ ଅନେକ କିଛି ରହିବା ସ୍ବାଭାବିତ। କିନ୍ତୁ କାଲିଫର୍ନିଆରେ ଏକାଠି ଜନ୍ମ ହୋଇଥିବା ୩ ଭଉଣୀଙ୍କ ଜୀବନରେ ଏମିତି ଏକ ମୁହୂର୍ତ୍ତ ଆସିଛି ଯାହା ଅତ୍ୟନ୍ତ ରୋମାଞ୍ଚର ବିଷୟ। ପିଲାଦିନରୁ ଏକାଠି ବଢ଼ିଥିବା ଏହି ଭଉଣୀମାନଙ୍କର ବିବାହ ପରେ…
Archives


