Posted inଜାତୀୟ

ସୋନିଆଙ୍କୁ ଭେଟିଲେ ପାଇଲଟ୍‌

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲୁଛି। ତେବେ ଶୁକ୍ରବାର ବରିଷ୍ଠ ନେତା ସଚିନ ପାଇଲଟ୍‌ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି । ସେ ଦିଲ୍ଲୀ ଆସି ସୋନିଆଙ୍କ ସହ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। କ୍ୟାବିନେଟ୍‌ ଅଦଳବଦଳ ସମୟରେ ସଚିନ୍‌ ନିଜ ଗୋଷ୍ଠୀର ସଦସ୍ୟଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ସୋନିଆଙ୍କୁ କହିଥିବା ଜଣାପଡଛି।

ବୈଠକ ପରେ ସଚିନ ପାଇଲଟ୍‌ କହିଛନ୍ତି, ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ ଏବଂ ପୁଣି ଆମେ ଜିତିବା ଦରକାର। ତା’ ପୂର୍ବରୁ ଦଳ ସାଂଗଠିକ ସ୍ତରରେ ମଜବୁତ ହେବା ଦରକାର। କଂଗ୍ରେସ ରାଜ୍ୟର ସଂଗଠନକୁ ଅଧିକ ମଜଭୁତ କରିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ ଆଡ୍‌ମିନିଷ୍ଟ୍ରଶନ୍‌ (ଏନ୍‌ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ଇସ୍ରୋକୁ ମିଳିଲା ନୂଆ ମୁଖ୍ୟ

ନୂଆଦିଲ୍ଲୀ,୧୨।୧: ଭାରତୀୟ ଏରୋସ୍ପେସ୍‌ ଇଞ୍ଜିନିୟର ଓ ରକେଟ ସାଇଣ୍ଟିଷ୍ଟ ଡ. ଏସ୍‌ ସୋମନାଥଙ୍କୁ ଭାରତୀୟ ମହାକାଶ ରିସର୍ଚ୍ଚ ସଂଗଠନ (ଇସ୍ରୋ)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ...

ଗୋଟିଏ ଦିନରେ ଫିଲ୍ମରୁ ୧୨୦ କୋଟି ଆୟ ହେଉଛି, ଦେଶରେ ମାନ୍ଦାବସ୍ଥା କୁଆଡୁ ଆସିଲା: ଆଇନ ମନ୍ତ୍ରୀ

ମୁମ୍ବାଇ,୧୨।୧୦: ମାନ୍ଦା ଅର୍ଥ ବ୍ୟବସ୍ଥାକୁ ନେଇ ସରଗରମ ଦେଶ। ସବୁ ମାହୋଲରେ ଅର୍ଥନୀତିକୁ ନେଇ ଚର୍ଚ୍ଚା। ତେବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ...

ସନ୍ତାନଙ୍କୁ ଜନ୍ମ ଦେବା ଅବା ନଦେବା ନିଷ୍ପତ୍ତି ମା‘ଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର…

ନୂଆଦିଲ୍ଲୀ,୨୫।୧୧: ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର।...

କେରଳ ବିମାନ ଦୁର୍ଘଟଣା: ଜଣେ ମୃତକ କରୋନା ପଜିଟିଭ୍‌, ଉଦ୍ଧାରକାରୀ ଦଳର କରାଯିବ ଟେଷ୍ଟ

କୋଝିକୋଡ଼,୮।୮: କେରଳ ବିମାନ ବନ୍ଦରରେ ଶୁକ୍ରବାର ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଜଣଙ୍କ ରିପୋର୍ଟ କରୋନା...

ଗାଁରେ ନାହିଁ ବିଜୁଳି, କୃଷକଙ୍କ ପୁଅ ୯୮.୨ ପ୍ରତିଶତ ମାର୍କ ରଖି ବିଦେଶରେ ପଢିବାକୁ ହାସଲ କଲେ ଯୋଗ୍ୟତା

ଲକ୍ଷ୍ନୌ,୧୫।୭: ସିବିଏସି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ପାଇଥିବା ଜଣେ କୃଷକଙ୍କ ପୁଅ ଏବେ ବିଦେଶରେ ପଢିବେ। ସେ ଆମେରିକାରେ ଥିବା ନ୍ୟୁୟର୍କର...

ଛାତିରେ ଗୁଳି ଖାଇ ଥାନାରେ ପହଞ୍ଚିଲେ ଯୁବକ, ପୋଲିସ ଦେଖିବା ପରେ..

ମୁଜାଫ୍ଫରନଗର,୩୧।୭: ଉତ୍ତରପ୍ରଦେଶର ମୁଜାଫ୍ଫରନଗରର ତିନାବୀ ଥାନାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଛାତିରେ ଗୁଳି ବାଜିଥିବା ଜଣେ ଯୁବକ ଥାନାରେ ପହଞ୍ଚିଯିବାରୁ ପୋଲିସ କର୍ମଚାରୀ...

ଦିଲ୍ଲୀରେ ଏକାଠି ହୋଇପାରିବେ ନାହିଁ ୫୦ରୁ ଊର୍ଦ୍ଧ୍ୱ ଜନତା

ନୂଆଦିଲ୍ଲୀ,୧୬।୩: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସବୁ ଜିଲା ଅଧିକାରୀଙ୍କର ଏକ ବୈଠକ ଡାକିଥିଲେ।...

Advertisement
Archives

Model This Week