ଜନ୍ମଦିନରେ ଦୁବଇ ସରକାରଙ୍କ ପକ୍ଷରୁ ବୋନି କପୁରଙ୍କ ପରିବାରକୁ ବିଶେଷ ଉପହାର

ମୁମ୍ମାଇ: ବଲିଉଡର ନାମୀ ନିର୍ଦ୍ଦେଶକ ତଥା ପ୍ରଯୋଜକ ବୋନି କପୁର ଏବେ ଦୁବଇରେ । ତାଙ୍କସହ ତାଙ୍କ ଦୁଇ ଝିଅ ଜାହ୍ନବୀ କପୁର ଓ ଖୁସି କପୁର ବି ଦୁବଇରେ ଛୁଟି କାଟୁଛନ୍ତି । ବୋନି ନଭେମ୍ବର ୧୧ରେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବଇ ଯାଇଥିବା ବେଳେ ସେଠାକାର ସରକାର ତାଙ୍କ ପରିବାରକୁ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି । ତାହା ହେଉଛି ଦୁବଇର ଗୋଲଡେନ୍ ଭିଜା । ବୋନି କପୁରଙ୍କୁ ଏହି ଗୋଲଡେନ ଭିଜା ମିଳିଥିବା ବେଳେ ତାଙ୍କ ସହ ତାଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି ବି ଉପସ୍ଥିତ ଥିଲେ । ତେବେ ଜନ୍ମଦିନ ପାଳନ ପାଇଁ ବୋନିଙ୍କ ପୁଅ ଅର୍ଜୁନ କପୁର ଓ ତିନି ନମ୍ବର ଝିଅ ଅଂଶୁଳା କୌଣସି କାରଣ ପାଇଁ ଦୁବଇ ଯାଇ ପାରି ନ ଥିବା ବେଳେ ଦୁଇ ଝିଅଙ୍କ ସହ ବୋନି ଦୁବଇରେ ଜନ୍ମଦିନ ପାଳନ କରିଛନ୍ତି । ନିକଟରେ ଜାନ୍ମବୀ ଓ ଖୁସି ଦୁବଇ ମରୁଭୂମିରେ ଏନଜୟ କରୁଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଏହା ଭାଇରାଲ ହୋଇଥିଲା । ହଟ୍ ଲୁକରେ ଦୁଇ ଭଉଣୀ ୟଙ୍ଗଷ୍ଟରଙ୍କୁ ଦିୱାନ କରିଥିଲେ । ଶେଷଥର ପାଇଁ ମୁଭି ‘ରୁହି’ରେ ନଜର ଆସିଥିକା ଜାହ୍ନବୀ ଆଗାମୀ ଫିଲ୍ମ ଦୋସ୍ତାନ ୨ ଓ ଗୁଡ ଲକ ଜେରିରେ ଦେଖାଯିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟକୁ ସାହାଯ୍ୟ ପାଇଁ କେବେ ଆଗକୁ ଆସି ନାହାନ୍ତି କଙ୍ଗନା: ଏପରି କହିଲେ ବଲିଉଡ୍‌ର ଏହି ଗାୟିକା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ନଣାଓ୍ବତ୍‌ ଗତ କିିଛି ଦିନ ହେବ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ସମର୍ଥନ...

ଟିଭି ଶୋ’ରେ ପ୍ରଥମ ଥର ହେଲା ଏପରି ବିବାହ: ବିଶ୍ୱାସ କରିପାରୁ ନାହାନ୍ତି ଦର୍ଶକ…

ଭାରତୀୟ ସିରିଏଲ୍‌ଗୁଡିକ ବହୁତ ମଜାଳିଆ। ଏଥିରେ ଡ୍ରାମା ଭରି ରହିଥାଏ। ସିରିଏଲ୍‌ରେ କେତେବେଳେ କ’ଣ ଘଟିବ, ତାହା କେହି କଳ୍ପନା ମଧ୍ୟ କରି ନ ଥାନ୍ତି।...

ପିଲାଦିନୁ ଗାୟିକା ହେବାକୁ ଚାହୁଁଥିଲେ ଧ୍ୱନି ଭାନୁଶାଳି

ମୁମ୍ବାଇ: ଖୁବ୍ କମ୍ ବୟସରେ ବଲିଉଡ ଦୁନିଆରେ ନିଜର ସୁମଧୁର ସ୍ୱରକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧ୍ୱନି ଭାନୁଶାଳି(Dhvani Bhanushali) ।...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ସତୀଶ କୌଶିକ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶଂସକଙ୍କୁ ଜଣାଇଥିଲେ। ତାଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଥିଲା।...

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌...

ବରୁଣେଶ୍ୱରରେ ମାୟାବିନୀ ମୌସୁମୀ

ଓଡ଼ିଶାର ଅନ୍ୟତମ ଯାତ୍ରା ମହାକୁମ୍ଭ ବରୁଣେଶ୍ୱର ମେଳା। ବରୁଣେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ଏହି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଯାତ୍ରାର ଏକ ଅଘୋଷିତ ମହାସମର...

ଘୋଷଣା ହେଲା କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ

ଚେନ୍ନାଇ,୨୯ା୧- ଦେଶର ସବୁଠୁ ପ୍ରତିକ୍ଷୀତ ଫିଲ୍ମ କେଜିଏଫ୍‌: ଚାପ୍ଟର-୨ର ରିଲିଜ ତାରିଖ ଶୁକ୍ରବାର ଘୋଷଣା ହୋଇଯାଇଛି। ପୂରା ଦେଶରେ ଦର୍ଶକଙ୍କ ଭଲପାଇବା ହାସଲ କରିଥିବା କେଜିଏଫ୍‌:...

ଆଉ ଜଣେ ଅଭିନେତ୍ରୀ କରୋନା ପଜିଟିଭ୍‌

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ତେବେ ଏଥିରୁ ଅଭିନେତା ଏବଂ ଅଭିନେତ୍ରୀ ବାଦ୍‌ ପଡିନାହାନ୍ତି। ନିକଟରେ ଅଭିନେତ୍ରୀ ତ୍ରିଶା କରୋନା ପଜିଟିଭ୍‌...

Advertisement
Archives

Model This Week