Posted inଖେଳ

ଟୁର୍ନାମେଣ୍ଟ ଖେଳିବିନି ପଛେ କରୋନା ଟିକା ନେବିନି

ନୂଆଦିଲ୍ଲୀ,୧୩।୧୧: ଭାରତୀୟ ଦଳର ପୂର୍ବତନ ଓପନର୍‌ ମୁରଲୀ ବିଜୟ ଆଗାମୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଂଶଗ୍ରହଣ କରିବେ ନାହିଁ। ତାମିଲନାଡୁ କ୍ରିକେଟର କୋଭିଡ -୧୯ ଟିକା ନେବାକୁ ମନା କରିଦେଇଛନ୍ତି। ସେ ବୋୟୋ ବବଲ୍‌ ଜୀବନ ଦେଇ ଯିବାକୁ ଚାହୁଁ ନାହାଁନ୍ତି। ବିସିସିଆଇ ଏସ୍‌ଓପି ରିଲିଜ କରି ଖେଳାଳିମାନଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଖେଳାଳିମାନେ ଏକ ସପ୍ତାହ ପର୍ଯ୍ୟନ୍ତ ବାୟୋ ବବଲ୍‌ରେ ରହିବେ। ଏପରିକି ସେମାନେ ଦଳର ଅଂଶବିଶେଷ ରହବା ଯାଏ କଟକଣାରେ ରହିବେ ବୋଲି ଏସ୍‌ଓପିରେ କୁହାଯାଇଥିଲା। ବିଜୟ ଏହି ଏସ୍‌ଓପିଗୁଡ଼ିକୁ ଅନୁସରଣ କରିବାକୁ ପ୍ରସ୍ତୁତ ନ ଥିଲେ। ଫଳସ୍ବରୂପ ୩୭ ବର୍ଷିୟ ଏହି କ୍ରିକେଟରଙ୍କୁ ସୟଦ ମୁସ୍ତାକ ଟୁର୍ନାମେଣ୍ଟ ପାଇଁ ତାମିଲନାଡୁ ଦଳରେ ଚୟନ କରାଯାଇ ନାହିଁ। ତେବେ ବିଜୟଙ୍କ ଏହା ବ୍ୟକ୍ତିଗତ ନିଷ୍ପତ୍ତି। ସେ ଟିକା ନେବାକୁ ଡରୁଛନ୍ତି। ଏଥିପାଇଁ ତାମିଲନାଡୁର ଚୟନକର୍ତ୍ତାମାନେ ତାଙ୍କୁ ବାଛି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ୨୦୦ ମ୍ୟାଚ୍‌ ଖେଳିବାରେ ପ୍ରଥମ ଖେଳାଳି ହେଲେ ଧୋନୀ

ଆବୁଧାବି, ୧୯।୧୦: ଆଇପିଏଲ୍‌ର ଚଳିତ ସଂସ୍କରଣର ୩୭ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରାଜସ୍ଥାନ ରୟାଲ୍ସ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ...

ଟସ ଜିତିଲା ସିଏସକେ,ବୋଲିଂ ନିଷ୍ପତ୍ତି…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ...

ଧୋନୀ ମର୍ସିଡିଜ୍‌, ମନୀଷ ପାଣ୍ଡେ ଅଲଟୋ କାର୍‌

ନୂଆଦିଲ୍ଲୀ, ୪।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ଭାରତ ୫-୦ରେ କ୍ଲିନ୍‌ସୁଇପ୍‌ କରିଛି। ଏହି ଐତିହାସିକ ବିଜୟ ପରେ କେ.ଏଲ. ରାହୁଲ ଏବଂ ରୋହିତ ଶର୍ମାଙ୍କୁ...

ଜୋକୋଭିଚ୍‌ଙ୍କୁ ପ୍ରଥମ ଜାପାନ ଓପନ ଟାଇଟଲ

ଟୋକିଓ,୬।୧୦ (ଏଏଫ୍‌ପି)- ବିଶ୍ୱର ନଂ ୧ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍‌ ପ୍ରଥମ ଥର ପାଇଁ ଜାପାନ ଓପନ ଟାଇଟଲ ଜିତିଛନ୍ତି। ରବିବାର ଖେଳାଯାଇଥିବା...

ଗ୍ରାଉଣ୍ଡରେ ନାଚିଲେ କୋହଲି

ଗୁୟାନା,୯।୮- ସ୍ଥାନୀୟ ବ୍ରାଏନ ଲାରା ଗ୍ରାଉଣ୍ଡଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ମ୍ୟାଚ୍‌ରେ କେବଳ ୧୩...

ଆଇପିଏଲ୍‌ରେ ବେବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୨୮।୧: ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଡେୱାଲ୍ଡ ବ୍ରେଭିସ ବେବି ଏବି ଡି ଭିଲିୟର୍ସ ଭାବରେ ଜଣାଶୁଣା। ସେ ଅଣ୍ଡର ୧୯ ବିଶ୍ୱକପ ଚମତ୍କାର ବ୍ୟାଟିଂ କରି...

ଆରମ୍ଭରୁ ସିଏସ୍‌କେକୁ ୫୦ ଭୋଲ୍ଟର ଝଟ୍‌କା

ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ରବିବାରଠାରୁ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଆରମ୍ଭରୁ ଚେନ୍ନାଇ...

ଓଶାନେ ଥୋମାସଙ୍କ କାର ଦୁର୍ଘଟଣା

ଜାମାଇକା,୧୮।୨- ଓ୍ବେଷ୍ଟଇଣ୍ଡିଜ ପେସର ଓଶାନେ ଥୋମାସ ଗତ ରବିବାର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେଣ୍ଟ କାଥେରିନର ହାଇଓ୍ବେ ୨୦୦୦ରେ ଦୁର୍ଘଟଣା ଘଟିଛି, ଯେଉଁଥିରେ ତାଙ୍କ...

Advertisement
Archives

Model This Week