ଉଠାଇ ନେଲେ ଗହଣା ବାକ୍ସ

ବାସୁଦେବପୁର,୧୪।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଞ୍ଚୁରିଖି ଗ୍ରାମର ଶିବପ୍ରସାଦ ବାରିକଙ୍କ ଘରୁ ଚୋରି ହୋଇଛି। ଚୋରମାନେ ଶିବଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ସୁନା ଓ ରୁପା ଅଳଙ୍କାର ଥିବା ବାକ୍ସକୁ ଚୋରମାନେ ଘରୁ ଉଠାଇ ନେଇ ନିକଟସ୍ଥ ଏକ ବାଡ଼ିରେ ଭାଙ୍ଗି ସେଥିରେ ଥିବା ଗହଣା ନେଇଯାଇଥିଲେ। ଶିବପ୍ରସାଦଙ୍କ ପୁଅ ଅଭିମନ୍ୟୁଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରି ସାମଗ୍ରୀ ଠାବ କରିପାରି ନାହିଁ। ତେବେ ଏହି ଚୋରିରେ ସ୍ଥାନୀୟ କେହି ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ନେଇ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ସ୍ତରରେ ଖୋଲିଲା ସଙ୍ଗରୋଧ କେନ୍ଦ୍ର

କେନ୍ଦୁଝର, ୨୯ା୩(ସ୍ବ.ପ୍ର.)- ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କେନ୍ଦୁଝର ଜିଲା ସଦର ବ୍ଲକର ୨୫ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଏନେଇ ପଦ୍ମପୁର ଗୋଷ୍ଠୀ...

ପ୍ରେମିକାଙ୍କ ଗର୍ଭପାତ କରାଇ ପ୍ରେମିକ ଗିରଫ

ବାଉଁଶୁଣୀ,୨୦।୩: ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ଶଗଡ଼ା ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ଗର୍ଭପାତ ମାମଲାରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ୬...

ୱାର୍ଡସଭ୍ୟଙ୍କୁ ଛୁରାମାଡ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧ା୧୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମର ୱାର୍ଡସଭ୍ୟ ଗଣପତି ପାତ୍ରଙ୍କୁ ଶୁକ୍ରବାର ରାତିରେ ଛୁରାମାଡ ହୋଇଛି। ରାତି ପ୍ରାୟ ସାଢେ ୯ ଟାରେ...

ତପସ୍ବିନୀଙ୍କୁ ମାସିକ ୧୭ ହଜାର ବଦଳରେ ମିଳିବ ୧୦ହଜାର ଟଙ୍କା

ବ୍ରହ୍ମପୁର ଅଫିସ,୨୨।୨: ବ୍ରହ୍ମପୁର ବହୁ ଚର୍ଚ୍ଚିତ ସୁମିତ୍‌ ସାହୁ-ତପସ୍ବିନୀ ଦାସ ବିବାଦ ମାମଲା ଥମିବାର ନା ନେଉ ନାହିଁ। ଦିନକୁ ଦିନ ଏହି ମାମଲା ନୂଆ...

ପକ୍କା ଅପେକ୍ଷାରେ ୧୦ ପଥ

ବଇଣ୍ଡା,୨ା୭ ଗ୍ରାମାଞ୍ଚଳର ସହରୀକରଣ ଚାଲିଛି। କେଉଁଠି କଂକ୍ରିଟ ତ ଆଉ କେଉଁଠି ପିଚୁ ରାସ୍ତା ନିର୍ମାଣ କରାଯାଇ ମୁଖ୍ୟ ସଡ଼କ ସହ ଯୋଡ଼ାଯାଉଛି। ବସୁଧା ଯୋଜନାରେ...

ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିହୀନ ସୌମ୍ୟାଙ୍କ ହାତଧରିଲେ ମଦନ

ବ୍ରହ୍ମପୁର ଅଫିସ,୮।୧୨: ସାଧାରଣତଃ ଦୃଷ୍ଟିହୀନ ଝିଅମାନଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ। ହେଲେ ଗଞ୍ଜାମରେ ଏହାର ବ୍ୟତିକ୍ରମ ସ୍ବରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର...

କଂସାରୀପାଟିଆ ନଦୀରେ ପୁଣି ପଲିଥିନ ଆଡ଼

ପାରାଦୀପ,୧୩।୧୧(ସ୍ବ.ପ୍ର.): ପାରାଦୀପର ମଧ୍ୟସ୍ଥଳରେ ଥିବା କଂସାରୀପାଟିଆ ନଦୀରେ ପୁଣି ପଲଥିନ ଆଡ ନିର୍ମାଣ ହେଲାଣି। ୧୫ ଦିନ ତଳେ ପ୍ରଶାସନ ପକ୍ଷରୁ ଏସବୁ ପଲିଥିନ ଆଡ଼...

‘ଦଳଗତ ପ୍ରୟାସ ଜାରି ରଖ’

ଢେଙ୍କାନାଳ ଅଫିସ, ୨୮।୨ – ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର...

Advertisement
Archives

Model This Week