ପ୍ରଦୂଷଣ ପାଇଁ ମଗାଇଲେ ହଜାରେ ବସ୍
ନୂଆଦିଲ୍ଲୀ,୧୭।୧୧: ପ୍ରଦୂଷଣ ହାର କମାଇବା ପାଇଁ ଏକ ମାସ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ମଙ୍ଗଳବାର ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ ସରକାର। ରାଜଧାନୀରେ ଯୋଗାଯୋଗ ସେବାକୁ ସୁଦୃଢ଼ କରିବା ପାଇଁ ସରକାର ଏକ ହଜାର ବେସରକାରୀ ବସ୍…
‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଇବା କ’ଣ ଭିକ ନୁହେଁ’
ନୂଆଦିଲ୍ଲୀ,୧୬।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ର ଥିଲା, ‘ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଅନ୍ୟ ଗାଲ ଦେଖାଅ’। ଏହା ଦ୍ୱାରା ଭିକ ମିଳିବ, ସ୍ବାଧୀନତା ନୁହେଁ। ଏଭଳି ସ୍ବରରେ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି ବଲିଉଡ୍ର ବିବାଦୀୟ ଅଭିନେତ୍ରୀ କଙ୍ଗନା…
ଗୁରୁ ନାନକଙ୍କ ଜନ୍ମଦିବସ ପୂର୍ବରୁ ଖୋଲିବ କର୍ତାରପୁର କରିଡର
ନୂଆଦିଲ୍ଲୀ,୧୬।୧୧: ଆସନ୍ତା ୧୯ ତାରିଖରେ ପାଳିତ ହେବାକୁ ଯାଉଛି ଗୁରୁ ନାନକଙ୍କ ଜନ୍ମଦିବସ। ଏହି ଉପଲକ୍ଷେ ପାକିସ୍ତାନ ସଂଲଗ୍ନ କର୍ତାରପୁର କରିଡର ଖୋଲିବା ପାଇଁ ଶିଖ୍ ସମ୍ପ୍ରଦାୟ ଏବଂ ଶ୍ରଦ୍ଧାଳୁଙ୍କ ଦୀର୍ଘ ଦିନର ଦାବିକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ବୁଧବାର…
ଋଣ ଚିନ୍ତାରେ ବିଷ ପିଇଲେ ଚାଷୀ
ଜଳେଶ୍ୱର, ୧୬।୧୧(ଡି.ଏନ.ଏ.): ଚକଡ଼ା ପୋକ ଲାଗି ଚାଷ ଉଜୁଡ଼ିଯିବାରୁ ଜଣେ ଚାଷୀ ଋଣ ଶୁଝିବା ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଆରୁହା ପଞ୍ଚାୟତ ଶାଳିକୋଠା ଗ୍ରାମରେ। ମୃତ…
ଭଣ୍ଡାରିପୋଖରୀରୁ ମିଳିଲା ପୁରାତନ ବୌଦ୍ଧ କୀର୍ତ୍ତିରାଜି
ଭଣ୍ଡାରିପୋଖରୀ,୧୬।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଚବିଶକୁଦ ଠାରେ ବୈତରଣୀ ନଦୀଶଯ୍ୟାରୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର ହୋଇଛି। ଗବେଷକ ବିଶ୍ବମ୍ବର ରାଉତଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ୮ଟି ଅର୍ଘ୍ୟ ସ୍ତୂପ ଓ ୫୦ରୁ ଊଦ୍ଧର୍ବ ପ୍ରାଚୀନ…
ଛାତ୍ରୀଛାତ୍ରଙ୍କୁ ଗାଳି କଲେ ଉପମୁଖ୍ୟମନ୍ତ୍ରୀ
ପାଟଣା,୧୬।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦୁଇ ଡେପୁଟି ମଧ୍ୟରୁ ରେଣୁ ଦେବୀ ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କୁ ଆଶଳୀନ ଭାଷାରେ ଗାଳି ଦେଇଥିଲେ। ସମ୍ପୂର୍ଣ୍ଣର ଘଟଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଜପାର ବରିଷ୍ଠ ନେତ୍ରୀ ନିଜ ନିର୍ବାଚନ ମଣ୍ଡଳୀ…
ଆମେରିକାକୁ ପଛରେ ପକାଇଲା ଚାଇନା
ନୂଆଦିଲ୍ଲୀ,୧୬।୧୧: ସୁପରପାଓ୍ବାର ଏବଂ ଧନୀ ରାଷ୍ଟ୍ର ଭାବେ ଜଣା ଆମେରିକାକୁ ପଛରେ ପକାଇଛି ଚାଇନା। ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଚାଇନା ବିଶ୍ୱର ସବୁଠାରୁ ଧନୀ ଦେଶ ପାଲଟିଛି ବୋଲି ମ୍ୟାନେଜମେଣ୍ଟ କନସୋଲେଟ୍ ମ୍ୟାକେଞ୍ଜି ଆଣ୍ଡ କମ୍ପାନୀ ରିପୋର୍ଟରେ ଦର୍ଶାଯାଇଛି। ଗତ ୨ ଦଶନ୍ଧିରେ…
୧୪ ରାଜ୍ୟରେ ସିବିଆଇ କଲା ଚଢ଼ାଉ
ନୂଆଦିଲ୍ଲୀ,୧୬।୧୧: ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଓ ଓ୍ବେବ୍ସାଇଟ୍ରେ ଆପତ୍ତିଜନକ କଣ୍ଟେଣ୍ଟ ପ୍ରସାର କରିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ମଙ୍ଗଳବାର ୧୪ ରାଜ୍ୟର ୭୬ ସ୍ଥାନରେ ଚଢ଼ାଉ କରାଯାଇଛି। ଗତ ୧୪ ତାରିଖରେ ସିବିଆଇ ଏନେଇ ୮୩ ଜଣଙ୍କ…
ଦୁର୍ଘଟଣାରେ ଗଲା ସୁଶାନ୍ତଙ୍କ ପରିବାରର ୫ ଜୀବନ
ପାଟଣା,୧୬।୧୧: ଏକ ସଡ଼କ ଦୁର୍ଘଟଣାରେ ସ୍ବର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ବିହାରର ଲଖିସାରାଇ ଜିଲାରେ ୩୩୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏଲ୍ପିଜି ସିଲିଣ୍ଡର ଭର୍ତ୍ତି ଟ୍ରକ୍ ସହ ମୁହଁାମୁହିଁ…
କାମ୍ପାଲା ସହରକୁ ଥରାଇଲା ସିରିଜ ବିସ୍ଫୋରଣ
କାମ୍ପାଲା,୧୬।୧୧: ଆଫ୍ରିକୀୟ ଦେଶ ଉଗାଣ୍ଡାର ରାଜଧାନୀ କାମ୍ପାଲା ସହରର ସଂସଦ ଭବନ ନିକଟରେ ସୋମବାର ସିରିଏଲ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ସ୍ଥଳଠାରୁ ୧୦୦ମିଟର୍ ଦୂରରେ ଥିଲେ ଭାରତୀୟ ପାରା ବ୍ୟାଡମିଣ୍ଟନ ଟିମ୍। ତେବେ ବିସ୍ଫୋରଣର…
କୋହଲିଙ୍କ ଉପରେ ମୁହଁ ଖୋଲିଲେ ନୂଆ ଅଧିନାୟକ
ଜୟପୁର,୧୬।୧୧: ଭାରତୀୟ ଟି୨୦ ଦଳର ନୂଆ ସେଟ୍ଅପ୍ରେ ବ୍ୟାଟର ବିରାଟ କୋହଲିଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗକୁ ଟି୨୦ ଦଳରେ ପୂର୍ବତନ ଅଧିନାୟକଙ୍କ ଭୂମିକାରେ କୌଣସି ପରିବର୍ତ୍ତନ ହେବ କି ବୋଲି ପଚରାଯିବାରୁ ଉପରୋକ୍ତ ଉତ୍ତର ଦେଇଛନ୍ତି ନୂଆ…
ଆଜବେଷ୍ଟସ ଭାଙ୍ଗି ଦୋକାନରୁ ଲୁଟିନେଲେ ଦାମୀ ମୋବାଇଲ
ଉମରକୋଟ/ରାଇଘର, ୧୫।୧୧(ସ୍ବ.ପ୍ର./ଡି.ଏନ୍.ଏ.): ରାଇଘର ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି। ଏ ନେଇ ଦୋକାନ ମାଲିକ ନିତ୍ୟାନନ୍ଦ ନାୟକ ରାଇଘର ଥାନାରେ ଅଭିଯୋଗ କରିଛନ୍ତି। ରବିବାର ରାତିରେ ନିତ୍ୟାନନ୍ଦ ଦୋକାନ ବନ୍ଦ…

