Home Left

ଜାତକରେ ମଙ୍ଗଳ ଦୋଷ ଅଛି କି? ବିବାହରେ ଉପୁଜିପାରେ ନାନାଦି ବାଧା; ଦୂର କରିବାର ଉପାୟ ଜାଣନ୍ତୁ…

ଜ୍ୟୋତିଷ ଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶିଙ୍କ ବିଷୟରେ ଅଧ୍ୟୟନ କରାଯାଇଥାଏ। ବ୍ୟକ୍ତିର ଜନ୍ମ ଏବଂ ସମୟ ଆଧାରରେ ତାର ରାଶି ନିର୍ଧାରିତ କରାଯାଏ। ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ ତେବେ ତାଙ୍କର ବିବାହରେ ନାନାଦି…

୧୩ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ ।୭: ସୁପ୍ରିମକୋର୍ଟ ଗୁରୁବାର ଏମିତି ୧୩ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ଯେଉଁମାନେ ଅପରାଧ କରିବା ସମୟରେ ନାବାଳକ ବୋଲି ଘୋଷଣା ହୋଇସାରିଥିଲେ । ଗତ ସପ୍ତାହରେ ସୁପ୍ରିମକୋର୍ଟ ଏହି ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ ଜାରି…

ସିବିଆଇ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ…

ନୂଆଦିଲ୍ଲୀ,୮।୭: ରାଜଧାନୀରେ ଦିଲ୍ଲୀରେ ଥିବା ସିବିଆଇ କାର୍ଯ୍ୟାଳୟରେ ଗୁରୁବାର ପୂର୍ବାହ୍ନ ୧୧ଟା ୩୫ରେ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ସ୍ଥଳରେ ଥିବା ଇଲୋକ୍ଟ୍ରୋନିକ୍ସ୍‌ ରୁମ୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ଆତଙ୍କ ସୃଷ୍ଟି ହୋଇଛି। ଖବର ପାଇ ଘଟଣାସ୍ଥଳରେ ୫ଟି ଦମକଳ ଗାଡ଼ି ପହଞ୍ଚି…

ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍କୁଲର ଛାତ୍ରୀଛାତ୍ର, ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି…

ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍‌: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍‌ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ ହୋଇଥିଲା। ବ୍ରୁକଲିନ୍‌ର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ସେପ୍ଟେମ୍ବର ୨୯ରୁ ତାଙ୍କ…

ଏମିତି ସହର, ଯେଉଁଠି ଶପିଂମଲ୍‌ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟରେ ବିନା ପୋଷାକରେ ବୁଲନ୍ତି ଲୋକେ

ପୃଥିବୀର ଅନେକ ଦେଶ ନିଜର ସଂସ୍କୃତି ଏବଂ ବୈଶିଷ୍ଟ୍ୟକୁ ନେଇ ବେଶ୍‌ ପରିଚିତ। ଯାହା ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର ହୋଇଥାଏ। ଏପରି କିଛି ସ୍ଥାନ ଅଛି, ଯାହାର ସଂସ୍କୃତି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଠାରେ କେହି ପୋଷାକ ପିନ୍ଧନ୍ତି ନାହିଁ। ବିଶ୍ୱାସ…

ରାସ୍ତା ଅବରୋଧ ବେଳେ ଆମ୍ବୁଲାନ୍ସକୁ ବି ଛାଡିଲେନି

ନୟାଗଡ଼ ଅଫିସ, ୮।୭: ନୟାଗଡ ଜିଲା ନୂଆଗାଁ ବ୍ଲକ ଗୁଡୁପାଙ୍ଗି ଓ ୧୭ ଖଣ୍ଡ ଗାଁ ମଧ୍ୟରେ ଗତ କିଛି ଦିନରୁ ଲାଗିରହିଥିବା ବିବାଦ ଏବେ ଉଗ୍ର ରୁପ ନେଇଛି। ବଳଭଦ୍ରପୁର ଢ଼ିପମାଳ ରାସ୍ତା ନିର୍ମାଣ ଦାବିରେ ନୟାଗଡ ଜିଲାର ହାଟଦ୍ୱାରଠାରେ…

ମା’ଙ୍କୁ କନ୍ଦାଇଲେ କାଜୋଲ

ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତଥା କାଜୋଲଙ୍କ ମା’ ତନୁଜା ନିକଟରେ ଭାବପ୍ରବଣ ହୋଇପଡିଛନ୍ତି। ଝିଅ କାଜୋଲଙ୍କ କଥା ଶୁଣି ତନୁଜାଙ୍କ ଆଖିରେ ଲୁହ ଆସିଯାଇଛି। ତନୁଜା ଏହି ସପ୍ତାହରେ ସୁପର ଡ୍ୟାନ୍ସର ଅଧ୍ୟାୟ ୩ ମୁଖ୍ୟ ଅତିଥି ଭାବରେ ଆସୁଛନ୍ତି।…

ପୁଅ-ବୋହୂଙ୍କ ନିର୍ଯାତନା ଅଭିଯୋଗ: ଥାନାର ଦ୍ବାରସ୍ଥ ହେଲେ ମା’ ବାପା

ବାଲେଶ୍ୱର ଅଫିସ, ୮।୭: ପିଲାମାନେ ବଡ଼ ହେଲେ ବୃଦ୍ଧାବସ୍ଥାରେ ବାପା ମା’ଙ୍କ ସାହାରା ହେବେ ବୋଲି ଭାବିଥାନ୍ତି। ହେଲେ ଆଜିକାଲି ପୁଅ ବୋହୂ ସେମାନଙ୍କ ଉପରେ ନିର୍ଯାତନା କରୁଥିବା ଦେଖିବାକୁ ମିଳିଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲା…

ମୋଦିଙ୍କ କ୍ୟାବିନେଟ ସମ୍ପ୍ରସାରଣ: ସିନ୍ଧିଆଙ୍କ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର କରାଯାଇଛି । ତେବେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏଥିରେ ସ୍ଥାନ ଦିଆଯାଇଛି । ଯାହା ଏବେ ଚର୍ଚ୍ଚାକୁ ଆସିଛି । ମଧ୍ୟପ୍ରଦେଶରେ…

୧୨ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ ଶାହିଦ୍‌ କପୁର: ହାତଗଣ୍ଠି ପୂର୍ବରୁ ସ୍ତ୍ରୀ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ ବିବାହ କରିଥିଲେ। ଏହି ବିବାହ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶାହିଦ୍‌ ପ୍ରେମ…

ବୋଲିଂ ହେଉ ଅବା ଲେଖାଲେଖି, ସବୁ ଡାହାଣହାତରେ କରୁଥିଲେ ଗାଙ୍ଗୁଲି…ଜାଣନ୍ତୁ କିଭଳି ପାଲଟିଲେ ବାମହାତୀ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୮।୭: ଭାରତର ପୂର୍ବତନ ଅଧିନାୟକ, ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆଜି ୪୯ତମ ଜନ୍ମଦିନ। ପ୍ରଶଂସକଙ୍କ ମଧ୍ୟରେ ସେ ‘ଦାଦା’, ‘କୋଲକାତାର ପ୍ରିନ୍ସ’ ଭାବେ ଜଣାଶୁଣା। ସେ ଏପରି ଜଣେ ଅଧିନାୟକ ଥିଲେ ଯିଏ ପଡ଼ିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri