Posted inଜାତୀୟ

କଂଗ୍ରେସକୁ ବଡ଼ ଝଟ୍‌କା

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କ୍ୟାମ୍ପ ସହିତ ଜଡିତ କଂଗ୍ରେସର ବରିଷ୍ଠ ନେତା ତଥା କାର୍ଯ୍ୟାଳୟର ଅଧିକାରୀମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟ କଂଗ୍ରେସ ସଭାପତି ଜିଏ ମୀରଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଇସ୍ତଫା ପତ୍ରରେ କୁହାଯାଇଛି ଯେ, ମୀରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କ୍ରମାଗତ ଭାବେ ପଛରେ ରହିଛି। ଅବହେଳା ହେତୁ ଅନେକ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିଲା ସେମାନଙ୍କ ମଧ୍ୟରେ ଚାରିଜଣ ପୂର୍ବତନ ମନ୍ତ୍ରୀ ଏବଂ ତିନିଜଣ ବିଧାୟକ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି।...

ରିଫିଲିଂ ସମୟରେ ସିଲିଣ୍ଡର ବିସ୍ଫୋରଣ, ୩ ଶିଶୁଙ୍କ ସମେତ ୪ ମୃତ…

ଯୋଧପୁର,୮।୧୦ : ରାଜସ୍ଥାନର ଯୋଧପୁର ସହରରେ ଗ୍ୟାସ ରିଫିଲିଂ ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୪ ଜଣଙ୍କର...

ଫାଇଜର ଟିକାକୁ ଡବ୍ଲୁଏଚ୍‌ଓର ମଞ୍ଜୁରୀ, ଭାରତକୁ ମିଳିପାରେ ଖୁସିଖବର

ନୂଆଦିଲ୍ଲୀ,୧ ।୧: ଫାଇଜର ଓ ବାୟୋଏନଟେକର କରୋନା ଭାଇରସ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମଞ୍ଜୁରୀ ମିଳିଯାଇଛି । ଏହାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ...

ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପିଏଫ୍‌ଆଇର ୨୫ ସଦସ୍ୟ ଗିରଫ

ଲକ୍ଷ୍ନୌ,୧।୧: ଉତ୍ତରପ୍ରଦେଶ ପୋଲିସ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫ୍‌ଆଇ)ର ୨୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରାଯାଇଥିବା...

ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ ରାମ: ଲେଖକଙ୍କ ମନ୍ତବ୍ୟ ନେଇ ବିବାଦ…

ବେଙ୍ଗାଲୁରୁ,୨୨।୧ : ରାମଚରିତମାନସ ବିବାଦ ପରେ କର୍ନାଟକର ଲେଖକ କେ.ଏସ ଭଗବାନ ପୁଣି ପ୍ରଭୁ ଶ୍ରୀରାମଙ୍କ ବିଷୟରେ ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ...

ସୁସ୍ଥ ଅଛନ୍ତି ଲାଲୁ: କହିଲେ, ଭଲ ଅନୁଭବ କରୁଛି

ନୂଆଦିଲ୍ଳୀ,୬।୧୨: ଆରଜେଡି ସୁପିମୋ ଲାଲୁ ପ୍ରସାଦ ଯାଦବଙ୍କ ପ୍ରତିରୋପଣ ସଫଳ ହୋଇଛି। ଲାଲୁଙ୍କ ଝିଅ ତଥା ଏମ୍‌ପି ଡା. ମିସା ଭାରତୀ ଏକ ଭିଡିଓ ଶେୟାର...

୨ ବିସ୍ଫୋରଣରେ ୧୪ ମୃତ

ବଡ଼ୋଦରା/ପାଲଘର,୧୨ା୧(ପି.ଟି.): ଗୁଜରାଟ ଓ ମହାରାଷ୍ଟ୍ରରେ ଶନିବାର ଦୁଇଟି ବିସ୍ଫୋରଣରେ ୧୪ ଜଣଙ୍କ ଜୀବନ ଯାଇଛି ଓ ଅନେକ ଆହତ ହୋଇଛନ୍ତି। ଗୁଜରାଟର ବଡ଼ୋଦରା ଜିଲାରେ ଥିବା...

ଏନ୍‌ଏଚ୍‌ଆର୍‌ସି ଟିମ୍‌ର ତନାଘନା: ଏସ୍‌ଆଇଟି ତଦନ୍ତ ଲାଗି ପିଆଇଏଲ୍‌

ହାଇଦ୍ରାବାଦ, ୮ା୧୨(ପି.ଟି.): ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଏନ୍‌କାଉଣ୍ଟର କରି ହତ୍ୟା...

Advertisement
Archives

Model This Week