ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଉର୍ଫି

ମୁମ୍ବାଇ: ବିଗ୍‌ବସ ଓଟିଟି ଫେମ ଉର୍ଫି ଜାଭେଦ ସବୁବେଳେ ତାଙ୍କର ଷ୍ଟାଇଲ ଓ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ସେ ତାଙ୍କର ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ ମଧ୍ୟ ହୁଅନ୍ତି । ହେଲେ ଏଥର ସେ ଟ୍ରୋଲକୁ ନେଇ କଡା ଜବାବ ଦେଇଛନ୍ତି।

ନିକଟରେ ଉର୍ଫି ଏକ ବ୍ଲାକ କଲରର କ୍ରସ୍‌ କଟିଂ ଡ୍ରେସ ପିନ୍ଧି ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ଏହା ଅପଲୋଡ ହେବା ସଙ୍ଗେସଙ୍ଗେ ବେଶ୍‌ ଭାଇରାଲ ହୋଇଥିଲା । ଏହାପରେ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ । ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ହେଲେ ଏଥର ଟ୍ରୋଲ ହୋଇ ଚୁପ ରହି ନାହାଁନ୍ତି ଉର୍ଫି । ସିଧାସିଧା ସେ ଏହାର ଜବାବ ଦେଇଛନ୍ତି କହିଛନ୍ତି ଯେ, ଏମିତି ବେକାର କଥା ତାଙ୍କ ଉପରେ କେବେ ଫରକ ପକାଏନି , ନ ବୁଝିବା ଲୋକଙ୍କ ଚିନ୍ତାଧାରାକୁ ନେଇ ସେ କେବେ ଚିନ୍ତା କରନ୍ତି ନାହିଁ। ଯଦି ମୁଁ ଲୋକଙ୍କ ପସନ୍ଦ ଅନୁଯାୟୀ ବି କିଛି ପିନ୍ଧିବି, ତେବେ ବି ମତେ ଟ୍ରୋଲ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ମାଆ ହେଲେ ବିପାଶା

ମୁମ୍ବାଇ: ବଲିଉଡର ବୋଲ୍‌ଡ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋଭର ପ୍ୟାରେଣ୍ଟସ୍ ହୋଇଛନ୍ତି । ଶନିବାର ବିପାଶା ଏକ କନ୍ୟା ସନ୍ତାର ମାଆ...

ଜାଣନ୍ତୁ ସପ୍ତାହରେ କେତେ ଆୟ କରିଛି‘କେଜିଏଫ୍‌-୨’

ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍‌-୨’ ଏପ୍ରିଲ ୧୪ରେ ରିଲିଜ୍‌ ହେବା ପରଠୁ ଦେଶରେ କୋଣ ଅନୁକୋଣରେ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି। ସିନେମା ହଲ୍‌ରେ ଦର୍ଶକଙ୍କ ନାହିଁ...

୪୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପୂର୍ବତନ ପ୍ରେମିକ ତଥା ହ୍ରିତିକ୍‌ ରୋଶନଙ୍କ ଲୁକ୍‌ ଆଇକନ୍‌ ହରମନ ବାବେଜା(୪୦) ତାଙ୍କ ଭାବି ସ୍ତ୍ରୀଙ୍କୁ ମାର୍ଚ୍ଚ ୨୧ରେ ବିବାହ...

ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ

ବମ୍ବେ: ରିଲିଜ୍‌ ହୋଇଛି ଓ୍ବେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌-୨ର ଟ୍ରେଲର। ୨.୫୧ ମିନିଟ୍‌ର ଏହି ଟ୍ରେଲର୍‌ରେ ସସ୍‌ପେକ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡନେସ୍‌ ଏବଂ ହରର୍‌...

ରିଲିଜ୍‌ ହେବ ଫିଲ୍ମ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌...

ସାମ୍ନାକୁ ଆସିଲା ଅନୁପମଙ୍କ ଲୁକ୍‌, ଜୟପ୍ରକାଶ ନାରାୟଣ ଭୂମିକାରେ ଆସିବେ ନଜର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବାତ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ଏମରଜେନ୍ସି’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ...

ମହାଭାରତର ଏହି ଭୂମିକା ଲାଗି ସାଇନ୍‌ କରିଥିଲେ ଜୁହି ଚାଓ୍ବଲା, ପରେ କରିଥିଲେ ମନା

ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜୁହି ଚାଓ୍ବଲା ଅନ୍ୟତମ। ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ୧୯୮୮ରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଅଭିନୟ...

ଓସ୍କାର ଆଓ୍ବାର୍ଡ: ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍‌ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍‌ କୋରିଆର ଫିଲ୍ମ ‘ପାରାସାଇଟ୍‌’...

Advertisement
Archives

Model This Week