Home Left

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ: ଅପରାହ୍ନ ୪ଟାରେ ହେବ ପହଣ୍ଡି

ପୁରୀ ଅଫିସ,୨୩ା୭:ନବଦିନାମତ୍କ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀ ଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଅଛନ୍ତି ମହାପ୍ରଭୁ। ଗୁରୁବାର ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଶୁକ୍ରବାର ନୀଳାଦ୍ରିବିଜେ ନୀତି ହେବ। ରନତ୍ବେଦିକୁ ବିଜେ କରିବେ…

ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ ଅଧିକାରୀ, ଚଢ଼ାଉ ଟିମ୍‌ ଭିତରେ ଆଉ ସବୁ ଯାହା ଦେଖିଲା ଆଖି ଖୋସି ହୋଇଗଲା

ମସ୍କୋ,୨୩ା୭: ଜଣେ ସାଧାରଣ ସରକାରୀ କର୍ମଚାରୀ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିବା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ରୁଷିଆର ଜଣେ ଟ୍ରାଫିକ ପୋଲିସ ଅଧିକାରୀ ତାଙ୍କ ଘରେ ସୁନାର ଟଏଲେଟ୍‌ ବ୍ୟବହାର କରୁଥିଲେ। ତେଣୁ ଆୟ ବହିର୍ଭୂତ ସମ୍ପତ୍ତି…

କରୋନା ଭୟରେ ୧୫ ମାସ ହେଲା ଘରେ ବନ୍ଦୀ

ନୂଆଦିଲ୍ଲୀ,୨୩।୭: କରୋନା ସଂକ୍ରମଣ ଭୟରେ ଆନ୍ଧ୍ରପ୍ରଦେଶର କଡାଲି ଗ୍ରାମରେ ଗୋଟିଏ ପରିବାର ୧୫ ମାସ ହେଲା ଏକ ଟେଣ୍ଟ ହାଉସ୍‌ରେ ବନ୍ଦୀ ଜୀବନ ବିତାଉଥିଲା। ବୁଧବାର ପୋଲିସ ପରିବାର ସଦସ୍ୟଙ୍କୁ ଉଦ୍ଧାର କରିଛି। ଗାଁ ସରପଞ୍ଚଙ୍କ କହିବା ମୁତାବକ, ଜଣେ ପଡୋଶୀଙ୍କ…

ଜିନ୍ସ ପିନ୍ଧିବାରୁ ଝିଅକୁ ପିଟି ପିଟି ମାରିଦେଲେ

ଲକ୍ଷ୍ନୌ, ୨୩ା୭: ଜିନ୍ସ ପିନ୍ଧିବା କାରଣରୁ ୧୭ ବର୍ଷୀୟ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପରିବାର ଲୋକେ। ଉତ୍ତରପ୍ରଦେଶର ଦେଓରିଆ ଜିଲାରେ ଘଟିଛି ଏଭଳି ଏକ ହତ୍ୟାକାଣ୍ଡ। ନାବାଳିକା ତାଙ୍କ ବାପାଙ୍କ ସହ ଲୁଧିଆନାରେ ରୁହନ୍ତି। କିଛି ଦିନ ତଳେ…

ଅଷ୍ଟମ ଶ୍ରେଣୀରୁ ପାଠପଢା ଛାଡି ଦେଇଥିଲେ, ୧୦ ବର୍ଷ ପରେ ପୁଣି ପାଠ ପଢି ହେଲେ ବଡ଼ ଅଫିସର

ଜୟପୁର,୨୩।୭: କୁହାଯାଏ ଭାଗ୍ୟ ସହାୟତା କଲେ ମଣିଷ ଯେକୌଣସି ପରିସ୍ଥିତିରେ ମଧ୍ୟ ସଫଳତା ହାସଲ କରିଥାଏ। କିନ୍ତୁ ଏଥିପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ଆବଶ୍ୟକ। ଏହାର ଜ୍ୱଳନ୍ତ ରାଜସ୍ଥାନର ଜାଲୋର ଜିଲାର ଜଶଓ୍ବନ୍ତପୁରାର ମୋର କଓ୍ବଁର। ସେ ଅଷ୍ଟମ ଶ୍ରେଣୀ…

ଶିଳ୍ପା ସେଟ୍ଟୀଙ୍କୁ ଏମିତି ଦାମୀ ଉପହାର ଦେଇ ଖୁସି କରୁଥିଲେ ସ୍ବାମୀ ରାଜ କୁନ୍ଦ୍ରା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଏକ ହଟ୍‌ ଦମ୍ପତି ଭାବେ ବିବେଚନା କରାଯାଏ। ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି। ରାଜ ଶିଳ୍ପାଙ୍କୁ ଖୁସିରେ ରଖିବା ପାଇଁ ଏତେ ଦାମୀ ଉପହାର ଦେଉଥିଲେ ଯେ ସମସ୍ତେ…

ଶେଷ ହେବାକୁ ଯାଉଛି ୟେଦୁରପ୍ପାଙ୍କ ଯୁଗ

ବେଙ୍ଗାଲୁରୁ, ୨୨।୭: ବି.ଏସ୍‌. ୟେଦୁରପ୍ପାଙ୍କ ସରକାର ଜୁଲାଇ ୨୬ରେ ୨ ବର୍ଷ ପୂରିବ। ଏହା ପରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ରହି ନ ପାରନ୍ତି । ଏନେଇ ୟେଦୁରପ୍ପା ଗୁରୁବାର ଏହି ସୂଚନା ଦେଇଛନ୍ତି। ୨୬ ତାରିଖ ପରେ ଭାଜପା ରାଷ୍ଟ୍ରୀୟ…

ଦିନେ ଏହି ଖେଳାଳିଙ୍କୁ ରିଜେକ୍ଟ କରିଥିଲେ ଚାପେଲ

ନୂଆଦିଲ୍ଲୀ,୨୨।୭: ପେସର ଦୀପକ ଚହର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ହିରୋ ସାଜିଥିଲେ। ତାଙ୍କର ୬୯ ରନ୍‌ର ଇନିଂସ ଯୋଗୁ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ରେ ଆଗୁଆ ଜିତି ନେଇଛି ଭାରତୀୟ ଦଳ। କିନ୍ତୁ ଏହି…

ଟ୍ରେନ ଲାଇନରୁ ମିଳିଲା ମୃତଦେହ

ରେଢାଖୋଲ,୨୨।୭(ଡି.ଏନ୍‌.ଏ): ରେଢାଖୋଲ ରେଳ ଷ୍ଟେଶନଠାରୁ ୨୦କି.ମି. ଦୂର ମୋଚିବାହାଳ ଗ୍ରାମ ନିକଟ ଟ୍ରେନ୍‌ ଲାଇନରୁ ଗୁରୁବାର ଜିଆର୍‌ପି ପୋଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ରେଢାଖୋଲ ଏନ୍‌ଏସିର ପୋଡାବଲଣ୍ଡା ଗ୍ରାମର ବିନୋଦ ପ୍ରଧାନଙ୍କ ପୁଅ ସୁଦର୍ଶନ ପ୍ରଧାନ(୨୨)।…

ଫିଲ୍ଡରେ କୋଚ୍‌ଙ୍କ ସହ ଯୁକ୍ତିତର୍କ: ମୁହଁ ଖୋଲିଲେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୨୨।୭: ଟିମ୍‌ ଇଣ୍ଡିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବା ପରେ ଫିଲ୍ଡରେ ମୁହଁାମୁହିଁ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଓ କୋଚ୍‌ ମିକି ଆର୍ଥର। ଏ ଘଟଣା ଉପରେ ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି ଅଧିନାୟକ…

୫ ବିଧାୟକଙ୍କୁ ଅଟକ ରଖିଲେ ଖବରଦାତା

କେନ୍ଦ୍ରାପଡ଼ା ଅଫିସ,୨୧ା୭: କେନ୍ଦ୍ରାପଡ଼ା ରିଜର୍ଭ ପୋଲିସର ଜଣେ ମହିଳା କନ୍‌ଷ୍ଟେବଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭୀମସେନ ସେଠୀ ନାମକ ଜଣେ ଖବରଦାତାଙ୍କୁ ମାଡ ମାରିଥିଲେ। ଘଟଣାର ଭିଡିଓ ଭାଇରାଲ ପରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ବିରୋଧକରି କେନ୍ଦ୍ରାପଡ଼ା…

ଅଲିମ୍ପିକ୍ସ ପୂର୍ବରୁ ପ୍ରି କ୍ୱାର୍ଟରରେ ୪ ଭାରତୀୟ ବକ୍ସର

ଟୋକିଓ,୨୨।୭: ଜାପାନର ରାଜଧାନୀରେ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ଏହି କ୍ରୀଡ଼ା ମହାକୁମ୍ଭ ହେବା ଆଗରୁ ୪ ଭାରତୀୟ ବକ୍ସର ବାୟ ପାଇ ପ୍ରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଟପ୍‌ ସିଡ୍‌ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri