ବାଦଲ ଫଟା ବର୍ଷା, ଟ୍ରେନରେ ଫସି ରହିଛନ୍ତି ୬ ହଜାର ଯାତ୍ରୀ
ମୁମ୍ବାଇ,୨୨।୭: ବନ୍ୟା ଜଳରେ ବୁଢ଼ିଯାଇଛି ରାସ୍ତା। କାର, ବାଇକ ଭାସୁଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଗତ କିଛି ଦିନ ହେଲା ଲାଗି ରହିଥିବା ବର୍ଷା କାରଣରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର କୋନକାନ ଅଞ୍ଚଳରେ। ପ୍ରବଳ ବର୍ଷା…
୨୩ରୁ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ
ଭୁବନେଶ୍ୱର,୨୨।୭(ବ୍ୟୁରୋ): ବିଟେକ୍ ପ୍ରଥମ ବର୍ଷ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆୟୋଜନ କରାଯିବ। ଏଥିପାଇଁ ୨୩ରୁ ଅନ୍ଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖରେ ସରିବ। ଅଗଷ୍ଟ ୧୨…
ଶିକ୍ଷକଙ୍କ ଲାଗି କୌଣସି ଟିକାକରଣ ବ୍ୟବସ୍ଥା ନାହିଁ
ଭୁବନେଶ୍ୱର, ୨୨।୭(ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଭିତରେ ଆସନ୍ତା ୨୬ ତାରିଖରୁ ସ୍କୁଲ ଖୋଲିବ। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସ୍କୁଲ ଆସିବେ। ତେବେ ପ୍ରାଥମିକତା ଭିତ୍ତିରେ ଶିକ୍ଷକଙ୍କୁ ଆଗ ଟିକା ଦିଆଯିବ ବୋଲି ଗଣଶିକ୍ଷା ବିଭାଗ କହିଥିଲା।…
‘ସାମ୍ବାଦିକତା ଉପରେ ମୋଦିଶାହଙ୍କ ପ୍ରହାର’
ନୂଆଦିଲ୍ଲୀ,୨୨।୭: ଦୈନିକ ଭାସ୍କର ନ୍ୟୁଜପେପର ଗ୍ରୁପ୍ର ମାଲିକାନାରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଗୁରୁବାର ଚଢ଼ାଉ କରିଛି ଆଇଟି ବିଭାଗ। ଲକ୍ଷ୍ନୌ ସ୍ଥିତ ଭାରତ ସମାଚର ଟେଲିଭିନ ଚ୍ୟାନେଲ ଓ ଏହାର ଏଡିଟର ବ୍ରଜେଶ ମିଶ୍ରଙ୍କ ବାସଭବନ ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ…
ଲାଞ୍ଚ ପାଇଁ ମୂଲଚାଲ, ଭିଡିଓ ଭାଇରାଲ
ବାରିପଦା ଅଫିସ,୨୨ା୭: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବାଲିଖାଦାନ ସବ୍ ଲିଜଧାରୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ନେବା ଓ ପରେ ଅଧିକ ଅର୍ଥ ପାଇଁ ମୂଲଚାଲ କରିବା ଘଟଣା ସାମ୍ନାକୁ ଆସିଛି। ଏହାର ଭିଡିଓ ଭାଇରାଲ ହୋଇଛି।…
ମନ୍ଦିରରୁ ଚୋରି ହେଲା ଠାକୁରଙ୍କ ମୁକୁଟ
ଭଦ୍ରକ ଅଫିସ,୨୨।୭: ଭଦ୍ରକ ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ବାହାରେ ଫିଙ୍ଗି ଦେଇଛନ୍ତି। ତେବେ ଏହି ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି। ଭଦ୍ରକ…
ରାହୁଲ ଦ୍ରାବିଡ ଖାଲି ଇନ୍ଦିରାନଗରର ନୁହେଁ ‘ଭାରତର ଗୁଣ୍ଡା’ ବୋଲି କହିଲେ ଚହର; ଦ୍ୱିତୀୟ ଦିନିକିଆରେ…
କଲମ୍ବୋ,୨୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ପ୍ରଥମ ସଂସ୍କରଣରେ ଅନେକ ଉଲ୍ଲେଖନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ କ୍ରିକେଟ ପ୍ରଶଂସକମାନେ ରାହୁଲ ଦ୍ରାବିଡଙ୍କ ଗୁଣ୍ଡା ଅବତାରକୁ ଦେଖି ଚକିତ ହୋଇଥିଲେ। ଏକ ବିଜ୍ଞାପନରେ ରାହୁଲଙ୍କୁ ପ୍ରଥମ ଥର ପାଇଁ…
ଟୋକିଓ ଅଲିମ୍ପିକ୍ସ: ଟିମ ଇଣ୍ଡିଆର ଚିୟର ଲିଡର ଅକ୍ଷୟ କୁମାର
ମୁମ୍ବାଇ: ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ । ଏଥିପାଇଁ ଟିମ୍ ଇଣ୍ଡିଆ ସେଠାରେ ପହଞ୍ଚି ସାରିଲାଣି । ଇତିମଧ୍ୟରେ ଭାରତୀୟ ଦଳକୁ ସମର୍ଥନ କରି ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଏକ ଭିଡିଓ…
ଘର ଛାଡ଼ି ଚାଲି ଆସି ନ ଥିଲେ ହୋଇଥାନ୍ତେ ଡାକ୍ତର; ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍ର ଏହି କୁଇନ୍
ବମ୍ବେ: ବିଗତ କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଶିବସେନା ଏବଂ ମହାରାଷ୍ଟ୍ର ପୋଲିସ ବିରୋଧରେ ଲଗାତାର ଭାବେ କଟୁ ଟିପ୍ପଣୀ ଦେଉଥିବା ଅଡୁଆରେ ଫସିଛନ୍ତି କଙ୍ଗନା। ବିବାଦକୁ ନେଇ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା…
ଫିଲ୍ମରେ ଅଜୟ ଦେବଗନ୍ଙ୍କୁ କିସ୍ କରିବାକୁ ମନା କରିଦେଇଥିଲେ କରିନା; କାରଣ ଜାଣିଲେ ହେବେ…
ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି। ତେବେ ବେବୋ ଅନେକ ଫିଲ୍ମରେ ଲିପ୍ଲକ୍କୁ ହଁ କରିଥିବା ବେଳେ ଗୋଟିଏ ଫିଲ୍ମରେ ଅଜୟଙ୍କୁ…
ନୋରାଙ୍କ ବେଲି ଡ୍ୟାନ୍ସ
ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି ଫିଲ୍ମ ୧୧ ଅଗଷ୍ଟରେ ରିଲିଜ ହେବାର ଯୋଜନା ରହିଛି । ନିକଟରେ ଭୁଜର ଟ୍ରେଲର…
ଟିମ୍ ଇଣ୍ଡିଆକୁ ଧକ୍କା ପରେ ଧକ୍କା
ମୁମ୍ବାଇ,୨୨।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ଲାଗି ଚାଲିଛି ଝଟ୍କା ପରେ ଝଟ୍କା। ଯୁବ ଓପନର ଶୁବମାନ ଗିଲଙ୍କ ପରେ ପେସର ଅଭେଶ ଖାଁ। ଆଉ ଏବେ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଆହତ ସମସ୍ୟା…
Archives


