ଏସ୍‌ଡିଜେଏମଙ୍କ କୋର୍ଟରେ ରିପୋର୍ଟ ଦାଖଲ କଲା ପୋଲିସ: ମିଶିଲା କି ତପସ୍ବିନୀ ସୁମିତଙ୍କ ମନ?

ବ୍ରହ୍ମପୁର ଅଫିସ,୯।୧୨(ଡି.ଏନ୍‌.ଏ.): ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ତପସ୍ବିନୀ ଓରଫ ଡିମ୍ପଲ। ବହୁ ବାଦ ବିବାଦ ପରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଏକାଠି ରହିବାକୁ ଅନୁମତି ଦେଇଥିଲେ କୋର୍ଟ । ଆଉ ସମ୍ପର୍କ ଯୋଡିବାକୁ ଦୁହିଁଙ୍କୁ ମିଳିଥିଲା ୭ ଦିନର ସମୟ। ଏତେ ସବୁ ଭିତରେ ଗୁରୁବାର ସରିଛି ସେହି ୭ ଦିନର ଅବଧି। ବ୍ରହ୍ମପୁରର ଡିମ୍ପଲ ଓ ଡାକ୍ତର ସୁମିତ ୭ଦିନ ଏକାଠି ରହିବା ନେଇ ଏସ୍‌ଡିଜେଏମଙ୍କ କୋର୍ଟରେ ରିପୋର୍ଟ ପୋଲିସ ଦାଖଲ କରିଛି । ଡିମ୍ପଲ ଓ ଡାକ୍ତର ସୁମିତଙ୍କୁ ଏକାଠି ରହିବାକୁ ବିଚାରପତି ଦେଇଥିବା ୭ଦିନର ସମୟ ଶେଷ ହେଉଛି। ଏହା ପୂର୍ବରୁ କୋର୍ଟରେ ଆସ୍କା ଥାନା ଅଧିକାରୀ ରିପୋର୍ଟ ଦାଖଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା: ୩ ଅଭିଯୁକ୍ତ ଗିରଫ

ଡେରାବିଶ,୨୯ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ନେଇ ଗତ ଜୁନ୍‌ ୪...

ଛେଣ୍ତିପଦା ସାଲୁଇଖମଣରେ ବାର୍‌ହା ଆତଙ୍କ: ଜୀବନ ରକ୍ଷା ଲାଗି ପୋଖରୀକୁ ଡେଇଁଲେ ବ୍ୟକ୍ତି

ଛେଣ୍ଡିପଦା,୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ସାଲୁଇଖମଣ ଗ୍ରାମରେ ଏକ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ତ୍ରିଲୋଚନ ମାଝି, ଝୁନାରାଣୀ...

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ: ଜେଲଗଲେ ୨ ଯୁବକ

ଆସିକା,୨୦ା୧୧(ଡି.ଏନ୍‌.ଏ.):  ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ...

ସ୍ବାଧୀନତା ଦିବସରେ ୧୧ ମହିଳା ମାଓବାଦୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ମାଲକାନଗିରି,୧୫।୮(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଡିଏନ୍‌କେ ଖେଳ ପଡିଆ ପରିସରରେ ଜିଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ...

ଜାତୀୟ ରାଜପଥ ସଂପ୍ରସାରଣ ବିଳମ୍ବକୁ ନେଇ ଉତ୍ତେଜନା: ଠିକାସଂସ୍ଥାର ଗାଡ଼ି ଅଟକାଇଲେ ଉଠାଦୋକାନୀ

ଦାରିଙ୍ଗବାଡ଼ି,୩୦।୩(ଡି.ଏନ୍‌.ଏ): ରାଇପୁର-ଗୋପାଳପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପଞ୍ଚୁପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି । ରାଜପଥ ସଂପ୍ରସାରଣ ବିଳମ୍ବକୁ...

ବନ୍ୟାକୁ ୩ ମାସ ବିତିଲା: ରାସ୍ତା ମରାମତି ହେଲାନି

କର୍ଲାମୁଣ୍ଡା,୨୧।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏପରିକି ବିଭିନ୍ନ...

ଢେମ୍‌ସା, ଡଙ୍ଗରିଆ ନାଚର ମଜା ନେଲେ ଦର୍ଶକ

ରାୟଗଡ଼ା,୭।୧(ସ୍ବ.ପ୍ର.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶୁକ୍ରବାର ଲୋକ ମହୋତ୍ସବ ଚଇତି ଉଦ୍‌ଘାଟନ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଏବଂ...

ପୁଣି ମଇଁଷି ମାରିଲା ବାଘ: ଗ୍ରାମବାସୀ ଆତଙ୍କିତ

କେନ୍ଦୁଝର/ଘଟଗାଁ,୭ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘଟଗାଁ  ରେଞ୍ଜ୍‌ ଅଟେଇ ସଂରକ୍ଷିତ ଜଙ୍ଗଲ ମେଲାଣ ପାଲମଣି ସାହିରେ ବାଘ ପୁଣି ମଇଁଷି ମାରିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ବନ...

Advertisement
Archives

Model This Week