କେନିୟାରେ ଜଳାଭାବର ହୃଦୟ ବିଦାରକ ଦୃଶ୍ୟ

ନାଇରୋବି,୧୫।୧୨: କେନିୟାରେ ଜଳ ଅଭାବ ଯୋଗୁ ଦେଶର ଜିରାଫଙ୍କ ସଂଖ୍ୟା ଉପରେ କେଉଁ ଭଳି ପ୍ରଭାବ ପଡ଼ୁଛି, ତାହାର ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ନିର୍ଦ୍ଦିଷ୍ଟ ଫଟୋରେ ୬ ଜିରାଫଙ୍କ ମୃତୁଦେହ ପଡ଼ିଥିବା ଦେଖିବାକୁ ମିଳୁଛି। ଦୃଶ୍ୟଟି ହେଲା କେନିୟାର ଓ୍ବାଜିରସ୍ଥିତ ସାବୁଲି ବନ୍ୟଜନ୍ତୁ ସଂରକ୍ଷଣର। ଖାଦ୍ୟ ଓ ଜଳ ଅଭାବରୁ ଦୁର୍ବଳ ହୋଇ ପଡ଼ିଥିବା ଜିରାଫମାନଙ୍କ କାଦୁଅରେ ଫଶି ମୃତ୍ୟୁ ହୋଇଛି। ଜଳଭଣ୍ଡାର ଜଳକୁ ପ୍ରଦୂଷିତ ହେବାରୁ ରୋକିବା ପାଇଁ ମୃତଦେହକୁ ଭିନ୍ନ ସ୍ଥାନକୁ ନିଆଯାଇ ଫଟୋ ଉଠାଯାଇଛି।

ଅଲ ଜାଜିରାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, କେନିୟାର ଉତ୍ତର ଭାଗରେ ସାଧାରଣଠାରୁ ଏଥର ୩୦ ପ୍ରତିଶତ କମ୍‌ ବର୍ଷ ହୋଇଛି। ଫଳରେ ଅଞ୍ଚଳରେ ସୃଷ୍ଟି ହୋଇଛି ସାଙ୍ଘାତିକ ମରୁଡ଼ି ପରିସ୍ଥିତି। ବର୍ଷା ଅଭାବରୁ ବନ୍ୟଜନ୍ତୁଙ୍କ ଜୀବନ ଉପରେ ବିନାଶକାରୀ ପ୍ରଭାବ ପଡ଼ିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ…

ପୋଙ୍ଗୟାଙ୍ଗ, ୧୨।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପୁଣି ଥରେ ଆଣବିକ ଅସ୍ତ୍ରଶସ୍ତ୍ର କଟକଣାକୁ ଅବମାନନା କରି ପୃଥିବୀ ପାଇଁ...

ଆମେରିକାରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ କରୋନା ଟିକା

ୱାଶିଂଟନ,୧୮ ।୬: ସାରା ବିଶ୍ୱରେ ପୁଣିଥରେ ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଏହାକୁ ଦୃଷ୍ଟିରେ ରଖି ଏବେ ଆମେରିକାରେ କରୋନା ଟିକାକରଣରେ ସାମିଲ ହୋଇଛନ୍ତି...

ନାଇଜେରିଆ ଚର୍ଚ୍ଚରେ ଗୁଳିମାଡ଼: ୫୦ ମୃତ

ଲାଗୋସ,୭।୬ : ଦକ୍ଷିଣ-ପଶ୍ଚିମ ନାଇଜେରିଆର ଓଣ୍ଡୋ ପ୍ରଦେଶରେ ଥିବା ଏକ ଚର୍ଚ୍ଚରେ ରବିବାର ସମୂହ ପ୍ରାର୍ଥନା ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ପ୍ରବେଶ କରି ଆଖିବୁଜା ଗୁଳି...

ସ୍ବାସ୍ଥ୍ୟ ସେବା ଉପରେ କରୋନା ପ୍ରଭାବ: ଆସନ୍ତା ୬ ମାସରେ ୧୨ ଲକ୍ଷ ଶିଶୁଙ୍କ ହେବ ମୃତ୍ୟୁ

ଜେନେଭା,୧୩।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସାଧାରଣ ସ୍ବାସ୍ଥ୍ୟ ସେବା ଯୋଗାଣ...

ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼...

ୟୁକ୍ରେନକୁ ଆକ୍ରମଣ କରିପାରେ ରୁଷିଆ; ଆମେରିକା ଦେଲା ଘାତକ ସହାୟତା

କ୍ୱିଭ୍‌, ୨୩ା୧: ୟୁକ୍ରେନ୍‌ ଉପରେ ରୁଷିଆ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକର ଗୋଇନ୍ଦା ସଂସ୍ଥା ବାରମ୍ବାର ଚେତାଇ...

୧୮ମହଲାରୁ ତଳକୁ ଖସିପଡ଼ିଲା ଶିଶୁ, ତା’ପରେ…

ବେଜିଂ,୨୦।୮: ରଖେ ହରି ମାରେ କିଏ। ଅର୍ଥାତ୍‌ ଯାହାକୁ ଭଗବାନ ରକ୍ଷା କରିବାକୁ ଚାହାନ୍ତି ତା’କୁ କୌଣସି ଶକ୍ତି କ୍ଷତି ପହଞ୍ଚାଇପାରେ ନାହିଁ। ଏଭଳି କିଛି...

ନୀଳ ରଙ୍ଗର ହୀରା ମୁଦି ଶହେ କୋଟିରେ ହେବ ନିଲାମ

ଜେନେଭା,୯।୧୧: ଜେନେଭାଠାରେ ଏକ ହୀରାମୁଦିର ନିଲାମ ହେବ। ଏହାକୁ ଶହେ କୋଟି ଟଙ୍କା(୧୪ ମିଲିୟନ୍‌ ଡଲାର)ରେ ନିଲାମ କରାଯିବ ବୋଲି କୁହାଯାଉଛି। ସ୍ଥାନୀୟ କ୍ରେଷ୍ଟ ନିଲାମ...

Advertisement
Archives

Model This Week