ଧରାପଡ଼ିଲା ଓଟିଇଟି ପ୍ରମାଣପତ୍ର ଜାଲିଆତି
ଯାଜପୁର ଅଫିସ,୪ା୮:ରାଜ୍ୟର କୋଣ ଅନୁକୋଣରେ ପୂର୍ବରୁ ନକଲି ବିଏଡ୍/ସିଟି ଡିଗ୍ରୀଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ରହସ୍ୟ ଉନ୍ମୋଚନ ହୋଇ ଥିବାବେଳେ ଏବେ ପୁଣି ଓଟିଇଟି(ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ)ପ୍ରମାଣପତ୍ର ଜାଲିଆତି ଧରାପଡ଼ିଛି। ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ମିଳିଥିବା ତଥ୍ୟ ଆଧାରରେ ଏହା…
ରୋଜ୍ ଭ୍ୟାଲି ଓଡ଼ିଶା ମୁଖ୍ୟ ଭୌମିକ ଗିରଫ
ଭୁବନେଶ୍ୱର(ବ୍ୟୁରୋ)/ ବାଲେଶ୍ୱର ଅଫିସ,୪।୮: ରୋଜ୍ଭ୍ୟାଲି ଚିଟ୍ଫଣ୍ଡ ସଂସ୍ଥାର ଓଡ଼ିଶା ମୁଖ୍ୟ ବିକ୍ରମଜିତ୍ ଭୌମିକଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ର ଏକ ଟିମ୍ ସୋମବାର ରାତିରେ ପଶ୍ଚିମବଙ୍ଗର ମିଦିନାପୁର ଅଞ୍ଚଳରୁ ଗିରଫ କରିଛି। ତାଙ୍କୁ କୋଲକାତାର ତାମ୍ଲୁକ ସିଜେଏମ୍ କୋର୍ଟରେ ହାଜର…
ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର
କଟକ ଅଫିସ,୪ା୮:କଟକ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ମାଟ୍ରିକ୍ ଅଫ୍ଲାଇନ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ମଙ୍ଗଳବାର ବିଭ୍ରାଟ ଦେଖିବାକୁ ମିଳିଥିଲା। ଏହି ପରୀକ୍ଷା କେନ୍ଦ୍ରରେ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ-ରେଗୁଲାର ପ୍ରଶ୍ନପତ୍ର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଫଳରେ ଏହାକୁ ନେଇ…
ରାଜ୍ୟରେ ୧,୩୧୫ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୧,୩୧୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୬୨ ଜଣ କ୍ୱାରାଣ୍ଟାଇନ୍ ଥିଲେ। ବାକି ୫୫୩ ଟି…
ସିବିଆଇକୁ ଗଲା ଜଜ୍ ହତ୍ୟା ମାମଲା
ରାଞ୍ଚତ୍, ୪ା୮: ଧାନବାଦ ଜିଲା ଜଜ୍ ଉତ୍ତମ ଆନନ୍ଦଙ୍କ ଉପରେ ଅଟୋ ମଡ଼ାଇ ହତ୍ୟା ମାମଲାର ତଦନ୍ତ କରିବାକୁ ଝାଡ଼ଖଣ୍ଡ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ ସିବିଆଇ ପରାମର୍ଶଦାତାଙ୍କ ଜବାବ…
ଫାଇନାଲ୍ରେ ନୀରଜ: ଭାରତ ପାଇଁ ସ୍ବର୍ଣ୍ଣ ପଦକ ଆଶା ବଢିଲା
ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ତାରକା ଆଥଲେଟ ନୀରଜ ଚୋପ୍ରା ଏକ ପଦକ ଆଶା ରଖିଛନ୍ତି। ସେ ବୁଧବାର ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୬.୬୫ ମିଟର ସହିତ ଯୋଗ୍ୟତା ହାସଲ…
ନିଜେ ହିଁ ନିଜ ପାଇଁ ଯଥେଷ୍ଟ : ଜଙ୍ଗଲ ବାହାରକୁ ଯିବାପାଇଁ ଏମିତି ଦାନ୍ତର ସାହାଯ୍ୟ ନେଉଛି ହାତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କାଶର ଘରୋଇ ଉପଚାର
ଛୋଟ ପିଲାମାଙ୍କୁ କାଶ ହେବା ଫଳରେ ଅନେକ ଯନ୍ତ୍ରଣା ହୋଇଥାଏ। ମା’ ବାପା ଏନେଇ ଅଧିକ ଚିନ୍ତାରେ ପଡ଼ିଯାଇଥାନ୍ତି। ସବୁଠୁ ବଡ ସମସ୍ୟା ହେଉଛି ଦୁଇ ବର୍ଷରୁ କମ ପିଲାମାନଙ୍କୁ ବିନା ପ୍ରେସକ୍ରିପଶନରେ ଔଷଧ ଦିଆଯାଇ ନ ଥାଏ। କାରଣ ଡାକ୍ତରଙ୍କ…
ହନିମୁନ୍ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ମିଛ କହିଥିଲେ ଶାହରୁଖ ଖାନ୍
ବଲିଉଡ୍ର ବାଦଶାହ ଶାହାରୁଖ ଖାନ ଏବଂ ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦର ଦମ୍ପତି ବୋଲି ବିବେଚନା କରାଯାଏ। ଶାହାରୁଖ ଏବଂ ଗୌରୀଙ୍କ ବିବାହ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ ନୁହେଁ । ଉଭୟ ଅନେକ ଅସୁବିଧା ସମୟରେ…
ବାଂଲାଦେଶର ଐତିହାସିକ ବିଜୟ
ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮ ରନ୍ରେ ଅଟକି ଯାଇଥିଲା ଟିମ୍ ଅଷ୍ଟ୍ରେଲିଆ। ଫଳରେ ୨୩ ରନ୍ରେ ପ୍ରଥମ ଟି୨୦କୁ ଜିତି…
ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ଇଂଲଣ୍ଡର ଏହି ୫ ଖେଳାଳି
ଲଣ୍ଡନ,୪।୮: ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହୋଇଛନ୍ତି। ସିରିଜର ପ୍ରଥମ ମ୍ୟାଚ ଅଗଷ୍ଟ ୪ରୁ ଖେଳାଯିବ। ନିଜ ମାଟିରେ ଇଂଲଣ୍ଡ ଦଳର ପ୍ରଦର୍ଶନ ସର୍ବଦା ଭଲ ରହିଆସିଛି। ଏପରି ପରିସ୍ଥିତିରେ,…
ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କେଉଁଠି, କେମିତି ଦେଖିପାରିବେ ମ୍ୟାଚ୍
ଲଣ୍ଡନ,୪।୮: ଦୀର୍ଘ ଦିନର ଛୁଟି ପରେ ଭାରତୀୟ ଦଳ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ଅଛି। ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଅଗଷ୍ଟ ୪ ଅର୍ଥାତ ଆଜିଠାରୁ ଆରମ୍ଭ ହେବ। ବିରାଟ କୋହଲିଙ୍କ ନେତୃତ୍ୱରେ…
Archives


