Home Left

୪ ଦିନିଆ ରିମାଣ୍ଡରେ ଗଲେ ବିରଞ୍ଚି: ଖୋଲିବ ଗୁମର

ଭୁବନେଶ୍ୱର,୩।୮(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି) ସଦସ୍ୟଙ୍କ ପ୍ରାଇଭେଟ ସେକ୍ରେଟାରି (ପିଏସ୍‌) ବିରଞ୍ଚତ୍ ନାରାୟଣ ସାହୁଙ୍କୁ ମଙ୍ଗଳବାର ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ତାଙ୍କୁ ରିମାଣ୍ଡରେ…

ପୋଖରୀରେ ବୁଡ଼ିଗଲେ ମା’ ଝିଅ

କେନ୍ଦୁଝର,୩ା୮(ସ୍ବ.ପ୍ର.)- କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ପଞ୍ଚାୟତ ଅଧୀନ ଜାମୁପଶି ସାହିରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ ପୋଖରୀରେ ବୁଡ଼ି ମା’ ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ସାହିର ବାସୁଦେବ ନାଏକଙ୍କ ସ୍ତ୍ରୀ ଦ୍ରୌପଦୀ(୪୦)…

ଚାକିରି କରାଇଦେବାକୁ କହି ଠକି ଦେଲେ ଭାଜପା ଜିଲା ସମ୍ପାଦକ

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦ୍ରମନ୍ତ୍ରୀଙ୍କ ପାଖ ଲୋକ। ଚାକିରି କରାଇଦେବି। ଏଭଳି କହି ୪୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି କେନ୍ଦୁଝର ଜିଲା ଭାଜପା ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାରଙ୍କ ନାଁରେ। ଆନନ୍ଦପୁର ଥାନାରେ ଏହି ମାମଲା(ନଂ.୧୫୬/୨୧) ରୁଜୁ ହୋଇଛି। ତଦନ୍ତ…

ଦୁଃଖିତ, ହେଲେ କାନ୍ଦିବାକୁ ସମୟ ନାହଁ

ଟୋକିଓ,୩।୮: ଅଲିମ୍ପିକ୍ସ ହକି ସେମିଫାଇନାଲରେ ବେଲଜିୟମଠାରୁ ୫-୨ ଗୋଲରେ ହାରିବା ପରେ ଟିମ୍‌ ଇଣ୍ଡିଆର ସ୍ବର୍ଣ୍ଣ ପଦକ ହାତେଇବା ସ୍ବପ୍ନ ଭାଙ୍ଗିଯାଇଛି। କିନ୍ତୁ ୮ ଥରର ସ୍ବର୍ଣ୍ଣ ବିଜେତା ଭାରତୀୟ ଦଳର ପଦକ ଆଶା ଏବେ ମଧ୍ୟ ଉଜ୍ଜୀବିତ ରହିଛି। ଗୁରୁବାର…

ଗ୍ରୀନ ପିଚ୍‌ ପାଇଁ କମ୍ପ୍ଲେନ କରିପାରିବ ନାହିଁ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ,୩।୮: ପ୍ରାୟ ୬ ମାସ ତଳେ ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଟିମ୍‌ ଟର୍ନିଂ ପିଚ୍‌ରେ ଘରୋଇ ସ୍ପିନରଙ୍କ ସାମ୍ନାରେ ଆତ୍ମସମର୍ପଣ କରିଦେଇଥିଲା। ଭାରତଠାରୁ ୩-୧ରେ ପରାଜୟ ସହ ସ୍ବଦେଶ ଫେରିଥିଲା ଇଂଲଣ୍ଡ। ଏହି ପରାଜୟ ଏବେ ମଧ୍ୟ ଇଂଲଣ୍ଡ…

କୋହଲିଙ୍କ ଅପେକ୍ଷାରେ ବିଶ୍ୱ ରେକର୍ଡ

ଟ୍ରେଣ୍ଟ ବ୍ରିଜ,୩।୮: ଏଠାରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଏହି ମୁକାବିଲାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ସର୍ବାଧିକ…

ଅଡୁଆରେ ‘ୟୋ ୟୋ ହନି ସିଂହ’; କୋର୍ଟର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବମ୍ବେ: ଅଡୁଆରେ ବଲିଉଡ୍‌ ଗାୟକ ହିରଦେଶ ସିଂହ ଓରଫ ହନି ସିଂହ। ଘରୋଇ ହିଂସାର ଅଭିଯୋଗ କରି କୋର୍ଟରେ ପହଞ୍ଚିଛନ୍ତି ତାଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର। କୋର୍ଟ ହନିଙ୍କୁ ଆସନ୍ତା ୨୮ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛି। ଏଥିସହ…

ବିବାହ କରିବେ ଫରହାନ!

ମୁମ୍ବାଇ: ବଲିଉଡ୍ ଅଭିନେତା ଫରହାନ୍ ଅଖତର ଏବେ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଯେବେଠାରୁ ସେ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଅଲଗା ହେଲେଣି ସେବେଠାରୁ ସେ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କ ସହ ରିଲେସନଶିପରେ ରହିଛନ୍ତି । ଏହା…

ନର୍ଗିସଙ୍କ ନୂଆ ଲୁକ୍‌

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଉ ଜଣେ ଜଣାଶୁଣା ଚେହେରା ହେଲେ ନର୍ଗିସ ଫାଖରି । ଏବେ ସେ ଇଟାଲୀରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଛୁଟି କଟାଇ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ନର୍ଗିସ ବେଳେ ବେଳେ ରୋଷେଇ କରୁଥିବାର…

ଆଇପିଏଲ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ ,୩।୮: ୟୁଏଇରେ ଆସନ୍ତା ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ-୧୪’ର ଦ୍ୱିତୀୟ ପର୍ଯ୍ୟାୟରେ ଇଂଲଣ୍ଡ ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହା ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ସିରିଜ୍‌…

ସିରିଜ ଆରମ୍ଭ ପୂର୍ବରୁ ଭାରତ ୩-୧ରେ ଜିତିବ କହିଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; କଷ୍ଟକର ହେବ…

ନୂଆଦିଲ୍ଲୀ,୩।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ଭାରତୀୟ ଦଳକୁ ଅନେକ ଥର ସମାଲୋଚନା କରିଛନ୍ତି। ଏପରିକି ସେ ଏକାଧିକ ଥର ଭାରତର ପରାଜୟର ପୂର୍ବାନୁମାନ କରିଛନ୍ତି। ହେଲେ ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା…

ହିନ୍ଦୁ-ଶିଖ ସମ୍ପ୍ରଦାୟଙ୍କୁ ଅସ୍ଥିି ବିସର୍ଜନ ପାଇଁ ମିଳିଲା ନୂଆ ସ୍ଥାନ

ଲଣ୍ଡନ,୩ ।୮: ବ୍ରିଟେନର ୱେଲସରେ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟ ସେମାନଙ୍କ ଆତ୍ମୀୟଙ୍କ ଅସ୍ଥି ବିସର୍ଜନ କରିବାକୁ ନୂଆ ସ୍ଥାନ ମିଳିଛି । ବର୍ଷ ବର୍ଷ ଅପେକ୍ଷା ପରେ ଟ୍ୟାଫ ନଦୀ କୂଳରେ ଏବେ ଅସ୍ଥି ବିସର୍ଜନ ପାଇଁ ଅନୁମତି ମିଳିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri