ସଲମାନଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ ଜଣେ ଯୁବତୀ

ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସଲମାନଙ୍କ ନାଁ ଅନେକ ବିବାଦ ଯୋଡାଯାଏ। ସେ ହିଟ ଏବଂ ରନ କେସ ଏବଂ କଳା ହରିଣ ହ୍ୟା କେସକୁ ନେଇ ବିବାଦ ଘେରକୁ ଆସିଥିଲେ। ସଲମାନ ଏକ ପାର୍ଟିରେ ଥିବାବେଳେ ତାଙ୍କୁ ଜଣେ ଝିଅ ଚାପୁଡା ମାରିଥିଲେ। ଏହି ମାମଲା ୨୦୦୯ରେ ଘଟିଥିଲା। ସେ ପାର୍ଟିରେ ସଲମାନ ଖାନ, ସୁସ୍ମିତା ସେନ, ସୋହେଲ ଖାନ, ଶିବାନୀ କଶ୍ୟପ, ବିଜୟନ୍ଦର ସିଂ ଥିଲେ। ଦିଲ୍ଲୀରେ ଏକ ପଞ୍ଚତାରକା ହୋଟେଲରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ସେଠାରେ ଏକ ଫ୍ୟାଶନ ସୋ ମଧ୍ୟ ଆୟୋଜିତ ହୋଇଥିଲା। ଏଥି ସହିତ, ନୂଆଦିଲ୍ଲୀର ଜଣେ ବିଲଡରଙ୍କ ଝିଅ ମୋନିକା ସେହି ବ୍ୟକ୍ତିଗତ ପାର୍ଟିରେ ପ୍ରବେଶ କରିଥିଲେ। ଏହି ସମୟରେ ମୋନିକା କେବଳ ସଲମାନଙ୍କୁ ଚାପୁଡ଼ା ମାରି ନ ଥିଲେ ବରଂ ସୋହେଲ ଏବଂ ସୁସ୍ମିତାଙ୍କ ସମେତ ସମସ୍ତଙ୍କୁ ଦୁର୍ବ୍ୟବହାର କରିଥିଲେ। ସଲମାନ ତାଙ୍କୁ ଭଦ୍ର ଭାବରେ ସେଠାରୁ ଚାଲିଯିବାକୁ କହିଥିଲେ, ହଠାତ୍‌ ଯୁବତୀ ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିଲେ। ପରେ ରାଗିବା ପରିବର୍ତ୍ତେ ସଲମାନ ସୁରକ୍ଷାକର୍ମୀଙ୍କୁ କହି ଝିଅଙ୍କୁ ବିଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ଆସିବ ପୁଷ୍ପାର ପାର୍ଟ-୨

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଫିଲ୍ମକୁ ଦେଖିବା ପାଇଁ ସିନେମା...

ପୁତ୍ର ସନ୍ତାନର ଜନନୀ ହେଲେ ଏହି ସ୍ବର୍ଗତ ଅଭିନେତାଙ୍କ ସ୍ତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ବର୍ଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ଘରକୁ ଖୁସି ଫେରିଛି। ସର୍ଜାଙ୍କ ସ୍ତ୍ରୀ ମେଘନା ରାଜ ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ...

ବିଗ୍‌ ବସ୍‌ ବିଜେତାଙ୍କ ଏଭଳି ଟ୍ରାନ୍ସଫର୍ମେଶନ୍‌ ଦେଖି ପ୍ରଶଂସକ ଚକିତ; ଚିହ୍ନିଲେ ଦେଖି ଏ କିଏ…

ବମ୍ବେ: ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ବିବାଦୀୟ ରିଆଲିଟି ଶୋ’ ବିଗ୍‌ ବସ୍‌। ଏହାର ବିଜେତା ହୋଇଥିଲେ ଦିବ୍ୟା ଅଗ୍ରଓ୍ବାଲ। ଶୋ’ରେ...

ଅଭିନେତ୍ରୀ ହେବା ପୂର୍ବରୁ ଆମୀର ଖାନ୍‌ଙ୍କ ସହ ଏହି କାମ କରିଥିଲେ ହୁମା

ଫିଲ୍ମ ‘ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର’ ମାଧ୍ୟମରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ହୁମା କ୍ୟୁରେଶି। ଏବେ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ସଫଳ ନାୟିକାଙ୍କ ମଧ୍ୟରେ...

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ...

ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ପ୍ରତୀମା ଦେବୀଙ୍କର ୮୮ ବର୍ଷରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରତୀମା ଅଭିନୟ...

ଦର୍ଶକଙ୍କୁ ପସନ୍ଦ ଆସୁଛି ‘ମଲଙ୍ଗ’

ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀଙ୍କ ଷ୍ଟାରର୍‌ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ...

ପତ୍ନୀଙ୍କ ଓଢ଼ଣୀକୁ ଧରି ଡ୍ୟାନ୍ସ କଲେ ବିରାଟ

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍ମା ଶର୍ମା ବେଷ୍ଟ କପଲ ଭାବେ ଜଣାଯାଏ। ଦୁହେଁ ସୋସିଆଲ ମିଡିଆରେ ବେଶ୍‌...

Advertisement
Archives

Model This Week