ଦୈନିକ ୭ ଘଣ୍ଟା ଶୁଅନ୍ତୁ,ନଚେତ…
ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା କାରଣରୁ ଅନେକେ ନିଜର ଶୋଇବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଫଳରେ ନିଦ୍ରାହିନତା…
ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ପୁରୀ ଅଫିସ,୭।୮: ଶ୍ରୀମନ୍ଦିର ପରିକ୍ରମା ଯୋଜନାରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁଣି ଘର ଭାଙ୍ଗୁଛି ପ୍ରଶାସନ। ଶ୍ରୀମନ୍ଦିରର ୭୫ମିଟର ବଳୟରେ ଥିବା ଅବଶିଷ୍ଟ ଘରକୁ ଉଚ୍ଛେଦ କରାଯାଇଛି। ବାସେଲିସାହି ମନ୍ଦିର ପାଖରେ ୩ଟି ଘର ଉଚ୍ଛେଦ କାମ ଚାଲିଛି।…
ଲାଲଚୌକରେ ପୁଣି ହେବ ଇତିହାସର ପୁନରାବୃତ୍ତି! ଅଗଷ୍ଟ ୧୫ ପୂର୍ବରୁ ତ୍ରିରଙ୍ଗା ରଙ୍ଗରେ ହେଲା ସଜେଇ
ଶ୍ରୀନଗର,୭।୮: ସ୍ବାଧୀନତା ଦିବସ ପୂର୍ବରୁ ଶ୍ରୀନଗରର ଲାଲ୍ଚୌକ ତ୍ରିରଙ୍ଗା ରଙ୍ଗରେ ସଜେଇ ହୋଇଛି। ଏହି ସ୍ଥାନରେ ତ୍ରିରଙ୍ଗା ଉଡିବାକୁ ନେଇ ଦୀର୍ଘଦିନରୁ ବିବାଦ ଦେଖାଦେଉଥିଲା। ହେଲେ ୨୯ ବର୍ଷ ପରେ ଏଠାରେ ପୁଣିଥରେ ଇତିହାସର ପୁନରାବୃତ୍ତିର ପ୍ରସ୍ତୁତି ଚାଲିଛି। ସୋସିଆଲ ମିଡିଆରେ…
କ୍ଷେପଣାସ୍ତ୍ରଠୁ ବି ଭୟଙ୍କର ଏହି ଡ୍ରୋନ୍, ବିମାନଠୁ ଅଧିକ ଉପରେ ଉଡ଼େ
ନୂଆଦିଲ୍ଲୀ,୭ା୮: ଭାରତୀୟ ବାୟୁସେବା ଜମ୍ମୁ ଏୟାରବେସ୍ରେ ଜୁନ୍ରେ ଡ୍ରୋନ୍ ହମଲା ହୋଇଥିଲା। ଏହା ପରେ ଡ୍ରୋନ୍ ଆକ୍ରମଣକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏଥିସହିତ ଭାରତ ସରକାର ଦେଶରେ ଡ୍ରୋନ୍ ଉଡ଼ାଣକୁ ନେଇ ନିୟମ ଲାଗୁ କରିବାକୁ ଯାଉଛନ୍ତି। ମାତ୍ର ଜାଣନ୍ତି…
ତାମିଲନାଡୁ ପରେ କେରଳରେ ଦିଦିଙ୍କ ପୋଷ୍ଟର
ଥିରୁଭାନନ୍ତପୁରମ,୭ ।୮: ତାମିଲନାଡୁ ପରେ ଏବେ କେରଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପୋଷ୍ଟରରେ ଏକ ସ୍ଲୋଗାନ ଲେଖାଯାଇଛି । ‘ଦିଦିଙ୍କୁ ବାଛନ୍ତୁ ଦେଶ ବଞ୍ଚାନ୍ତୁ, ଦିଲ୍ଲୀ ଚଲୋ’…
ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ
ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍ପି ଅନୁଭବ ମହାନ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏମିତିରେ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ଯୋଗୁ କୋର୍ଟରେ ମାମଲା ଚାଲିଛି।…
ଆଫଗାନିସ୍ତାନ: କୁନ୍ଦୁଜ ସହରରେ ହିଂସା ୧୧ ମୃତ, ୩୯ ଆହତ
କାବୁଲ,୭ ।୮: ଆଫଗାନିସ୍ତାନର କୁନ୍ଦୁଜ ସହରରେ ହୋଇଥିବା ହିଂସାରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୩୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । କୁନ୍ଦୁଜ ସାର୍ବଜନିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ ଏହସାନୁଲ୍ଲା ଫାଜଲି ଏହାର ସୂଚନା ଦେଇଛନ୍ତି…
ଆକାଶରେ ଉଡ଼ିଲା ସୁଇମିଂ ପୁଲ୍ ପାଣି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ମେଲବୋର୍ନ: କିଛିଦିନ ହେବ ଗ୍ଲୋବାଲ ଓ୍ବାର୍ମିଂ ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟକର ଘଟଣାସବୁ ସାମ୍ନାକୁ ଆସୁଛି। କାନାଡାରେ ପ୍ରବଳ ଗ୍ରୀଷ୍ମ, ଚାଇନାରେ ୧୦୦୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବର୍ଷା, ଜର୍ମାନୀରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଜୋର୍ରେ…
୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…
ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ ଧାତୁ…
ଇଂଲଣ୍ଡ ଫିଲ୍ଡିଂର ମଜା ଉଡାଇଲେ ଭାଓନ; କହିଲେ ‘ମୋ ଫିଲ୍ଡିଂ ଏକାଡେମୀରେ ଟ୍ରେନିଂ ନେବ ଆସ’
ନୂଆଦିଲ୍ଲୀ,୭।୮: ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଓନ ନିଜର ଟୁଇଟର ପୋଷ୍ଟକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କ୍ରମରେ ଶୁକ୍ରବାର ସେ ଅନ୍ୟମାନଙ୍କ ପାଇଁ ନୁହେଁ ବରଂ ନିଜ ଦଳ ପାଇଁ ଟୁଇଟ୍ କରି ଆଲୋଚନାର ପରିସରକୁ ଆସିଛନ୍ତି। ଭାଓନ…
ଗୋଟିଏ ଦିନରେ ୩୮୫ ତାଲିବାନ ଆତଙ୍କବାଦୀ ମୃତ, ୨୧୦ ଆହତ…
କାବୁଲ,୭।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଗୋଟିଏ ଦିନରେ ସୈନ୍ୟ ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ୩୮୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୧୦ ଆତଙ୍କବାଦୀ ଆହତ ହୋଇଥିବ। ଦେଶର ପ୍ରତିରକ୍ଷା…
ତଦନ୍ତ ପାଇଁ ଯାଇଥିଲେ ପୋଲିସ କର୍ମଚାରୀ: ଏମିତି ମାଡ଼ ଖାଇଲେ, ପହଞ୍ଚିଲେ ହସ୍ପିଟାଲରେ
ପଦ୍ମପୁର,୮।୭:(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧିନ ସାବରଙ୍ଗ ପୋଲିସ ଏକ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ସଙ୍ଘବଦ୍ଧ ଆକ୍ରମଣ ଶିକାର ହୋଇଛି। ତଦନ୍ତ ପାଇଁ ଗୋରା ମାଟି ଗ୍ରାମକୁ ଯାଇଥିବା ବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ।…
Archives


