Posted inଜାତୀୟ

ମୋବାଇଲ୍‌ ଧରୁଥିବା ଝିଅ ନୁହନ୍ତି, ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି: ଦିଗ୍‌ବିଜୟ

ଭୋପାଳ,୨୬।୧୨: କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଜିନ୍ସ ପିନ୍ଧୁଥିବା ଏବଂ ମୋବାଇଲ୍‌ ଧରୁଥିବା ଝିଅ ନୁହେଁ , ୪୦-୫୦ ବର୍ଷୀୟ ମହିଳା ମୋଦିଙ୍କ ଦ୍ୱାରା ପ୍ରଭାବିତ ହୁଅନ୍ତି। ଦିଗ୍‌ବିଜୟ ଏପରି କହୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ସହିତ, ସେ ମଧ୍ୟ ସାଭରକର ଏବଂ ହିନ୍ଦୁତ୍ୱ ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି।
ଦିଗ୍‌ବିଜୟ ସିଂଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା ବିରୋଧ କରିଛି। ଭାଜପା ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, ଦିଗ୍‌ବିଜୟ ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ମହିଳାଙ୍କୁ ନେଇ ତାଙ୍କର ନିମ୍ନସ୍ତରର ଚିନ୍ତାଧାରା ରହିଛି। ସେ ପାଗଳ ହୋଇଯାଇଛନ୍ତି। ମୁଁ ସୋନିଆ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ସେ ଏଭଳି ବ୍ୟକ୍ତିଙ୍କୁ ଦଳରେ କାହିଁକି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷାକ ବଦଳାଇବାରେ ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଓ୍ବାଙ୍ଖଡେ

ମୁମ୍ବାଇ,୨।୧୧: ମୁମ୍ବାଇର ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ପୁଣି ବର୍ଷିଛନ୍ତି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ ଡକାଇ ସେ ଭାଜପା ନେତା ଦେବେନ୍ଦ୍ର...

ରେଡ୍‌ ଜୋନରେ ସାମିଲ ଦେଶର ୧୩୦ ଜିଲା: ତାଲିକା ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧।୫: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟର ଲକ୍‌ଡାଉନ ଅବଧି ମେ’ ୩କୁ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ...

ପ୍ରତ୍ୟେକ ନାଗରିକଙ୍କ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସରକାର ନେଉଛନ୍ତି ଏପରି ପଦକ୍ଷେପ ଜାଣନ୍ତୁ

ନୂଆଦିଲ୍ଲୀ,୨୮ା୯: ବର୍ତ୍ତମାନ ଦେଶର ପ୍ରତ୍ୟେକ ନାଗରିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ କିପରି ରକ୍ଷା ପାଇବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। ତେବେ ଦେଶର ପ୍ରତ୍ୟେକ...

ଅମ୍ବାନୀଙ୍କୁ ପଛରେ ପକାଇଲେ ଅଦାନୀ

ନୂଆଦିଲ୍ଲୀ,୮।୨: ଭାରତୀୟ ବିଲିୟନେୟାର ଗୌତମ ଅଦାନୀ ଏସିଆର ସବୁଠୁ ଧନ୍ୟ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ୫୯ ବର୍ଷୀୟ ଅଦାନିଙ୍କ ସମ୍ପତ୍ତି...

କୃଷକଙ୍କ ଆନ୍ଦୋଳନ: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବର ଭାଜପା ନେତା

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ ପଞ୍ଜାବର ବରିଷ୍ଠ ଭାଜପା ନେତାଙ୍କ ଏକ ଦଳ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ନୂଆ ସମବାୟ ନୀତି ଆଣିବ ସାମଗ୍ରିକ ପରିବର୍ତ୍ତନ: ଶାହା…

ନୂଆଦିଲ୍ଲୀ, ୮।୯ : ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ନୂତନ ଜାତୀୟ ସମବାୟ ନୀତି ସାମଗ୍ରିକ ପରିବର୍ତ୍ତନ ଆଣିବ।...

୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୩୦।୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ...

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୭୩୪...

Advertisement
Archives

Model This Week