ବଦଳିବାକୁ ଯାଉଛି ଲକର ନିୟମ
ନୂଆଦିଲ୍ଲୀ,୨୦।୮: ୨୦୨୨ ଜାନୁୟାରୀ ପହିଲାରୁ ସାରା ଦେଶରେ ନୂଆ ଲକର ନିୟମ କାର୍ଯ୍ୟକାରୀ ହେବ। ଯଦି ଆପଣ ଜରୁରୀ କାଗଜପତ୍ର କିମ୍ବା ଗହଣା ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କର ସେଫ୍ ଡିପୋଜିଟ ଲକର ନେଇଛନ୍ତି ତେବେ ଖୁସି ଖବର। ଏଥିରେ ରଖାଯାଇଥିବା…
ଆହାର ଭାବି ପଛରୁ ପାଦ ଚାପିଚାପି ଆକ୍ରମଣ କରିବାକୁ ଆସିଥିଲା ବାଘ, ଯାହା ଦେଖିଲା…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ତାଲିବାନ ତା’ର ଇତିହାସ ଦୋହରାଇବ ନାହିଁ: ଚାଇନା
ବେଜିଂ,୨୦ା୮: ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ପାକିସ୍ତାନ ଓ ଚାଇନା ଏହି ଗୋଷ୍ଠୀକୁ ସମର୍ଥନ ଦେଇଆସୁଛନ୍ତି। ଏପରି କି ଚାଇନା ମୁହଁରେ ତାଲିବାନ୍ ପ୍ରଶଂସାର ପାତ୍ର ପାଲଟିଛି। ତାଲିବାନ୍ ପୂର୍ବାପେକ୍ଷା ଅଧିକ ସ୍ପଷ୍ଟ ଏବଂ ଯୁକ୍ତିସଙ୍ଗତ ଲାଗୁଛି ବୋଲି ଚାଇନା…
ବିମାନରୁ ଖସି ପଡ଼ିଲେ ଫୁଟ୍ବଲ ଖେଳାଳି
କାବୁଲ, ୨୦।୮: : ତାଲିବାନ୍ ଶାସନରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ ନାଗରିକମାନେ କଳବଳ କୌଶଳେ ଦେଶ ଛାଡ଼ୁଛନ୍ତି। କିନ୍ତୁ ଦେଶ ଛାଡ଼ିବା ଲାଗି ପ୍ରତ୍ୟେକଙ୍କ ପାଖରେ ଟଙ୍କା ଓ ସୁଯୋଗ ନାହଁି। ଏଣୁ ଆମେରିକା, ୟୁକେ ଭଳି ବିଭିନ୍ନ ଦେଶ ସେମାନଙ୍କ ପ୍ରତିନିଧିଙ୍କୁ…
ଭାଇରାଲ ହେଲା ଆକ୍ଟ୍ରେସଙ୍କ ଏମ୍ଏମ୍ଏସ୍
ନୂଆଦିଲ୍ଲୀ,୧୯।୮: ଭୁଲ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି ଭୋଜପୁରୀ ସିନେମା। ନିକଟରେ ଭୋଜପୁରୀ ଅଭିନେତ୍ରୀ ତ୍ରୀଷା କର ମଧୁଙ୍କ ଏମ୍ଏମ୍ଏସ୍ ଭାଇରାଲ ହୋଇଥିଲା। ଏବେ ଆଉ ଜଣେ ଭୋଜପୁରୀ ଆକ୍ଟ୍ରେସ ପ୍ରିୟଙ୍କା ପଣ୍ଡିତଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ ହୋଇଛି। କିଛି ରିପୋର୍ଟ…
ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ବାମୀଙ୍କ ଜୀବନ
ଅନୁଗୋଳ ଅଫିସ, ୧୯।୮- ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ତାରରେ ଲାଖି ଯାଇଥିବା ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ବିକ୍ରମପୁର ଥାନା ଏଫ୍ସିଆଇ ମୀନା ବଜାର ଗ୍ରାମରେ। ଉଭୟଙ୍କୁ ପରିବାର…
ପିଟି ପିଟି ମାରିଦେଲେ
ଭଦ୍ରକ ଅଫିସ,୧୯।୮: ସାମାନ୍ୟ କଳିରୁ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତା ବୃଦ୍ଧାଙ୍କ ସମ୍ପର୍କୀୟ ପୁତୁରାଙ୍କ ଏତଲା କ୍ରମେ ଅଭିଯୁକ୍ତ କାଳନ୍ଦୀ ମଳିକ(୨୮)ଙ୍କୁ ତିହିଡ଼ି ପୋଲିସ ଗିରଫ କରିଛି। ମୃତା ବୃଦ୍ଧା ହେଲେ କାଁପଡ଼ା ଗାଁର ସ୍ବର୍ଗତ ମଣି…
ଦ୍ୱିତୀୟ ଡୋଜ୍ ନେଇନାହାନ୍ତି ୩.୮୬ କୋଟି
ନୂଆଦିଲ୍ଲୀ,୧୯।୮: ଦେଶରେ ୩.୮୬ କୋଟିରୁ ଊର୍ଦ୍ଧ୍ୱ ଲୋକ କୋଭିଡ୍ ଭାକ୍ସିନ ପ୍ରଥମ ଡୋଜ୍ ନେବାର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି। ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ କରାଯାଇଥିବା ଏକ ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି…
କାର୍ରେ ମହିଳାଙ୍କୁ ଗଣବଳାତ୍କାର
ନୂଆଦିଲ୍ଲୀ,୧୯।୮ : ଜଣେ ୨୨ ବର୍ଷୀୟା ମହିଳାଙ୍କୁ କାର୍ ଭିତରେ ୨ ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରୁ। ମହିଳାଙ୍କୁ ଚାକିରି କରାଇଦେବାକୁ କହି ଅଭିଯୁକ୍ତମାନେ ଦିଲ୍ଲୀ ନେଇ ଆସିଥିଲେ। ସୋମବାର ବଳାତ୍କାର କରିବା ପରେ…
ପୂରଣ ହେବ ୧୧,୦୦୬ ନର୍ସିଂ ଅଫିସର ପଦବୀ
ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ୧୧,୦୦୬ ନୂତନ ନର୍ସିଂ ଅଫିସର ପଦବୀ ସୃଷ୍ଟି କରାଯାଇଛି । ଏହି ପଦବୀଗୁଡ଼ିକ ରାଜ୍ୟର ସମସ୍ତ ଜିଲାର ମୁଖ୍ୟ ଚିକିତ୍ସାଳୟ…
ରାତାରାତି ମନ୍ଦିରରୁ ଉଠିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଚ୍ୟୁ
ମୁମ୍ବାଇ,୧୯।୮ : ମହାରାଷ୍ଟ୍ରର ପୁଣେରେ ଭାଜପା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମନ୍ଦିର ନିର୍ମାଣ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପତ୍ତି ଉଠାଯିବା ପରେ ରାତାରାତି ଗାଏବ ହୋଇଯାଇଛି ମୋଦିଙ୍କ ଷ୍ଟାଚ୍ୟୁ। ଭାଜପା କର୍ମୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ…
ବିଧାନସଭା ପ୍ରବେଶ ପାଇଁ ଆର୍ଟି-ପିସିଆର୍ ବାଧ୍ୟତାମୂଳକ
ଭୁବନେଶ୍ୱର,୧୯ା୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନ ପୂର୍ବରୁ ବିଧାନସଭାର ସମସ୍ତ ସଦସ୍ୟ, ସେମାନଙ୍କ ଡ୍ରାଇଭର ଏବଂ ବ୍ୟକ୍ତିଗତ କର୍ମଚାରୀ, ବିଧାନସଭାରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ମଧ୍ୟ ଆର୍ଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ…
Archives


