ଏବେ ଦିନକୁ ଥରେ ଖାଉଛନ୍ତି ମୋଦି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୯।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଟୋକିଓ ଅଲିମ୍ପିକ୍ସର ଭାଗ ନେଇଥିବା ଖେଳାଳିଙ୍କ ସହିତ ଏକ ଜଳଖିଆ ପାର୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସରକାରୀ ବାସଭବନରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଏହି ସମୟରେ ସେ ଖେଳାଳିଙ୍କ ସହ ଅନେକ…
ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କୁ ଲଜ୍ୟା ଲାଗିବା ଦରକାର: ଯୋଗୀ
ଲକ୍ଷ୍ନୌ,୧୯ ।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିବାନ ସମର୍ଥକଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି ସେମାନେ ସେଠାକାର ମହିଳା ଓ ଶିଶୁଙ୍କ ପରିସ୍ଥିତି ଦେଖିବା ଦରକାର । ଗୁରୁବାର ବିଧାନସଭା…
କ୍ରିକେଟ ଷ୍ଟାଡିୟମ୍ରେ ଲାଗିଛି ଲଙ୍କା-କଖାରୁ, ରାଗି ଏଭଳି କହିଲେ ଶୋଏବ୍ ଅଖତର…
ଲାହୋର,୧୯।୮: ଷ୍ଟାଡିୟମ୍ରେ ଖେଳ ହୁଏ। ତେବେ ଏବେ ବହୁଦିନ ଧରି ଷ୍ଟାଡିୟମ୍ ଖାଲି ପଡ଼ିବାରୁ ସେଠାରେ ଲଙ୍କା ଏବଂ କଖାରୁ ଗଛ ଉଠି ଫଳ ବି ଫଳିଛି। ଏଭଳି ପାକିସ୍ତାନର ପଞ୍ଜାବ ପ୍ରଦେଶର ଖାନଓ୍ବୋଲ ଷ୍ଟାଡିୟମ୍ରେ ଦେଖିବାକୁ ମିଳିଛି। ଷ୍ଟାଡିୟମ୍ରେ ବିଭିନ୍ନ…
ଶାହରୁଖଙ୍କ ଝିଅ ସୁହାନାଙ୍କ ଜୋତାର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରାୟତଃ କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ସୁହାନା ଆଜିକାଲି ପର୍ତ୍ତୁଗାଲରେ ଅଛନ୍ତି ଏବଂ ସେଠାରୁ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଇନଷ୍ଟାଗ୍ରାମ…
ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ସ୍ମିଥ୍ଙ୍କ ସହ ଘର ବାହୁଡିଲେ…
ସିଡନୀ,୧୯।୮: ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଆରୋନ ଫିଞ୍ଚଙ୍କୁ ଅଧିନାୟକ କରାଯାଇଥିବା ବେଳେ ଆହତ ସମସ୍ୟାରୁ ସୁସ୍ଥ ହୋଇ ଦଳରେ ସ୍ଥାନ ପାଇଛନ୍ତି ଷ୍ଟିଭ୍…
ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ସମର୍ଥନ କଲେ ଭାଜପା ନେତା
ନୂଆଦିଲ୍ଲୀ,୧୯ ।୮: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପୂର୍ବରୁ ଆଫଗାନୀସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ସେ ବିଭିନ୍ନ ଦେଶ ସହ ସମ୍ପର୍କ କରିଥିଲେ ମଧ୍ୟ କେହି ତାଙ୍କୁ ରଖିବାକୁ ରାଜି ହୋଇ…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ
ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ। ସେ ଏହାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କୁ ଉତ୍ସର୍ଗ…
ସଲ୍ମାନଙ୍କ ଶୋ’ରେ ଧମାଲ କରିବେ ରେଖା
ମୁମ୍ବାଇ: ବିଗ୍ ବସ ଓଟିଟିର ୫ ସପ୍ତାହର ଯାତ୍ରା ବାକି ଅଛି। ଏହା ଶେଷ ହେବା ପରେ ସଲମାନଙ୍କ ଶୋ’ ବିଗ୍ ବସ୍ -୧୫ ଆରମ୍ଭ ହେବ। ଶୋ’କୁ ନେଇ ବିଶେଷ ପ୍ରସ୍ତୁତି ଚାଲିଛି। ସିଜନ ୧୫ରେ ବଲିଉଡ୍ର ଏକ ବଡ଼…
ରାଜୌରିରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ଜୁନିୟର କମିଶନଡ ଅଫିସର ଶହୀଦ
ଜମ୍ମୁ,୧୯ ।୮: ଜମ୍ମୁର ରାଜୌରୀରେ ସୁରଡକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏଥିରେ ଜଣେ ଜୁନିୟର କମିଶନଡ ଅଫିସର ଶହୀଦ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା…
ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି: ୪ ଗୁରୁତର
ଖୋର୍ଦ୍ଧା ଅଫିସ, ୧୯।୮: ରୋଷେଇ ଘରେ ଗ୍ୟାସ ଟାଙ୍କି ଫାଟି ୪ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡାରେ । ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର…
ଝଗଡ଼ାକୁ ଆମେ ଡରୁନାହୁଁ, ଆମକୁ ଧକ୍କା ଦେଲେ ଆମେ ତାର ଜବାବ ଦେବୁ: ଇଂଲଣ୍ଡ କୋଚ୍
ଲଣ୍ଡନ,୧୯।୮: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଅନେକ କାରଣରୁ ସ୍ମରଣୀୟ ଥିଲା। ହେଲେ ଏହି ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ କିଛି ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଏବେ ଇଂଲଣ୍ଡର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ୍ ଏହି ପ୍ରସଙ୍ଗରେ ଏକ…
ଚିରାଗଙ୍କ ସହ ସାକ୍ଷାତ୍କାର ସମୟରେ ଭାବୁକ ହେଲେ ଶରଦ ଯାଦବ
ପାଟନା,୧୯ ।୮: ଚିରାଗ ପାଶୱାନ ଗୁରୁବାର ବରିଷ୍ଠ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ବିହାରରେ ହେଉଥିବା ଆଶୀର୍ବାଦ ଯାତ୍ରା ପାଇଁ ମାର୍ଗଦର୍ଶନଓ ଆଶୀର୍ବାଦ ନେଇଛନ୍ତି ଚିରାଗ । ପାଶୱାନ ତାଙ୍କ ମା’ଙ୍କ ସହ ମିଶି ଦିଲ୍ଲୀରେ ଶରଦ ଯାଦବଙ୍କୁ…
Archives


