Posted inଫୁରସତ

ଜନ୍ମ ହେବାମାତ୍ରେ ରାତାରାତି ଷ୍ଟାର ପାଲଟିଲେ ଯାଆଁଳା ଶିଶୁ: ଜାଣନ୍ତୁ କେମିତି

କାଲିଫର୍ନିଆରେ ଏକ ସ୍ବତନ୍ତ୍ର ଘଟଣା ଘଟିଛି। ଫାତିମା ମାଡ୍ରିଗାଲ ନାମକ ଜଣେ ମହିଳା ନାଟିଭିଡାଡ ମେଡିକାଲରେ ୧୫ ମିନିଟର ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ।ଏଥିରେ କୌଣସି ବିଶେଷତ୍ୱ ନ ଥିଲେ ମଧ୍ୟ ଏହି ଯାଆଁଳା ପିଲା ଦୁଇଟି ଭିନ୍ନ ବର୍ଷ, ଦିନ ଏବଂ ମାସରେ ଜନ୍ମ ହୋଇଥିଲେ, ଯାହା ତାଙ୍କୁ ସ୍ବତନ୍ତ୍ର କରିଛି। ଫେସବୁକରେ ହସ୍ପିଟାଲ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟରେ ଘଟଣାର ବିବରଣୀ ଦିଆଯାଇଛି।


ଆଲିନ ଟ୍ରୁଜିଲୋ ଏବଂ ଆଲଫ୍ରେଡୋ ଟ୍ରୁଜିଲୋ ମାତ୍ର ୧୫ ମିନିଟ ବ୍ୟବଧାନରେ ଜନ୍ମ ହୋଇଥିଲେ, କିନ୍ତୁ ସେମାନଙ୍କ ମାତାପିତା ଜାଣି ନ ଥିଲେ ଯେ ଏ ଦୁହେଁ ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହୋଇ ରାତାରାତି ଇଣ୍ଟରନେଟ ସେନ୍ସେସ ହେବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ, ନାଟିଭିଡାଡ ମେଡିକାଲ ଏକ ଫେସବୁକ ପୋଷ୍ଟରେ ଲେଖିଛି, ଆଏଲିନ ୟୋଲାଣ୍ଡା ଟ୍ରୁଜିଲୋ ଜାନୁୟାରୀ ୧ ଶନିବାର ମଧ୍ୟରାତ୍ରିରେ ଦୁନିଆରେ ପ୍ରବେଶ କରିଥିଲେ। ଏହି ସମୟରେ, ତାଙ୍କର ଯାଆଁଳା ଭାଇ ଆଲଫ୍ରେଡୋ ଆଣ୍ଟୋନିଓ ଟ୍ରୁଜିଲୋ ଡିସେମ୍ବର ୩୧ର ରାତି ୧୧: ୪୫ରେ ଜନ୍ମଗ୍ରହଣ କରିଥିଲେ।
ଯଆଁଳା ଶିଶଙ୍କୁ ମା’ ଫାତିମା କହିଛନ୍ତି, ଏହା ମୋ ପାଇଁ ଏକ ବିଶେଷ କଥା ଯେ ପ୍ରଥମେ ସେମାନେ ଯାଆଁଳା ଏବଂ ଦ୍ୱିତୀୟରେ ସେମାନେ ଭିନ୍ନ ଦିନରେ ଜନ୍ମ ହୋଇଥିଲେ। ମୁଁ ଆଶ୍ଚର୍ଯ୍ୟ ଏବଂ ଖୁସି ଯେ ମୋ ଝିଅ ରାତି ଅଧରେ ଜନ୍ମ ହେଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ସମସ୍ୟା ପଚାରି ବୁଝିଲେ ଏମ୍‌ପି: ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୧୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ସୋମବାର ପରିଦର୍ଶନ କରିଥିଲେ। ଏହି ବ୍ଲକର ବୋରିଆ ଓ ଉତ୍କେଳା, ଆଦି ଗ୍ରାମ…

ଟିମ ଇଣ୍ଡିଆକୁ ଫେରିବେ ସୂର୍ଯ୍ୟକୁମାର! ସାମ୍ନାରେ ବଡ଼ ସର୍ତ୍ତ ରଖିଲା BCCI

ନୂଆଦିଲ୍ଲୀ, ୧୩।୭: ୨୦୨୬ ଟି-୨୦ ୱାଲର୍‌ଡ କପ ଟ୍ରଫି ଜିତିବା ସତ୍ତ୍ୱେ ଭାରତୀୟ ଟି-୨୦ ଦଳରୁ ବାଦ୍‌ ପଡ଼ିଥିବା ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏକ…

କଳାହାଣ୍ଡିରେ ପୁଣି କୁମ୍ଭୀର ଆତଙ୍କ ଭାଲୁ ବୁଟୁରା ନାଳରେ କୁମ୍ଭୀର

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାତୀନଦୀର ପିଲାସ ଗାଁ ଘାଟ ନିକଟରେ ଗତ କିଛି ଦିନ ତଳେ ଏକ କୁମ୍ଭୀର ଦେଖିବାକୁ ମିଳିଥିବାବେଳେ…

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri