ଫୁଲ ତୋଳିବାକୁ ଯାଇ ଫେରିଲେନି ମହିଳା
ନିରାକାରପୁର,୨୧ା୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଧୀନରେ ଥିବା ଗୋଳବାଇ ପଞ୍ଚାୟତ କାୟା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭରତ ବେହେରାଙ୍କ ସ୍ତ୍ରୀ ରଙ୍ଗ ବେହେରା (୫୦)। ରଙ୍ଗ ଫୁଲ ତୋଳିବାକୁ ଯାଇଥିବା…
ଶୁଣ୍ଢରେ ଟାଣି ନେଇ ମହିଳାଙ୍କୁ କଚାଡ଼ିଦେଲା ହାତୀ
ହିନ୍ଦୋଳ,୨୧ା୮(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ୧୩ନଂ. ୱାର୍ଡ ତଣ୍ଟିଚିରା ଗ୍ରାମରେ ଶନିବାର ଭୋର ସମୟରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପୁନି ସାହୁ (୫୫)। ସମ୍ପୃକ୍ତା ମହିଳା ରାତି ପ୍ରାୟ ୩ଟାରେ…
ସ୍କୁଟିକୁ ପିଟିଲା ମାଲ ବୋଝେଇ କଣ୍ଟେନର: ରାସ୍ତା ମଝିରେ ଲାଗିଲା ନିଆଁ
ବାଲେଶ୍ୱର ଅଫିସ,୨୧ା୮: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ୬୦ ନଂ. ଜାତୀୟ ରାଜପଥ ମଧୁବନ ଢାବା ସମ୍ମୁଖରେ ଶୁକ୍ରବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ମାଲ ବୋଝେଇ କଣ୍ଟେନର ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟିଚାଳକଙ୍କ ମୃତ୍ୟୁ ଘଟିଛି।…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଗେଷ୍ଟ ହାଉସ୍ରେ ଡିଏଫ୍ଓଙ୍କୁ କ୍ରାଇମବ୍ରାଞ୍ଚର ଜେରା
ପାରଳାଖେମୁଣ୍ଡି,୨୧ା୮: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍ରେ ୪ ଜଣିଆ କ୍ରାଇମ୍ବ୍ରାଞ୍ଚ ଟିମ୍ ପଚରାଉଚରା ଜାରି ରଖିଛି। ତେବେ ଗୁରୁବାର ଡିଏଫ୍ଓଙ୍କ ଏକ…
୨୦୧୧ ବିଶ୍ୱକପ୍ ସମୟରେ ଧୋନୀଙ୍କ ଏହି ନିଷ୍ପତ୍ତି ପାଲଟିଥିଲା ମାଷ୍ଟରଷ୍ଟ୍ରୋକ୍; ଏବେ ମୁରଲୀଧରନ୍ କହିଲେ…
ନୂଆଦିଲ୍ଲୀ,୨୧।୮: ଶ୍ରୀଲଙ୍କାର ମହାନ ଅଫ୍ ସ୍ପିନର ମୁଥିୟା ମୁରଲୀଧରନ୍ ଭାରତୀୟ କ୍ରିକେଟର ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଛନ୍ତି। ଇଏସ୍ପିଏନ୍କ୍ରିକ୍ଇନ୍ଫୋ ସହ ସାକ୍ଷାତକାରରେ ମୁରଲୀଧରନ୍ କହିଛନ୍ତି, ଯେତେବେଳେ ମୁଁ ଚେନ୍ନାଇରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବୋଲିଂ କରିଥିଲି, ତାଙ୍କୁ ଭଲ ଭାବେ ବୁଝିପାରିଥିଲି।…
ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନ୍ରୁ ୨୪ ଲକ୍ଷ ଲୁଟ୍ ଘଟଣା: ମାଷ୍ଟରମାଇଣ୍ଡ ଅଟକ
ବ୍ରହ୍ମପୁର ଅଫିସ,୨୧ା୮: ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ୍ କମ୍ପାନୀର ଏଟିଏମ୍ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ ହେବାକୁ ଯାଉଛି। ସେହି ଗାଡ଼ିର ଚାଳକ ଆଶିଷ ଦିଘାଲ ହିଁ ଏହି ବହୁ…
ବିମାନ ବନ୍ଦର ନିକଟରୁ ୧୫୦ ଲୋକଙ୍କୁ ଅପହରଣ, ଅଧିକାଂଶ ଭାରତୀୟ!
କାବୁଲ,୨୧ ।୮: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସେଠାକାର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ତାଲିବାନ ଆସୁ ଆସୁ ତା’ର କ୍ରୁରତା ସବୁଠି ସ୍ପଷ୍ଟ ବାରି ହୋଇ ପଡିଲାଣି ବୋଲି କୁହାଯାଉଛି । ଏମାନେ ଗୋଟିଏ…
ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ନଡ୍ଡା
ଡେରାଡୁନ,୨୧ ।୮: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ରେ ହେବ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ଶଙ୍ଖନାଦ ଆରମ୍ଭ କଲାଣି । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବେ ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡ ଯାଇଛନ୍ତି…
୧୧ ଦିନ ପରେ କମିଲା କରୋନା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୨୧ ।୮: ଦେଶରେ କରୋନା ସଂକ୍ରମଣ କେତେବେଳେ ବୃଦ୍ଧି ପାଉଛି ତ ପୁଣି କେତେବେଳେ କମ୍ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪ ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତ୍ୟୁ ହାର କିନ୍ତୁ କମ୍ ହୋଇଯାଇଛି…
ରାଜ୍ୟରୁ ପୁଣି ୬୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ଶନିବାର କରୋନା ଆଉ ୬୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୨୮୯କୁ ବୃଦ୍ଧି ପାଇଛି। ୬୬ ମୃତକଙ୍କ ମଧ୍ୟରୁ…
ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ପ୍ରଶଂସାରେ ପୋତିଲେ ସଚିନ: କହିଲେ ‘ସେ ଲିଡର୍, ପରିସ୍ଥିତି ଯେମିତି ହେଉନା କାହିଁକି…’
ମୁମ୍ବାଇ,୨୧।୮: ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି। ହିତ ଏବେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଓପନର୍ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ଟେଷ୍ଟରେ…
ତାଲିବାନର ଆତଙ୍କବାଦୀମାନଙ୍କୁ ରାଖୀ ବାନ୍ଧିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ; ଟୁଇଟ୍ କରି ମୋଦିଙ୍କୁ କହିଲେ…
ବମ୍ବେ: ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଛି ଭୟର ବାତାବରଣ। ଲୋକମାନେ ପ୍ରାଣ ବଞ୍ଚାଇବାକୁ ଦେଶ ଛାଡ଼ି ଚାଲିଯିବାକୁ ଚାହୁଁଥିବା ବେଳେ ସେଠାକାର ମହିଳାମାନେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। କାରଣ ତାଙ୍କ ଉପରେ ଅତ୍ୟାଚାର…
Archives


