Posted inଫୁରସତ

ଗୋଟିଏ ବାଇକ୍‌ରେ ୮ ଲୋକ; ଦେଶୀ ଯୋଗାଡ଼ର ଏହି ଭିଡିଓ ଦେଖିଲେ…

ଆବଶ୍ୟକତା ହେଉଛି ଉଦ୍ଭାବନର ଚାବିକାଠି। ଅନେକ ସମୟରେ କିଛି ଅଦ୍ଭୁତ ଉଦ୍ଭାବନ ଧ୍ୟାନ ଆକର୍ଷଣ କରିଥାଏ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ। ଏବେ ସେଭଳି କିଛି ଘଟିଛି। ସୋସିଆଲ ମିଡିଆରେ ‘ଦେଶୀ ଯୋଗାଡ଼’ର ଏଭଳି ଏକ ଭିଡିଓ ଘୁରି ବୁଲୁଛି ଯାହାକୁ ଦେଖିଲେ ମୁଣ୍ଡ ଘୁରିଯିବ।

ସାଧାରଣତଃ ବାଇକ୍‌ରେ ଦୁଇ ନଚେତ ଅଧିକ ହେଲେ ତିନିଜଣ ବସିଥାନ୍ତି। ହେଲେ ଯଦି କେବେ ବାଇକ୍‌ରେ ୮ଜଣ ବସିବା ଦେଖିଛନ୍ତି କି ବୋଲି ପଚରାଯାଏ ତେବେ ଉତ୍ତର କ’ଣ ଦେବେ। ଅନେକ ନା ବୋଲି କହିବେ ନିଶ୍ଚୟ। ହେଲେ ଜଣେ ବ୍ୟକ୍ତି ଏପରି କରି ଦେଖାଇଛନ୍ତି। ସେ ନିଜ ବାଇକ୍‌ରେ ୮ଜଣଙ୍କୁ ବସାଇଛନ୍ତି। ଭିଡିଓଟି ଅନେକଙ୍କୁ ଚମକାଇଥିବା ବେଳେ ଅନେକେ ଏହାର ପ୍ରଶଂସା କରୁଛନ୍ତି। ଟୁଇଟ୍‌ରରେ ଶେୟାର କରାଯାଇଥିବା ଏହି ଭିଡିଓକୁ ଦେଖନ୍ତୁ:

 


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବିଧାନ ଛପା ହୋଇଥିବା ମେଶିନ୍‌ ଦେଢ଼ ଲକ୍ଷରେ ହେଲା ବିକ୍ରି

ଡେରାଡୁନ୍‌,୨୫।୧: ଦେଶର ସମ୍ବିଧାନ ଛପା ହୋଇଥିବା ୨ଟି ଲିଥୋଗ୍ରାଫ୍‌ ମେଶିନ୍‌କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏହି ମେଶିନ୍‌ ଦ୍ୱାରା ସମ୍ବିଧାନର ହଜାରେ କପି...

ଏଭରେଷ୍ଟ ଶିଖର ଛୁଇଁବା ଲକ୍ଷ୍ୟ

ପାଣିରେ ପହଁରିବା, ଗଛଚଢ଼ାଠାରୁ ଆରମ୍ଭ କରି ପାହାଡ଼ଚଢ଼ା ପର୍ଯ୍ୟନ୍ତ ବିଭିନ୍ନ ଦୁଃସାହସିକ କାର୍ଯ୍ୟ କରିବାରେ ତାଙ୍କୁ ମିଳେ ଆନନ୍ଦ। ଏହି ନିଶା ତାଙ୍କୁ ବିଶ୍ବ ରେକର୍ଡ...

ପ୍ଲେଟରେ ନିଆଁ ଗୁଳା ରଖି ଖାଉଛନ୍ତି ଏହି ମହିଳା, ଆଇପିଏସ୍‌ କହିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ଚେୟାରରେ ବସି  ଗୋଟିଏ ପରେ ଗୋଟିଏ ଚାମଚ ଫାୟାରବଲ୍‌  ଆରାମରେ...

ରେଳଧାରଣା ଭାଙ୍ଗିଥିବା ଦେଖି ଲାଲ ଶାଢ଼ୀ ହଲାଇଲେ ବୃଦ୍ଧା, ଟଳିଲା ବଡ ଦୁର୍ଘଟଣା

କେବଳ ଅଧ୍ୟୟନ ଦ୍ୱାରା ଜ୍ଞାନ ପ୍ରାପ୍ତି ହୋଇ ନ ଥାଏ। ଅନେକ ସମୟରେ ପାଠ ନ ପଢ଼ି ମଧ୍ୟ କିଛି ଲୋକ ଏଭଳି କାର୍ଯ୍ୟ କରିଥାନ୍ତି,...

ପେଟ୍ରୋଲ ଢାଳି ନିଜର ମର୍ସିଡିଜ୍‌ କାର୍‌ ଜାଳିଦେଲେ ଯୁବକ, କାରଣ ଜାଣିଲେ ଚକିତ ହେବେ

ରୁଷିଆର ଜଣେ ୟୁଟ୍ୟୁବର ନିଜର ମର୍ସିଡିଜ୍‌ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କରିଦେଇଛନ୍ତି। ୟୁଟ୍ୟୁବ୍‌ରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଏବେ ଭାଇରାଲ...

ମାର୍କେଟକୁ ଆସିଲା ଟଙ୍କା, ମୋବାଇଲ ସାନିଟାଇଜର

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର...

ବିଶ୍ୱରେକର୍ଡ ଭାଙ୍ଗିଲେ ଏହି ମହିଳା: ଏକାଥରକେ ଜନ୍ମ ଦେଲେ ୧୦ ସନ୍ତାନ

ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି।...

ନୂଆ ପ୍ରଜାତିର ସ୍ତନ୍ୟପାୟୀ

ନୂଆଦିଲ୍ଲୀ: ଭାରତର ଜୁଲୋଜିକାଲ ସର୍ଭେର ବୈଜ୍ଞାନିକମାନେ ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ଏକ ନୂଆ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଆବିଷ୍କାର କରିଛନ୍ତି। ନେଚର ନାମକ ପତ୍ରିକାରେ ଏହି ଆବିଷ୍କାର...

Advertisement
Archives

Model This Week