Home Left

ବୟାନ ନ ଦେଇ ସହର ଛାଡ଼ିଲେ ମହୀଶୂର ଗଣବଳାତ୍କାର ପୀଡ଼ିତା

ଲକ୍ଷ୍ନୌ, ୩୦।୮: କର୍ନାଟକର ମହୀଶୂର ଉପକଣ୍ଠ ଚାମୁଣ୍ଡି ପାହାଡ଼ରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ପୋଲିସ ଆଗରେ ବୟାନ ନ ଦେଇ ପରିବାର ସହ ସହର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ମହାରାଷ୍ଟ୍ରର ୨୩ ବର୍ଷୀୟା ଏମ୍‌ବିଏ ଛାତ୍ରୀଙ୍କ ଗଣବଳାତ୍କାର ମାମଲାରେ…

ଭାଜପା ଛାଡିଥିଲେ ୧୫, ଫେରିଲେ ୫ ଜିଲାପରିଷଦ

ବାରିପଦା ଅଫିସ,୩୦ା୮: ନିକଟରେ ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମୟୂରଭଞ୍ଜ ଜିଲାର ୧୫ ଜିଲାପରିଷଦ ସଦସ୍ୟ। ସେମାନଙ୍କ ମଧ୍ୟରୁ ରବିବାର ୫ଜଣ ଦଳକୁ ଫେରିଛନ୍ତି। ଜିଲାପରିଷଦଙ୍କ ଘରବାହୁଡ଼ାକୁ ନେଇ ଜିଲାରେ ରାଜନୀତି ସରଗରମ ହୋଇଛି। ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ…

ଋଣ ଦେବା ଆଳରେ ଠକି ନେଇଥିଲେ ୨୦ ଲକ୍ଷ

ରାଇରଙ୍ଗପୁର,୩୦ା୮(ଡି.ଏନ.ଏ.): ଗ୍ରାହକମାନଙ୍କୁ ଋଣ ଦେବା ଆଳରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେରାର ଥିବା ଏକ ଅର୍ଥ ଲଗାଣକାରୀ ସଂସ୍ଥାର ସିଏସ୍‌ଓଙ୍କୁ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନଥାନା ପୋଲିସ ରବିବାର ଗିରଫ କରିଛି। ସେ ହେଲେ ବାଲେଶ୍ୱର ଜିଲା…

୬୪ ବର୍ଷ ବୟସରେ ପରଦାରେ ଅନ୍ତରଙ୍ଗ ଦୃଶ୍ୟ କରିବାର ଅନୁଭବ ବଖାଣିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ତାରକା ଜ୍ୟାକି ଶ୍ରଫ ହିନ୍ଦୀ ସିନେମାର ଏକ ଜଣାଶୁଣା ନାମ। ଜଗ୍ଗୁ ଦାଦା ବୋଲି ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ନିକଟରେ ଜ୍ୟାକି ଶ୍ରଫ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ଇଣ୍ଟରଭ୍ୟୁ: ନାଇଟ ଅଫ ୨୬/୧୧’ ବିଷୟରେ ଖୁଲାସା କରିଛନ୍ତି ।…

୧୬ ବଲ୍‌ରେ ଶେଷ ହେଲା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌: ଖେଳାଳିଙ୍କ ସ୍କୋର ଜାଣିଲେ ହେବେ ଆଶ୍ଚର୍ଯ୍ୟ

କ୍ରିକେଟ ପଡ଼ିଆରେ ପ୍ରତିଦିନ କିଛି ରେକର୍ଡ ଭାଙ୍ଗେ କିଛି ରେକର୍ଡ ସୃଷ୍ଟି ହୁଏ। ଖେଳାଳିମାନେ ବଲ କିମ୍ବା ବ୍ୟାଟ ସହିତ କିଛି ଆଶ୍ଚର୍ଯ୍ୟ ପ୍ରଦର୍ଶନ କରନ୍ତି। କିନ୍ତୁ ବେଳେବେଳେ ଏପରି ଲଜ୍ଜାଜନକ ରେକର୍ଡ ମଧ୍ୟ କିଛି ଖେଳାଳି କିମ୍ବା ଦଳର ନାମରେ…

ପୁଅର ପର୍ନ କଲେକ୍ସଶନ୍‌ ଫୋପାଡ଼ିବାରୁ ବାପାଙ୍କୁ ଏଭଳି ଦଣ୍ଡାଦେଶ

ମିଚିଗାନ,୩୦।୮: ପୁଅର ପର୍ନ କଲେକ୍‌ଶନ(ସଂଗ୍ରହ) ଫୋପାଡ଼ିବା ବାପାଙ୍କୁ ମହଙ୍ଗା ପଡ଼ିଛି। ବାପାଙ୍କୁ କ୍ଷତିପୂରଣ ବାବଦକୁ ୨୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଭଳି ଘଟଣା ଘଟିଛି ଆମେରିକାର ମିଚିଗାନ ସହରରେ। ମିଳିିଥିବା ସୂଚନା ମୁତାବକ, ଜିଲା କୋର୍ଟର ବିଚାରପତି…

ବିବାହକୁ ନେଇ ଚିନ୍ତିିତ କି: ଜାଣନ୍ତୁ କିପରି ହୋଇଥିବେ ପାର୍ଟନର

ସାଧାରଣତହଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ ସେମାନଙ୍କ ପାର୍ଟନର କିପରି ହୋଇଥିବ। ତେବେ ମନରେ ଉଠୁଥବା ଏହି ଭଳି ପ୍ରଶ୍ନର ସରଳ ସମାଧାନ କରିବ ରାଷି ତେବେ…

ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ ଏକ ବର୍ଷ ହେଲା ସେ ହଂକଂ ପାଇଁ ଆଉ ଅନ୍ତର୍ଜାତୀୟ ସ୍ତରରେ ଖେଳୁ ନାହାନ୍ତି।…

ଇଣ୍ଟରନେଟ୍‌ ବନ୍ଦ କଲା ତାଲିବାନ୍‌

କାବୁଲ,୨୯ା୮: ପଞ୍ଜଶିରରେ ବିରୋଧୀଙ୍କ ଶକ୍ତି କମାଇବାକୁ ଏବଂ ଆଫଗାନିସ୍ତାନର ଗାଦିଚ୍ୟୁତ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କୁ ଟୁଇଟ୍‌ର ଠାରୁ ଦୂରେଇ ରଖିବା ଲାଗି ତାଲିବାନ୍‌ ପଞ୍ଜଶିର ଉପତ୍ୟକାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି। ବର୍ତ୍ତମାନ ସୁଦ୍ଧା ତାଲିବାନ୍‌ ଦଖଲ କରିପାରି ନ ଥିବା…

ଟିମ୍‌ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୮: ହେଡିଂଲେ ଟେଷ୍ଟରେ ଇଂଲଣ୍ଡ ଠାରୁ ଇନିଂସ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆରେ ଅନେକ ପରିବର୍ତ୍ତନ ହୋଇପାରେ। ଭାରତୀୟ ଦଳର ସବୁଠୁ ଅଭିଜ୍ଞ ପେସର ଇଶାନ୍ତ ଶର୍ମା ପରବର୍ତ୍ତୀ ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି। କାରଣ ତୃତୀୟ ଟେଷ୍ଟରେ…

ଟଙ୍କା ଉଠାଣ ଉପରେ କଟକଣା ଲଗାଇଲା ତାଲିବାନ୍‌

କାବୁଲ, ୨୯ା୮: ଆଫଗାନିସ୍ତାନରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ କଟକଣା ଲଗାଇଛି ତାଲିବାନ୍‌। ଲୋକେ ସପ୍ତାହକୁ ଅତିବେଶୀରେ ୨ ଶହ ଡଲାର (ପ୍ରାୟ ୧୪ ହଜାର ୭ଶହ ଟଙ୍କା) ଉଠାଇପାରିବେ । ଏନେଇ ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ଦେ ଆଫଗାନିସ୍ତାନ ବ୍ୟାଙ୍କ(ଡିଏବି)…

ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀଙ୍କୁ ଇଡିର ନୋଟିସ

ମୁମ୍ବାଇ,୨୯।୮: ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ଅନୀଲ ପରବ। ଏହାର କିଛି ଦିନ ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଛି। ଟଙ୍କା ହେରଫେର ମାମଲାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri