ଉପେକ୍ଷିତ ହୀରକ ତ୍ରିଭୁଜ: ଭିତ୍ତିଭୂମି ବିକାଶ ବହୁ ପଛରେ
ଯାଜପୁର ଅଫିସ,୩୦।୮: ବୌଦ୍ଧ କୀର୍ତ୍ତିରାଜିର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ହୀରକ ତ୍ରିଭୁଜ ବଳୟ ରତ୍ନଗିରି-ଉଦୟଗିରି-ଲଳିତଗିରିର ଭିତ୍ତିଭୂମି ବିକାଶ ବହୁ ପଛରେ ରହିଯାଇଛି। ପ୍ରାୟ ପ୍ରତିବର୍ଷ ରକ୍ଷଣାବେକ୍ଷଣ ନଁାରେ ଆସୁଥିବା ଅର୍ଥର ବିନିଯୋଗ ଠିକ ଭାବେ ହେଉ ନ ଥିବାରୁ ବିଶ୍ୱପ୍ରସିଦ୍ଧ…
୩ ନୂଆ ରୁଟ୍ରେ ଚାଲିବ ମୋ ବସ୍
ଭୁବନେଶ୍ୱର,୩୦।୮: ସେପ୍ଟେମ୍ବର ପହିଲାରୁ ରାଜଧାନୀରେ ତିନୋଟି ନୂଆ ରୁଟ୍ରେ ‘ମୋ ବସ୍’ ସେବା ଆରମ୍ଭ ହେବାକୁ ଯାଉଛି। ରୁଟ୍ ନଂ ୭୧ (ବରମୁଣ୍ଡାରୁ ରସୁଲଗଡ଼ ଦେଇ କୋଣାର୍କ), ରୁଟ୍ ନଂ ୩୫ (ମାଷ୍ଟର କ୍ୟାଣ୍ଟିନ୍ରୁ ଜୟଦେବ ପୀଠ) ଏବଂ ରୁଟ୍ ନଂ…
ରାଜନୀତି ଖେଳର ଶିକାର ହୋଇଗଲି: କୁମ୍କୁମ୍ ମହାନ୍ତି
ଓଡ଼ିଶୀ ନୃତ୍ୟ ଜଗତର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ କୁମ୍କୁମ୍ ମହାନ୍ତି। ଓଡ଼ିଶୀ ନୃତ୍ୟର ବିଶିଷ୍ଟ ଗୁରୁ କେଳୁଚରଣ ମହାପାତ୍ରଙ୍କର ସେ ପଟ୍ଟଶିଷ୍ୟା। ବହୁ ଉଦ୍ୟମ କରି ସରକାରଙ୍କ ସହଯୋଗରେ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଇଥିଲେ। ଏହା ମାଧ୍ୟମରେ ସେ…
କପିଲ୍ ଶର୍ମା ଶୋ’ରେ ନବୀନ
ଭୁବନେଶ୍ୱର,୩୦।୮(ବ୍ୟୁରୋ): ଲୋକପ୍ରିୟ ଜାତୀୟ ଟିଭି ଶୋ’ ଦି କପିଲ୍ ଶର୍ମା ଶୋ’ରେ ପ୍ରଥମ ଥର ଲାଗି ଭର୍ଚୁଆଲ ମୋଡ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଛି। ବହୁ ବଲିଉଡ୍ ତାରକା ନିଜର ଫିଲ୍ମ ପ୍ରମୋସନ୍ ଲାଗି ସୋନି ଟିଭିର ଏହି ଶୋ’କୁ…
କ୍ରିକେଟକୁ ବାଏ ବାଏ କହିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୩୦।୮: ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନି ସୋମବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ୩୭ ବର୍ଷୀୟ ବିନି ଦୀର୍ଘ ସମୟ ଧରି ଦଳରୁ ବାଦ୍ ପଡୁଥିଲେ। ସେ ୨୦୧୬ ପରଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାଁନ୍ତି। ଯଦିଓ ସେ…
ବିଭିନ୍ନ ଅନୁପାଳନ ସୀମା ବୃଦ୍ଧି
ନୂଆଦିଲ୍ଲୀ,୩୦।୮: ଅର୍ଥ ମନ୍ତ୍ରଣାଳୟ ରବିବାର ଜିଏସ୍ଟି ଆମନେଷ୍ଟି ସ୍କିମ ସୀମାକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରିଛି। ମାସିକ ରିଟର୍ନ ଫାଇଲ କରିବା ବିଳମ୍ବ ଦେୟରେ ଟିକସଦାତା ଏହା ଦ୍ୱାରା କିଛିଟା ରିହାତି ପାଇବେ। ବାକି ପଡିଥିବା ଟିକସ ଦେୟ ବିଳମ୍ବରେ…
ଜବାବ ଦେଉନି ସିପିସିବି
ଯାଜପୁର ଅଫିସ,୩୦ା୮: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଫାକର ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ଛାଡ଼ିବା ମାମଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ରେ ଝୁଲିରହିଛି। ଅଭିଯୋଗର ପ୍ରମାଣ ଖୋଦ୍ ବେଦାନ୍ତର ଖଣି…
ଆଜି ଜନ୍ମାଷ୍ଟମୀ, ଭକ୍ତଙ୍କୁ ମନ୍ଦିର ମନା
ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି । ଏଥିପାଇଁ ରାଜ୍ୟର ବିଭିନ୍ନ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ପାଳନ ହେଉଛି ଜନ୍ମାଷ୍ଟମୀ। କେବଳ ମନ୍ଦିରଗୁଡ଼ିକରେ ନୀତିକାନ୍ତି ଯାହା…
ରାଜ୍ୟରୁ ଆଉ ୬୭ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୩୦ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍ ଲାଗୁନି। ଆଜି ସର୍ବାଧିକ ୬୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ…
ଆଜି ରାଜ୍ୟରୁ ୬୦୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩୦।୮(ବ୍ୟୁରୋ): ସୋମବାର ରାଜ୍ୟରୁ ୬୦୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୭,୧୧୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୫୪ ଜଣ ଚିହ୍ନଟ…
୧୦ ସପ୍ତାହ ମଧ୍ୟରେ ଏହି ବ୍ୟକ୍ତି ୫ ଥର ନେଇ ସାରିଲେଣି କରୋନା ଟିକା, କାରଣ ଜାଣିଲେ…
କରୋନା ଭାଇରସ୍କୁ ଏଡ଼ାଇବା ପାଇଁ ଲୋକମାନେ ଅନେକ ସତର୍କତା ଅବଲମ୍ବନ କରୁଛନ୍ତି। ସୁଯୋଗ ପାଇବା ମାତ୍ରେ ଲୋକେ ଟିକା ନେଉଛନ୍ତି। ବିଶ୍ୱର ପ୍ରାୟ ସମସ୍ତ ଦେଶର ଲୋକମାନେ କରୋନା ଟିକା ଗ୍ରହଣ କଲେଣି। ଟିକା ଆସିବା ପରଠାରୁ ଲୋକମାନେ କରୋନା ଟିକା…
କେବଳ ଏହି କାରଣ ପାଇଁ ଅମିରଙ୍କ ଉପରେ ଭୀଷଣ ରାଗିଥିଲେ ମାଧୁରୀ
୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହୁଛୁ ଯାହା ଫିଲ୍ମର…
Archives


