ଅଭିନେତା ସିଦ୍ଧାର୍ଥ ଶୁକ୍ଳା, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମଧ୍ୟରେ ରହିଛି ଅଜବ ସଂଯୋଗ
ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର ସରିଛି । ମୁମ୍ବାଇର ଓସିୱାରା ଇଲେକ୍ଟ୍ରିକ ଶବଦାହ ଗୃହରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପରିବାର ସଦସ୍ୟଙ୍କ ବ୍ୟତୀତ ଟେଳିଭିଜନ ଦୁନିଆର ବହୁ କଳାକାର ଲୁହଭିଜା ଆଖିରେ ସିଦ୍ଧାର୍ଥଙ୍କ୍ୁ ବିଦାୟ ଦେଇଛନ୍ତି…
ଦୀପିକାଙ୍କ ବଦାନ୍ୟତା
ମୁମ୍ବାଇ: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ ଏବେ ତାଙ୍କ କୋଷ୍ଟାରଙ୍କ ପାଇଁ ଆଗେଇ ଆସିଛନ୍ତି । ମୁଭି ‘ଛପାକ’ରେ ତାଙ୍କ ସହ ଅଭିନୟ କରିଥିବା ବାଲା ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ବାଲା ହେଉଛନ୍ତି ଜଣେ ଏସିଡ୍…
ମ୍ୟାଚ୍ ଫିକ୍ସିଂ କରିବାକୁ କୋଚ୍ କହୁଥିଲେ
ନୂଆଦିଲ୍ଲୀ,୩।୯: ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ଶୁକ୍ରବାର ଜାତୀୟ କୋଚ୍ ସୌମ୍ୟଦୀପ ରୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଦୋହାଠାରେ ଆୟୋଜିତ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ତାଙ୍କ ଛାତ୍ର ଠାରୁ ଜାଣିଶୁଣି ହାରି ଯିବାକୁ…
ସବ୍ସିଡି ନାଁରେ ୬ କୋଟି ଠକେଇ
ଭୁବନେଶ୍ୱର,୩।୯(ବ୍ୟୁରୋ): ଚାଷୀଙ୍କ ନାଁରେ ସବ୍ସିଡି ଉଠାଇ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧି ଶାଖା(ଇଓଡବ୍ଲ୍ୟୁ) ଶୁକ୍ରବାର ଜଣେ ଅଭିଯୁକ୍ତଙ୍କୁ ବାଲେଶ୍ୱରରୁ ଗିରଫ କରିଛି। ସେ ହେଲେ ବାଲେଶ୍ୱର ସଦର ଥାନାର…
ଦିଦିରୁ ଦେବୀ ହେବାକୁ ଯାଉଛନ୍ତି ମମତା: ଭାଜପା କହିଲା ହିନ୍ଦୁଙ୍କ ଅପମାନ
କୋଲକାତା,୩ ।୯: ପାଖେଇ ଆସୁଛି ପାର୍ବଣ ଋତୁ । ଆଉ କେଇଟା ଦିନ ପରେ ସାରା ଦେଶରେ ପାଳନ କରାଯିବ ଦୁର୍ଗାପୂଜା । ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇ ଗଲାଣି । ହେଲେ ଦୂର୍ଗାପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମବଙ୍ଗରେ ଏଥର…
ପାକିସ୍ତାନର ଏହି ଅଲରାଉଣ୍ଡର ଧୋନୀଙ୍କ ବଡ଼ ପ୍ରଶଂସକ; ଘରର କାନ୍ଥରେ ଲଗାଇଛନ୍ତି ଫଟୋ
ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦୁନିଆର କୋଣ ଅନୁକୋଣରେ ଧୋନୀଙ୍କ ପ୍ରଶଂସକ ରହିଛନ୍ତି। ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଜଣେ ପାକିସ୍ତାନୀ ଅଲରାଉଣ୍ଡର। ସେ ହେଉଛନ୍ତି ଫହିମ…
ଘାଟିରେ ବସ୍କୁ ପିଟିଲା ଟ୍ରକ୍: ୨୨ ଆହତ
ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସହ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି।…
ନ୍ୟୁଜିଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ: ୬ ଜଣଙ୍କୁ ଛୁରାମାଡ ପରେ ୬୦ ସେକେଣ୍ଡରେ ପୋଲିସ ଗୁଳିରେ ନିହତ ଆକ୍ରମଣକାରୀ
ୱେଲିଂଟନ,୩ ।୯: ନ୍ୟୁଜିଲାଣ୍ଡର ଓକଲ୍ୟାଣ୍ଡ ସୁପରମାର୍କେଟରେ ଜଣେ ଆତଙ୍କବାଦୀ ଏକକାଳୀନ ୬ଜଣଙ୍କୁ ଛୁରାମାଡ କରିଥିଲେ । ତତ୍କ୍ଷଣାତ୍ ପୋଲିସ ଉକ୍ତ ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବାରୁ ମାତ ୬୦ ସେକେଣ୍ଡ ମଧ୍ୟରେ ସେ ନିହତ ହୋଇଥିବା କୁହାଯାଉଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ…
ମହାନ ଭାରତୀୟ ପେସରଙ୍କ କ୍ଲବରେ ଉମେଶ
ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ କ୍ରେଗ ଓଭର୍ଟନଙ୍କୁ ଆଉଟ୍ କରି ଭାରତୀୟ ପେସର ଉମେଶ ଯାଦବ ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ…
ରାଗରେ ୫୦୦ କିଲୋ ଓଜନ ମଇଁଷିକୁ ଏପରି ଟେକି କଚାଡ଼ିଲା ହାତୀ; ଲଢ଼େଇ ବେଳର ଫଟୋ…
ଆପଣମାନେ ପଶୁମାନଙ୍କୁ ନିଜ ଭିତରେ ଲଢ଼େଇ କରୁଥିବା ନିଶ୍ଚିତ ଦେଖିଥିବେ ନଚେତ ଶୁଣିଥିବେ। ସେଥିରୁ କିଛି ଲଢ଼େଇ ଦେଖିଲେ ଲୋମ ଟାଙ୍କୁରି ଉଠେ। ବୃହତ୍କାର ପଶୁମାନେ ଯେତେବେଳେ ପରସ୍ପର ସହ ଲଢ଼ିଥାନ୍ତି ସେତେବେଳେ ଦୃଶ୍ୟ ସେତିକି ଭୟଙ୍କର ହୋଇଥାଏ। ଏହି କ୍ରମରେ…
ଦୁର୍ଘଟଣାରେ ଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର
ଢେଙ୍କିକୋଟ, ୩।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ସାନ୍ତରାପୁର ପଞ୍ଚାୟତ ରାଇବଣ ସାହି ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଦାଦାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁତୁରା ଗୁରୁତର ହୋଇଛନ୍ତି। ମୃତକ ହେଲେ ସଦର ଥାନା…
କ୍ୟାପଟେନ ବଦଳାଇବ ନାହିଁ ଦିଲ୍ଲୀ କ୍ୟାପିଟାଲ
ନୂଆଦିଲ୍ଲୀ,୩।୯: ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍ ପାଇଁ ଶ୍ରେୟାସ ଆୟାର ଉପଲବ୍ଧ ହୋଇଛନ୍ତି। ହେଲେ ରିଷଭ ପନ୍ତ ହିଁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ନେତୃତ୍ୱ ଭାର ସମ୍ଭାଳିବେ। ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦଳର ପ୍ରତ୍ୟେକ…
Archives


