ଯାଞ୍ଚରେ ନାକଚ ହେଲା ୬ ନାମାଙ୍କନ: ୨ ସରପଞ୍ଚ, ୬ ସମିତିସଭ୍ୟ ଅପ୍ରତିନ୍ଦ୍ୱନ୍ଦ୍ୱୀ
ହିଞ୍ଜିଳିକାଟୁ,୨୨ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହିଞ୍ଜିଳିକାଟୁ ବ୍ଲକରେ ଶନିବାର ଯାଞ୍ଚ ପରେ ୬ ନାମାଙ୍କନ ଖାରଜ ହୋଇଛି। ୩ ସମିତି ସଦସ୍ୟ, ୨ ସରପଞ୍ଚ ଓ ଗୋଟିଏ ଓ୍ବାର୍ଡସଭ୍ୟ ନାମାଙ୍କନକୁ ଯାଞ୍ଚ ପରେ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ତଥା…
ଆନ୍ତଃଜିଲା ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ: ୬ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ଝାରସୁଗୁଡ଼ା ଅଫିସ,୨୨ା୧: ଲୁଟେରାମାନେ ପୋଲିସ୍କୁ ଚ୍ୟାଲେଞ୍ଜ ଦେଇ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରୁ ଗୋଟିଏ ପରେ ଗୋଟିଏ ବାଇକ୍ ଲୁଟ୍ କରି ଚାଲିଥିଲେ। ଯାହାକି ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ଏହି ଆନ୍ତଃଜିଲା ବାଇକ୍ ଚୋରି ରାକେଟ୍ ପର୍ଦ୍ଦାଫାଶ କରିବାରେ…
ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍
କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ। ସ୍ବାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ସ୍ତ୍ରୀ ଆଶା…
ଆଉ କାମକୁ ଯିବିନି, ମାଲିକଙ୍କୁ ଫୋନ୍ କରି କହିଲେ ଚାକର; କାରଣ ଜାଣିଲେ…
ଜଣେ ମାଲିକଙ୍କ ଏକ ଫ୍ୟାକ୍ଟ୍ରିରେ ଚାକର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଫୋନ୍ କରି କହିଲେ ଆଉ କାମକୁ ଯିବି ନାହିଁ। ତାଙ୍କର ଏମିତି କହିବା ପଛରେ ଏକ ବଡ଼ କାରଣ ବି ରହିଛି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।…
ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୧,୩୪୪ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଆଜି ରାଜ୍ୟରୁ ୧୧,୩୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧,୧୦,୭୬୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩,୧୬୬…
ଜେଜେମା’ଙ୍କ ଜୀବନ ନେଲେ ନାତି
ରାଇକିଆ,୨୨ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର କାମ୍ବାଗୁଡ଼ା ଗ୍ରାମର ସରୋଜିନି ପ୍ରଧାନ(୭୨) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ରାଇକିଆ ପୋଲିସ ଜବତ କରିଛି। ବୃଦ୍ଧାଙ୍କୁ ତାଙ୍କର ମାନସିକ ବିକାରଗ୍ରସ୍ତ ନାତି ମନୋଜ ପ୍ରଧାନ ହତ୍ୟା କରିଥିବା ନେଇ ଅଭିଯୋଗ…
ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ
ଇସଲାମାବାଦ,୨୨ା୧: ବିଶ୍ୱ ମହାମାରୀ କରୋନା ଭୂତାଣୁ ସହ ପାକିସ୍ତାନ କଡ଼ା ମୁକାବିଲା କରୁଛି। ଏଠାରେ ଦୈନନ୍ଦିନ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଦେଶର ଅବସ୍ଥା ଭଲ ନାହିଁ। ଏଭଳି ପରିସ୍ଥିତିରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାକିସ୍ତାନର ସମସ୍ୟାକୁ…
ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି ଭୂମି
ମୁମ୍ବାଇ: ବଡ ପରଦାରେ ନିଜ ଅଭିନୟର ଜଲୱା ଦେଖାଇ ସାରିଥିବା ଭୂମି ପେଡନେକର ସବୁବେଳେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଗୁରୁତ୍ୱ ଦିଅନ୍ତି । ଅନେକ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କ ୱାର୍କ ଆଉଟର ଫଟୋ ପୋଷ୍ଟ କରିଥାଆନ୍ତି ।…
ବଦଳୁଛି ସାମନ୍ଥାଙ୍କ ହାବଭାବ: ବିବାହ ବିଚ୍ଛେଦ ପରେ ହେବ କି …
ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ସାଉଥର ଏହି ସୁପରହିଟ ଯୋଡ଼ି ସାମନ୍ଥା ଓ ନାଗା ଚୈତନ୍ୟ ଅଲଗା ହୋଇ ଯାଇଥିଲେ । ଏ ନେଇ…
ଭାଇରାଲ ହେଉଛି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ
ମୁମ୍ବାଇ: ଅଭିନେତ୍ରୀ ନୁସରତ ଜାହାଁ ବ୍ୟାୟାମ କରିବା ପରେ ଥକ୍କା ହୋଇ ଏକ ସ୍କିନ୍ ଫିଟ୍ ଡ୍ରେସ୍ ପିନ୍ଧି ତାଙ୍କ ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ବୋଲ୍ଡ ଦେଖାଯାଉଛନ୍ତି। ନୁସରତ ଫଟୋଗୁଡ଼ିକୁ ଅନେକ ଲୋକଙ୍କ ସହ ଟ୍ୟାଗ୍ ବି…
କେରଳ ଜେଲ୍ରେ କରୋନା ବିସ୍ଫୋରଣ…
ଥିରୁଭାନନ୍ତପୁରମ୍୍, ୨୨।୧ : କେରଳର ଥିରୁଭାନନ୍ତପୁରମ୍ଠାରେ ଥିବା ପୂଜାପୁରା କେନ୍ଦ୍ରୀୟ ଜେଲ୍ରେ କରୋନା ବିସ୍ଫୋରଣ ଘଟିଛି। ଜେଲର ୨୬୨ କଏଦୀଙ୍କ ନମୁନା ରିପୋର୍ଟ କରୋନା ପଜିିଟିଭ୍ ଆସିଛି। ଜେଲର ୯୩୬ କଏଦୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ନମୁନା ରିପୋର୍ଟ ଆସିବା ପରେ…
ଜଣେ ବ୍ୟକ୍ତି ଏକାସାଙ୍ଗରେ ଘରକୁ ନେଇ ଆସିଲେ ୧୦୦ରୁ ଅଧିକ ସାପ, ଆଉ ତା’ ପରେ…
ଓ୍ବାଶିଂଟନ,୨୨ା୧: ଆମେରିକାର ମ୍ୟାରିଲାଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ଘରକୁ ଏକାସାଙ୍ଗରେ ୧୦୦ରୁ ଅଧିକ ସାପ ନେଇଆସିଥିଲେ। ଏହି ଘଟଣା ଗତ ୧୯ ତାରିଖରେ ହୋଇଥିଲା। ଏନେଇ ପଡ଼ୋଶୀମାନେ ପ୍ରଥମେ ଜାଣି ପାରି ନ ଥିଲେ।…

