ଅସରପା ଉପରେ ପେଣ୍ଟିଂ କରି ଚର୍ଚ୍ଚାରେ ବ୍ରେଣ୍ଡା…
ଚିତ୍ରଶିଳ୍ପୀମାନେ ସୃଜନଶୀଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥା’ନ୍ତି। ସେମାନେ କେଉଁଥିରେ ସୀମିତ ନ ଥାଆନ୍ତି। ତାଙ୍କ ସୃଜନଶୀଳତାର କିଛି ସୀମା ନ ଥାଏ। ସେମାନେ କାହାକୁ ବି ରଙ୍ଗ ଭାବେ ଓ ଯେକୌଣସି ଜିନିଷକୁ କାନ୍ଭାସ୍ ଭାବେ ବ୍ୟବହାର କରି ଆଙ୍କିପାରନ୍ତି ମନଲୋଭା…
ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦।୧(ବ୍ୟୁରୋ): ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ଆଜି ସାରା ଦେଶ ବାପୁଙ୍କୁ ମନେ ପକାଉଛି। ସର୍ବଦା ସତ୍ୟ ଓ ଅହିଂସାର ମାର୍ଗ ଆପଣାଉଥିବା ବାପୁଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ବାପୁଙ୍କ ଅନେକ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ…
୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସଞ୍ଜୟ, ସୁନୀଲ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଦୀର୍ଘବର୍ଷ ପରେ ଏହି ଦୁଇ ଅଭିନେତା ଫିଲ୍ମରେ ଏକାଠି ନଜର ଆସିବେ। ଦର୍ଶକମାନେ ୧୨ ବର୍ଷ ପରେ ଉଭୟଙ୍କୁ ଦେଖିବାକୁ ସୁଯୋଗ ପାଇବେ। ଶେଷଥର ପାଇଁ ୨୦୧୦ରେ…
ଏ ଜନ୍ମରେ ସରିଲାନି ସଙ୍ଗୀତର ଶିକ୍ଷା- ଶ୍ୟାମାମଣି ଦେବୀ
ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ନିଜର ସୁଲଳିତ କଣ୍ଠରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରି ଉତ୍କଳୀୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ଶ୍ୟାମାମଣି ଦେବୀଙ୍କ ଅବଦାନ ଅତୁଳନୀୟ। ଯେଉଁଥିପାଇଁ ସେ ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଭୟ ଓଡ଼ିଶୀ…
ଗୋଟିଏ ଡିଜିଟାଲ ଆଇଡିରେ ରହିବ ସମସ୍ତ ପରିଚୟପତ୍ର
ନୂଆଦିଲ୍ଲୀ,୩୦ା୧: ସମସ୍ତ ପ୍ରକାର ପରିଚୟପତ୍ର ପାଇଁ ଗୋଟିଏ ଡିଜିଟାଲ ୟୁନିକ୍ ଆଇଡି ରହିବ। ଏହା ଉପରେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କାମ କରୁଛି। ମନ୍ତ୍ରଣାଳୟ ଫେଡରେଟେଡ୍ ଡିଜିଟାଲ ଆଇଡେଣ୍ଟିଟ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ମନ୍ତ୍ରଣାଳୟ…
କରୋନା ଆକ୍ରାନ୍ତ ହେଲେ କାଜଲ
ମୁମ୍ବାଇ: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଜୀବନକୁ ଏହା ବିଚଳିତ କରିଛି। ଏଥିରୁ ବି ବାଦ୍ ପଡ଼ିବାହାନ୍ତି ବଲିଉଡ୍ର ବଡ଼ ବଡ଼ କଳାକାର। କରୋନା ସ୍ଥିତିରେ ଟିକେ ସୁଧାର ଆସୁଥିବା ବେଳେ ଅଭିନେତ୍ରୀ…
ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ ଚେତାବନୀ
ନବରଙ୍ଗପୁର, ୩୦ା୧ (ବି.ପ୍ର.)-ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତ ଚିକିଲି ଗ୍ରାମରେ ଗ୍ରାମବାସୀ ଯାତାୟାତ ପାଇଁ ଦୀର୍ଘ ଦିନ ହେବ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମ ଭିତରେ ପ୍ରବେଶ କଲେ କାଦୁଅ ପଚପଚ ରାସ୍ତା ଯୋଗୁ ପ୍ରତିଦିନ ଅନେକ ଦୁର୍ଘଟଣା ଘଟୁଛି।…
ନିଜ ଦୁନିଆର ସେମାନେ ରାଜା: ଆକାରରେ ଛୋଟ ହେଲେ ବି କାମରେ ବଡ଼…
ସମାଜରେ ସେମାନେ ପରିଚିତ ବାମନଭାବେ। ଭିନ୍ନ ଦୃଷ୍ଟିର ଚାହାଣି ସହ ଅନେକ ସମୟରେ ତାଚ୍ଛଲ୍ୟଭରା ହସ ସତେ ଯେମିତି ତାଙ୍କ ଜୀବନର ଏକ ଅଂଶ। ହେଲେ ଏସବୁକୁ ଆଡ଼େଇ ସେମାନେ ଆଗକୁ ବଢ଼ିଛନ୍ତି। ନିଜ ଜୀବନର ନିୟମ ନିଜେ ଗଢ଼ିଛନ୍ତି, ନିଜ…
ଅନୁଗୋଳରେ ଗଡ଼ିଲା ପ୍ରଥମ ଦୁଗ୍ଧ ଏଟିଏମ୍
ଛେଣ୍ଡିପଦା, ୩୦ା୧(ସ୍ବ.ପ୍ର.) ସାହି ସାହି ବୁଲୁଛି ମିଲ୍କ ଭ୍ୟାନ୍। ଏଟିଏମ୍ରୁ ଟଙ୍କା ବାହାରିବା ଭଳି ସେଥିରୁ ବାହାରୁଛି ଉନ୍ନତମାନର କ୍ଷୀର। ଅନୁଗୋଳ ଜିଲାରେ ପ୍ରଥମ ଥର ଏଭଳି ଦୁଗ୍ଧ ଏଟିଏମ୍ ଆରମ୍ଭ କରି ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଛେଣ୍ଡିପଦା ବ୍ଲକ ବରସାହି…
କୁଇଣ୍ଟାଲ ପିଛା ୮ କେ.ଜି. କଟ୍ନୀ
ବଇଣ୍ଡା, ୩୦ା୧(ଡି.ଏନ୍.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ଶନିବାର କୁଇଣ୍ଟାଲ ପିଛା ୮କେ.ଜି. ଧାନ କଟ୍ନୀକୁ ନେଇ ଚାଷୀ ଅସେନ୍ତାଷ ଦେଖାଦେଇଛି। ଧାନ ସଂଗ୍ରହ ଦାୟିତ୍ୱରେ ଥିବା ମିଲର ମନଇଚ୍ଛା ଏଭଳି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।…
୪ଟା ୨୦ରେ ଉଠିବ ମହାଦୀପ
ଢେଙ୍କାନାଳ ଅଫିସ, ୩୦ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଜାଗରଯାତ୍ରା ଏବଂ ଯୋରନ୍ଦା ମାଘମେଳା ବିନା ଶ୍ରଦ୍ଧାଳୁରେ ହେବ। ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶନିବାର ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ…
ରାଜ୍ୟରୁ ପୁଣି ୧୯ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୧୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୫୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…

