Posted inଜାତୀୟ

୨ଟି ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୩୦।୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚନ୍ନି ଚମକୌର ସାହିବ ବିଧାନସଭା ଆସନ ବ୍ୟତୀତ ଭଦୌଡ ଆସନରୁ ମଧ୍ୟ ଲଢିବେ ବୋଲି ଜଣାପଡିଛି। କଂଗ୍ରେସ ରବିବାର ୮ ଜଣ ପ୍ରାର୍ଥୀଙ୍କ ତୃତୀୟ ତଥା ଅନ୍ତିମ ତାଲିକା ପ୍ରକାଶ କରିଛି। ଏଥିରେ ଭଦୌଡ (ସଂରକ୍ଷିତ) ଆସନରୁ ଚନ୍ନି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରାଯାଇଛି। ସେପଟେ ପଟିଆଲା ବିଧାନସଭା ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିପକ୍ଷରେ କଂଗ୍ରେସ ବିଷ୍ଣୁ ଶର୍ମାଙ୍କୁ ପ୍ରାର୍ଥୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ ଗିରଫ

ନୂଆଦିଲ୍ଲୀ, ୧୫ା୫: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ସୋମବାର ଇଣ୍ଡିଆ ଆହେଡ୍‌ ନ୍ୟୁଜ୍‌ର ଅରବିନ୍ଦ କୁମାର ସିଂଙ୍କୁ ଗିରଫ କରିଛି। ବେଆଇନ ଭାବେ ସଂଗୃହୀତ...

ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ଘରୋଇ ହିଂସାର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ଦ୍ୱାରା ଆତ୍ମହତ୍ୟା ମାମଲାର ସମାଧାନ ପାଇଁ ନିର୍ଦ୍ଦେଶନାମା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।...

ସ୍ବାମୀଙ୍କ ହତ୍ୟା କରିଥିବା ସ୍ତ୍ରୀଙ୍କୁ ମଧ୍ୟ ମିଳିବ ପେନସନ: ହାଇକୋର୍ଟ

ଚଣ୍ଡିଗଡ଼, ୩୧।୧: ସ୍ବାମୀଙ୍କ ଅନ୍ତେ ମିଳୁଥିବା ପରିବାର ପେନସନ ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି ସ୍ତ୍ରୀ ତାଙ୍କ...

କରୋନାରେ ପ୍ରାଣ ହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ

ଅହମ୍ମଦାବାଦ,୨୭।୪: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ଅନେକ ଜୀବନ ନେଲାଣି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁଡୀ...

ପେପର ଲିକ୍‌ ଉପରେ ଚର୍ଚ୍ଚା କରନ୍ତୁ ଭାଜପା ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୨।୪(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କ ସହ ପରୀକ୍ଷାକୁ ନେଇ ଚର୍ଚ୍ଚା କରୁଥିବାବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଭାଜପା ସରକାରଙ୍କୁ ପେପର...

ଭଗବାନଙ୍କ ନିକଟରେ କୌଣସି ଜାତି-ବର୍ଣ୍ଣ ନାହିଁ, ପଣ୍ଡିତମାନେ ଏସବୁ କରିଛନ୍ତି ସୃଷ୍ଟି: ମୋହନ ଭାଗବତ

ମୁମ୍ବାଇ,୬।୨: ଜାତି ଧର୍ମ ସମ୍ବନ୍ଧରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ(ଆରଏସଏସ୍‌)ର ମୁଖ୍ୟ ମୋହନ ଭାଗବତ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ମୁମ୍ବାଇରେ ସେଣ୍ଟ ଶିରୋମଣି ରୋହିଦାସ...

ଅମ୍ବାନୀଙ୍କୁ କାଟିଲେ ଆଦାନୀ, ଜୁକରବର୍ଗ ପଡ଼ିଲେ ପଛରେ

ନୂଆଦିଲ୍ଲୀ,୪।୨: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ। ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ସେ। ଫୋର୍ବସ ରିୟଲ୍‌ ଟାଇମ୍‌ ବିଲେନିୟର୍ସ ରିପୋର୍ଟ ତାଲିକାରେ ଗୌତମ...

ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍‌ କରିବେ ପ୍ରଭୁ ଗଣେଶ

ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ...

Advertisement
Archives

Model This Week