ସୋନୋଓ୍ବାଲ, ମୁରୁଗାନ୍ ହେଲେ ରାଜ୍ୟ ସଭା ପ୍ରାର୍ଥୀ
ନୂଆଦିଲ୍ଲୀ,୧୮।୯: ଆସାମ ଓ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ଲାଗି ଭାଜପା ଶନିବାର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଏଲ୍. ମୁରୁଗାନଙ୍କୁ ପ୍ରାର୍ଥୀ କରିଛି। ଜୁଲାଇ ୭ରେ କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ବେଳେ ଉଭୟଙ୍କୁ ମନ୍ତ୍ରୀ କରାଯାଇଥିଲା। ପଶ୍ଚିମବଙ୍ଗ,…
ରାଜସ୍ଥାନରେ ବାଲ୍ୟ ବିବାହକୁ ଅନୁମତି
ଜୟପୁର,୧୮।୯: ଅନିବାର୍ଯ୍ୟ ବିବାହ ପଞ୍ଜୀକରଣ ସଂଶୋଧନ ବିଲ୍ ୨୦୨୧ ଶନିବାର ରାଜସ୍ଥାନ ବିଧାନସଭାରେ ବାଚନିକ ଭୋଟ୍ରେ ପାରିତ ହୋଇଛି। ଏହି ବିିଲ୍ରେ ୧୮ ବର୍ଷରୁ କମ୍ ଯୁବତୀ ଓ ୨୧ ବର୍ଷରୁ କମ ଯୁବକଙ୍କୁ ବିବାହ କରିବାକୁ ପରୋକ୍ଷ ଭାବେ ଅନୁମତି…
ହାତୀ ପାଇଁ ଗଲା ଜୀବନ
ଚିତ୍ରଡ଼ା,୧୮।୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବନାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି ହାତୀ ପାଇଁ ଜଣେ ବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତ ଉପର ମଧୁରିଆ ଗ୍ରାମର ଫାତାଇ ମୁର୍ମୁଙ୍କ ପୁଅ…
ଓଡ଼ିଶା ଜଣେ ବାଗ୍ମୀ ମହିଳାଙ୍କୁ ହରାଇଲା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୯(ବ୍ୟୁରୋ): ସମାଜର ପୂର୍ବତନ ସମ୍ପାଦିକା ତଥା ବିଶିଷ୍ଟ ସାହିତି୍ୟକା ମନୋରମା ମହାପାତ୍ରଙ୍କର ଆଜି ପରଲୋକ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ସୁଶିକ୍ଷାବିତ୍, ସୁସାହିତି୍ୟକା ତଥା ସୁବକ୍ତା ଭାବରେ ମନୋରମା…
ଶ୍ରଦ୍ଧାଳୁଙ୍କୁ ଅନନ୍ତ ବାସୁଦେବ ମନ୍ଦିର ମନା
ଭୁବନେଶ୍ୱର,୧୮।୯(ବ୍ୟୁରୋ): ରବିବାର ପଡୁଛି ପ୍ରବିତ୍ର ଅନନ୍ତ ଚତୁର୍ଦ୍ଦଶୀ। ଏଥିପାଇଁ ରାଜଧାନୀର ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିବର୍ଷ ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ଶ୍ରଦ୍ଧାଳୁମାନେ ପୂଜା କରିବା ସହ ମନ୍ଦିର ବେଢାରେ ପ୍ରସାଦ ସେବନ କରିଥାନ୍ତି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…
ବିଧାୟକ ଦଳର ବୈଠକ ଶେଷ, ସୋନିଆ ସ୍ଥିର କରିବେ କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସ ବିଧାୟକ ଦଳର ବୈଠକ ଶେଷ ହୋଇଛି । ଶନିବାର ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଏହି ବୈଠକ ବସିଥିଲା । ଏଥିରେ ଦୁଇଟି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାସ୍ କରାଯାଇଛି…
ଶାନ୍ତି ଖୋଜୁଛନ୍ତି ରିଆ
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ରିଆ ଚକ୍ରବର୍ତ୍ତି । ଏମିତିକି ଏହା ପରେ ଡ୍ର୍ରଗ୍ସ ମାମଲରେ ବି ରିଆଙ୍କୁ ଜେଲ ଯିବାକୁ ପଡିଛି । ବଲିଉଡ୍ର ଏହି ନାୟିକାଙ୍କ ଜିବନ ଏକ ପ୍ରକାର…
କରୋନା ଟିକା ନେବାକୁ ମନା କରିବାରୁ ଘରର ବିଜୁଳି କାଟିଦେଲେ, ଅଭିଯୋଗ ଆଣିଲେ ପରିବାର ଲୋକେ
ଭୋପାଳ,୧୮ା୯: ବଡ଼ଓ୍ବାନିରେ କରୋନା ଟିକାକରଣକୁ ନେଇ ପ୍ରଶାସନ ନାମରେ ଏକ ବଡ଼ ଅଭିଯୋଗ ହୋଇଛି। ଟିକାକରଣର ମହାଭିଯାନରେ ଶୁକ୍ରବାର ବଡ଼ଓ୍ବାନିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାକାର ପୂଜା ଷ୍ଟେଟ୍ କଲୋନୀରେ ରହୁଥିବା ଓ୍ବାହିଦ୍ ଖାନ୍ଙ୍କ ପରିବାର ସଦସ୍ୟ ଟିକା…
ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର
ବାଲେଶ୍ୱର ଅଫିସ,୧୮ ।୯: ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର-ହଳଦୀପଦା ରାସ୍ତାର ଚିରକୁଣି ଚଟାଣରେ ଶୁକ୍ରବାର ବନ୍ୟାଜଳ ସ୍ରୋତରେ ଏକ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଇଛି । ଛାନୁଆ ଗ୍ରାମର ବଳରାମ ସାହୁଙ୍କ ଟ୍ରାକ୍ଟରରେ ମୁହାଣରୁ ପ୍ରାୟ ୫ଲକ୍ଷ ଟଙ୍କାର ମାଛ…
୨୨୦୦୦ ଟଙ୍କା ଖର୍ଚ୍ଚ କରି କେଶ କାଟିଲେ ମହିଳା, ଆଇନା ଦେଖିବା ପରେ କାନ୍ଦିଲେ; କାରଣ…
ସାଧାରଣତଃ କେଶ କାଟିବା ଜୀବନର ଏକ ନିୟମିତ ଅଂଶ। ମାତ୍ର ଜଣେ ମହିଳା ୨୨୦୦୦ ଟଙ୍କା ଖର୍ଚ୍ଚ କରି ନିଜର କେଶ କାଟିବା ପରେ ପ୍ରବଳ କାନ୍ଦିଛନ୍ତି। କାରଣ ତାଙ୍କ କେଶ ଖରାପ ଭାବରେ କଟା ଯାଇଥିଲା। ଟିକ୍ଟକ୍ ୟୁଜର @icarlyreboot…
୨୦ରୁ ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କ ଅଫ୍ଲାଇନ୍ କ୍ଲାସ: ଗାଇଡ୍ ଲାଇନ ଜାରି
ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆସନ୍ତା ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ଅଫ୍ଲାଇନ କ୍ଲାସ କରିବେ। କରୋନା କଟକଣା ମଧ୍ୟରେ ପାଠପଢା ହେବ । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ଭାଇସ୍…
ରେଷ୍ଟୁରାଣ୍ଟରେ କରୋନା ଭାକ୍ସିନ ସାର୍ଟିଫିକେଟ୍ ମାଗିବାରୁ ରାଗିଗଲେ ୩ ମହିଳା, ଆଉ ତା’ ପରେ…
ଓ୍ବାଶିଂଟନ,୧୮ା୯: ଆମେରିକାର ନ୍ୟୁୟର୍କସ୍ଥିତ ଏକ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀ ୩ ଗ୍ରାହକଙ୍କୁ କରୋନା ଭାକ୍ସିନ ସାର୍ଟିଫିକେଟ୍ ମାଗିବା ମହଙ୍ଗା ପଡ଼ିଛି। ଏହି ଘଟଣାର ଭିଡିଓ କେହି ଜଣେ ଗ୍ରାହକ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଛନ୍ତି।…
Archives


