ରନ୍ଆଉଟ୍ ହେବା ପରେ ସାଥୀ ଖେଳାଳିଙ୍କ ମୁହଁକୁ ଫୋପାଡିଲେ ବ୍ୟାଟ୍, ଆଉ ତା’ପରେ…
ୟୁଏଇ,୨୦।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସେନ ଆଜିକାଲି ୟୁଏଇରେ ଅଛନ୍ତି। ସେ ଷ୍ଟାର ସ୍ପୋର୍ଟସର କମେଣ୍ଟ ପ୍ୟାନେଲରେ ସାମିଲ ଅଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏଭଳି ଏକ ଭିଡିଓ ଶେୟାର କରିଛନ୍ତି,…
୧୦ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲେ ଯୁବତୀ, ଆଉ ତା’ ପରେ…
ମହାରାଷ୍ଟ୍ରରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଭୟରେ ଦେହ ଥରି ଉଠିବ। ଭିଡିଓରେ ଜଣେ ଯୁବତୀ ଏକ ବିରାଟକାୟ ଅଜଗରକୁ ପାଣିକୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଥିଲେ। ସାପକୁ ଏକ ଅଖାରେ ପୂରାଇ ଉଦ୍ଧାର କରିଛନ୍ତି।…
ଅଭିନେତ୍ରୀ କଙ୍ଗନା ‘କୁ’ଆପ୍ରେ ୧ନମ୍ବର
ମୁମ୍ବାଇ: ଦିନକୁ ଦିନ ବଢୁଛି ‘କୁ’ର ଚାହିଦା। ଟୁଇଟର ପରେ ଏବେ ‘କୁ’ ଆଡେ ମନ ଦେଲେଣି ସୋସିଆଲ ମିଡିଆ ବ୍ୟବହାରକାରୀ। ଏବେ ଅନେକ ସେଲିବ୍ରିଟି ମଧ୍ୟ ‘କୁ’ କୁ ଆପଣାଇଛନ୍ତି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ‘କୁ’ ରେ ନିଜର…
ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼,୮ ମୃତ…
ମସ୍କୋ,୨୦।୯: ରୁଷିଆର ପର୍ମ ଷ୍ଟେଟ୍ ବିଶ୍ୱବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ଆହତ ହୋଇଛନ୍ତି। ଗୁଳିମାଡ଼ରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଘର…
କ୍ୟାନ୍ସର ଆଶଙ୍କା କମାଏ ସୁସ୍ଥ ପରିବେଶ
କଥାରେ ଅଛି-‘କ୍ୟାନ୍ସର ନୋ ଆନ୍ସର’। ହେଲେ ଏବେ ଉନ୍ନତ ଚିକିତ୍ସା ପ୍ରଣାଳୀ ଦ୍ୱାରା କ୍ୟାନ୍ସରକୁ ପ୍ରାରମ୍ଭିକ ସ୍ତରରେ ଚିହ୍ନଟ କରାଯାଇପାରୁଛି ଏବଂ କେତେକ ପ୍ରକାର କ୍ୟାନ୍ସରରୁ ଆରୋଗ୍ୟ ମିଳିପାରୁଛି। ହେଲେ ଏପରି ମାରାତ୍ମକ ରୋଗଠାରୁ ନିଜକୁ ଦୂରେଇ ରଖିବାରେ ସୁସ୍ଥ ପରିବେଶ…
ଦଇବ ଦାଉ ସାଧିଛି: ବଞ୍ଚିବାକୁ ବୈକୁଣ୍ଠଙ୍କ ସଂଘର୍ଷ
କାମାକ୍ଷାନଗର, ୨୦।୯(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍ଏସି ୪ନଂ. ଓ୍ବାର୍ଡର ପ୍ରଦୀପ ବିଶ୍ୱାଳ ଏବଂ ସାବିତ୍ରୀ ବିଶ୍ୱାଳଙ୍କ ଜୀବନରେ ଘୋଟି ଆସିଥିଲା ଅନ୍ଧକାର। ୧୫ ବର୍ଷୀୟ ସାନପୁଅ ବୈକୁଣ୍ଠ ଛାତ ଉପରେ ଖେଳୁଥିବାବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳି…
ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୪୧କୁ ବୃଦ୍ଧି
ଭୁବନେଶ୍ୱର,୨୦ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୪୧କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି ସୁନ୍ଦରଗଡ଼ରୁ…
କୋଭିଡ୍-୧୯ ଟିକା : ବୁଷ୍ଟର ଡୋଜ୍
ବିଗତ ପ୍ରାୟ ଦୁଇବର୍ଷ ଧରି ବିଶ୍ୱରେ ମୃତ୍ୟୁର ତାଣ୍ଡବଲୀଳା ରଚି ଚାଲିଥିବା କୋଭିଡ୍-୧୯ର ଏକମାତ୍ର ପ୍ରତିକାର ହେଲା ବ୍ୟାପକ ଟିକାକରଣ। ଶରୀରରେ ପ୍ରତିରୋଧ ଶକ୍ତି ଜାତ କରି ଏହାର ସଂକ୍ରମଣର ମୁକାବିଲା କରିବ ବୋଲି ଚିକିତ୍ସା ବିଜ୍ଞାନୀମାନେ ଆଶାବାଦୀ। ଏଥିପାଇଁ ଏବେ…
କୋହଲିଙ୍କ ପାଇଁ ଆଜି ଖାସ୍ ଦିନ: ଜାଣନ୍ତୁ କାହିଁକି
ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ, ତିନିଥର ଫାଇନାଲିଷ୍ଟ ଆରସିବି ଆଜି ଦୁଇଥର ଚାମ୍ପିଅନ କେକେଆର୍ ସହିତ ମୁହାଁମୁହିଁ ହେବେ। ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ପରେ ଆରସିବି ଅଧିନାୟକତ୍ୱ ଛାଡିବେ ବୋଲି ଘୋଷଣା କରି…
ପବନରେ ଉଡି ଷ୍ଟଣ୍ଟ କଲେ ଟାଇଗର ଶ୍ରଫ୍
ମୁମ୍ବାଇ : ବଲିଉଡ ଅଭିନେତା ଟାଇଗର୍ ଶ୍ରଫ ନିଜର ଅଭିନୟରେ ସମସ୍ତଙ୍କ ପାଖରେ ନିଜର ପରିଚୟ ସ୍ୃଷ୍ଟି କରିପାରିଛନ୍ତି। ତାଙ୍କର ଷ୍ଟଣ୍ଟ ପାଇଁ ମଧ୍ୟ ବେଶ ପରିଚିତ ଟାଇଗର। କିଛି ନା କିଛି କରି ସେ ଚର୍ଚ୍ଚାରେ ରହନ୍ତି। ଖୁବ କମ୍…
ଏହି ଅଭିନେତ୍ରୀଙ୍କ ସହ ସଲମାନଙ୍କ ବାହାଘର କାର୍ଡ ଛପା ସରିଥିଲା: ଏବେ କେମିତି ଅଛି ଦୁହିଁଙ୍କ ସମ୍ପର୍କ
ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରିନା କୈଫଙ୍କ ସହ ଯୋଡା ଯାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ସଙ୍ଗୀତା ବିଜଲାନୀ। ସଲମାନ…
ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲ୍ର ସିନିୟର ମ୍ୟାନେଜର
ସମ୍ବଲପୁର ଅଫିସ,୨୦ା୯: ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରଞ୍ଜନଙ୍କ ସମ୍ବଲପୁରସ୍ଥିତ ବାସଭବନ, ଅଫିସ ଏବଂ ତାଙ୍କ ଶ୍ୱଶୁର ଘରେ ଚଢ଼ାଉ…
Archives


