Home Left

ଗ୍ଲୋବାଲ ଓ୍ବାର୍ମିଂ ଦାୟୀ: ବିଧାୟକ

ଭୁବନେଶ୍ୱର,୨୧ା୯ (ବ୍ୟୁରୋ):ଭୁବନେଶ୍ୱରର ମୁକୁଳା ଡ୍ରେନ୍‌୍‌ରେ ପଡ଼ି ନିଖୋଜ ହୋଇଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହ ସୋମବାର ମିଳିଛି। ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଅବହେଳାକୁ ସମସ୍ତେ ଦାୟୀ କରୁଛନ୍ତି।…

ମସ୍ତିଷ୍କ କାର୍ଯ୍ୟଧାରାରେ ବାଧକ ଆଲଜିମର୍ସ

ଆଲଜିମର୍ସ ଏକ ସ୍ନାୟୁଗତ ରୋଗ। ଏଥିଯୋଗୁ ମସ୍ତିଷ୍କର କୋଷ (ସେଲ୍‌) ପ୍ରଭାବିତ ହୋଇଥାଏ, ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏପରି ରୋଗର କାରଣ ବିଷୟରେ ଅବଗତ ହେବା ନିହାତି ଦରକାର। ୧୯୯୪ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୨୧କୁ ‘ବିଶ୍ୱ…

ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ପାଇଁ ଲାଗୁ ହୋଇପାରେ। ସେହିପରି ଶାନ୍ତି ଆସିବାର ମୁଖ୍ୟ ମାଧ୍ୟମ ହେଉଛି…

ନେତାଙ୍କ ‘ରାକ୍ଷୀ’ ଚର୍ଚ୍ଚା

ଲକ୍ଷ୍ନୌ, ୨୧ା୯: ରାଜନେତାଙ୍କ ମୁହଁରେ ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ପରେ ଉତ୍ତରପ୍ରଦେଶ ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ୍‌ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାଓ୍ବନ୍ତଙ୍କ…

ମହନ୍ତ ନରେନ୍ଦ୍ର ଗିରି ହତ୍ୟା ମାମଲା: ମିଳିଲା ୬ ପୃଷ୍ଠାର ସୁଇସାଇଡ୍ ନୋଟ

ପ୍ରୟାଗରାଜ,୨୧ ।୯: ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରି ଯେଉଁ କୋଠରିରେ ଆତ୍ମହତ୍ୟା କରିଥିଲେ ଏବେ ସେଠାରୁ ୬ ପୃଷ୍ଠାର ସୁଇସାଇ୍‌ଡ୍ ନୋଟ ମିଳିଥିବା ଜଣାପଡିଛି । ପୋଲିସ କହିଛି ଉକ୍ତ ସୁଇସାଇଡ୍ ନୋଟରେ ଆଖଡା ପରିଷଦର ଉତ୍ତରାଧିକାରୀଙ୍କ ନାମ ଲେଖାଯାଇଛି…

କ୍ୟାମେରା ସାମ୍ନାରେ ଉଦାରତା, ଅସଲରେ ବର୍ବରତା

କାବୁଲ,୨୧ ।୯: ଆଫଗାନ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ନ କରିବା କଥା କହିଥିବା ତାଲିବାନ କିନ୍ତୁ ଏବେ ତା’ର ଅସଲ ଚେହେରା ଦେଖାଇଛି । ମହିଳାଙ୍କୁ ସେମାନଙ୍କ ଅଧିକାର ମିଳୁ ନ ଥିବାରୁ ସେମାନେ ଏବେ ରାଜ ରାସ୍ତାରେ ।…

ସ୍ବାସ୍ଥ୍ୟୋପକାରୀ କଖାରୁ ଫୁଲ

କଖାରୁ ଫୁଲରେ ଭିଟାମିନ୍‌ ବି-୯ ଅଧିକ ଥିବାରୁ ଏହା ଆମ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ, ଯାହା ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଆସନ୍ତୁ ଜାଣିବା, କଖାରୁ ଫୁଲର କିଛି ବିଶେଷ…

ସକାଳ ୯ଟା ସୁଦ୍ଧା ପହଞ୍ଚିବାକୁ ପଡିବ କାର୍ଯ୍ୟାଳୟରେ

ଚଣ୍ଡିଗଡ଼,୨୧ ।୯: ପଞ୍ଜାବର ନୂଆ ସରକାର ତାଙ୍କ କାର୍ଯ୍ୟର ଦ୍ରୁତ ଅଗ୍ରଗତି ପାଇଁ ସମସ୍ତ ସରକାରୀ ଅଧିକାର ଓ କର୍ମଚାରୀଙ୍କୁ ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି କି ବିଭାଗ…

ସଫେଇ କର୍ମଚାରୀଙ୍କୁ ହାଣିଦେଲେ

ବାଲେଶ୍ୱର ଅଫିସ, ୨୧ା୯: ବାଲେଶ୍ୱର ମ୍ୟୁନିସିପାଲିଟିରେ ସଫେଇ ଟେଣ୍ଡରକୁ ନେଇ ନୂଆ ଓ ପୁରୁଣା ଠିକାଦାରଙ୍କ ମଧ୍ୟରେ ଚାଲିଥିବା ବିବାଦ ସୋମବାର ଉଗ୍ରରୂପ ଧାରଣ କରିଛି। ରାତିରେ ବାରବାଟୀ ମଣ୍ଡଳ ବଜାର ନିକଟରେ କେତେଜଣ ଯୁବକ ତେଲେଙ୍ଗା କଟୁରୀରେ ସନୁ ବେହେରା…

ରୋଗ ଚିହ୍ନଟ କରିବାର ନୂଆ ଉପାୟ

ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଉନ୍ନତ ହେବାରେ ଲାଗିଛି। ବିଶେଷଜ୍ଞମାନେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ କରୁଛନ୍ତି। ତାହାକୁ ଅନୁସରଣ କରି କେତେକ ରୋଗର ଚିକିତ୍ସା ଅତି ସହଜରେ କରିହେଉଛି। ତେବେ ନିକଟରେ ରୋଗ ଚିହ୍ନଟ କରିବାର ଏକ ନୂଆ…

ଆଖଡ଼ା ପରିଷଦ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁ

ପ୍ରୟାଗରାଜ,୨୧।୯: ଏକ କୋଠରୀରେ ସୋମବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ମିଳିଛି ଦେଶର ଅନ୍ୟତମ ବୃହତ୍‌ ଧାର୍ମିକ ସଂଗଠନ ଆଖଡ଼ା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତଦେହ। ଘଟଣାସ୍ଥଳରୁ ପୋଲିସକୁ ସୁଇସାଇଡ୍‌ ନୋଟ୍‌ ମିଳିଛି। ତାଙ୍କ ମୃତ୍ୟୁ ପରେ କେଉଁ ଭଳି ଆଶ୍ରମର…

ଭିଡିଓ ଭାଇରାଲ ହେବା ପରେ ମଧ୍ୟ ବଞ୍ଚିପାରିଲେନି ପୀଡ଼ିତା

ଲକ୍ଷ୍ନୌ,୨୧।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ମହିଳାଙ୍କୁ ତାଙ୍କ ସ୍ବାମୀ ନିର୍ଯାତନା ଦେଉଥିଲେ। ତାହା ପୁଣି ପରିବାରର ଅନ୍ୟ ସଦସ୍ୟଙ୍କ ସାମ୍ନାରେ। ଉକ୍ତ ଘଟଣାର କିଛି ଦିନ ପରେ ସ୍ବାମୀଙ୍କ ଆକ୍ରମଣରେ ପୀଡ଼ିତା ପ୍ରାଣ ହରାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri