Home Left

ଜଣେ ଦଳିତଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି: ହରିଶ ରାୱତ

ଡେରାଡୁନ,୨୧ ।୯: ଉତ୍ତରାଖଣ୍ଡରେ କଂଗ୍ରେସର ପ୍ରଚାର ଅଭିଯାନ ପ୍ରଭାରୀ ହରିଶ ରାୱତ କହିଛନ୍ତି ଜଣେ ଦଳିତଙ୍କୁ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଛନ୍ତି । ଏହାକୁ ଲକ୍ଷ୍ୟ ରଖି ତାଙ୍କ ଦଳ କାମ କରୁଛି ବୋଲି ସେ କହିଛନ୍ତି ।…

ଉପହାର ପାଇ ଭାବପ୍ରବଣ ହେଲେ କୋହଲି

ୟୁଏଇ,୨୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ଚଳିତ ସିଜିନର ୩୧ତମ ମ୍ୟାଚରେ ଆରସିବି କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ଙ୍କ ହାତରେ ଲଜ୍ଜାଜନକ ୯ ଉଇକେଟରେ ପରାଜୟର…

ପାକିସ୍ତାନ ଇତିହାସରେ ପ୍ରଥମଥର ଘଟିଲା ଏମିତି ଘଟଣା

ଇସଲାମାବାଦ୍‌,୨୧।୯: ପାକିସ୍ତାନ ଇତିହାସରେ ପ୍ରଥମଥର ଜଣେ ହିନ୍ଦୁ ଝିଅ ପ୍ରଶାସନିକ ଅଧିକାରୀ ହୋଇଛନ୍ତି। ପାକିସ୍ତାନ ଶିକାରପୁରର ଡା. ସନା ରାମଚାନ୍ଦ ଗୁଲୱାନୀ ଏହି କୃତିତ୍ୱ ହାସଲ କରିଛନ୍ତି। ୨୭ ବର୍ଷୀୟା ସନା ତାଙ୍କର ପ୍ରଥମ ପ୍ରୟାସରେ ସେଣ୍ଟ୍ରାଲ୍‌ ସୁପିରିୟର୍‌ ସର୍ଭିସେସ (ସିଏସଏସ)…

ଉରିରେ ଅନୁପ୍ରବେଶ କରିବାକୁ ଚାହୁଁଛି ବଡ ଆତଙ୍କବାଦୀ ଗ୍ରୁପ୍‌, ୩୦ ଘଣ୍ଟା ହେବ ଅପରେଶନ ଜାରି

ନୂଆଦିଲ୍ଲୀ,୨୧ ।୯: କଶ୍ମୀରର ଉରି ସେକ୍ଟରରେ ଏଲ୍‌ଓସି ନିକଟରେ ଏକ ବଡ ଆତଙ୍କବାଦୀ ଗ୍ରୁପ ସୀମାଦେଇ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଏମିତି ଖବର ମିଳିବା ପରେ ସେନା ଦ୍ୱାରା ଗତ ୩୦ ଘଣ୍ଟାରୁ ଅଧିକ ସମୟ ହେବ…

ଅଏଲି ସ୍କିନ୍‌ ହୋଇଥିଲେ..

ବର୍ଷାଦିନେ ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି କାରଣରୁ ତ୍ୱଚା ଅଧିକ ଅଏଲି ହୋଇଯାଏ। ତେଣୁ ଏହି ଋତୁରେ ଠିକ୍‌ଭାବେ ତ୍ୱଚାର ଯତ୍ନ ନିଅନ୍ତୁ। ଦିନକୁ ଅତିକମ୍‌ରେ ଦୁଇଥର ମୁହଁକୁ କ୍ଲିଞ୍ଜରରେ ଧୁଅନ୍ତୁ। ଅଧିକ ଥର ମୁହଁ ଧୁଅନ୍ତୁ ନାହିଁ। କାରଣ ମୁହଁକୁ ଜୋରରେ…

ଜନ୍ମମାଟିରେ ପହଞ୍ଚିଲେ ସୁନାପୁଅ

ଅତାବିରା,୨୧।୯(ଡି.ଏନ.ଏ.)- ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ମଙ୍ଗଳବାର ନିଜ ମାଟି ବରଗଡ ଜିଲା ଅତାବିରାରେ ପହଞ୍ଚିଛନ୍ତି। ତାଙ୍କୁ ଗୋଡ଼ଭଗା କ୍ୟାମ୍ପରୁ ସ୍ବାଗତ କରାଯାଇଥିଲା। ଏକ ଭବ୍ୟ ଶୋଭାଯାତ୍ରାରେ ଅତାବିରା ଅଣାଯାଇ ସୁନାପୁଅ ପ୍ରମୋଦଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ…

୧୫ ବର୍ଷ ବୟସରେ ପ୍ରେମରେ ପଡିଥିଲେ କରିନା, ମା’ ଜାଣିବା ପରେ…

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ। କରିନା ହିନ୍ଦୀ ସିନେମାରେ ପ୍ରାୟ ଦୁଇ ଦଶନ୍ଧି ପୂରଣ କରିଛନ୍ତି। ସେ ନିଜକୁ ଶ୍ରେଷ୍ଠ ଏବଂ ପରିପକ୍ୱ ଅଭିନେତ୍ରୀ ବୋଲି…

ବିନା ଟ୍ରଫିରେ ଶେଷ ହୋଇଯିବ କି ବିରାଟଙ୍କ ଆଇପିଏଲ୍‌ କ୍ୟାରିୟର୍‌

ୟୁଏଇ,୨୧।୯: ବିରାଟ କୋହଲିଙ୍କ ପାଇଁ ଗତ କିଛି ଦିନ ହେବ ଭଲ ଚାଲୁ ନାହିଁ। କିଛି ଦିନ ହେବ ନିଜ ଫର୍ମକୁ ନେଇ ଚିନ୍ତିତ ଥିବାବେଳେ ଏବେ ତାଙ୍କ ଅଧିନାୟିକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏହାପରେ ପ୍ରଥମେ ସେ ଯେ ଟି…

ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ହଟାଇଲା ତାଲିବାନ୍‌, ନସିବୁଲ୍ଲାଙ୍କୁ ଦାୟିତ୍ୱ …

କାବୁଲ,୨୧।୯: ଆଫଗାନିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ତାଲିବାନ ହଟାଇ ଦେଇଛି। ପୂର୍ବରୁ ହାମିଦ୍‌ ଶିନଓ୍ବାରି ଆଫଗାନିସ୍ତାନ କ୍ରିକେଟ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ହଟାଇ ନସିବୁଲ୍ଲା ହକ୍କାନିଙ୍କୁ ଦାୟିତ୍ୱ ଦିଆଯାଇଛି। ହାମିଦ୍‌ଙ୍କୁ ଗୃହମନ୍ତ୍ରୀ ସିରାଜୁଦ୍ଦିନ୍‌ ହକ୍କାନିଙ୍କ ସାନ…

୧୫୦୦ ଛକା, ୩୦୦୦ ଚୌକା ସହ କ୍ରିକେଟ୍‌ରେ ଅନେକ ରେକର୍ଡ ଭାଙ୍ଗିଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ୟୁଏଇ,୨୧।୯: କ୍ରିସ ଗେଲ ବିଶ୍ୱ କ୍ରିକେଟର ଏକ ଜଣାଶୁଣା ନାମ। ଆଜି ଅର୍ଥାତ୍‌ ୨୧ ସେପ୍ଟେମ୍ବରରେ, ତାଙ୍କୁ ୪୨ ବର୍ଷ ବୟସ ହୋଇଛି। ୧୯୯୯ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ଗେଲ ଅନେକ ବଡ ସଫଳତା ଅର୍ଜନ କରିଛନ୍ତି। ସେ ତାଙ୍କ…

ଲଜ୍ଜାଜନକ ପରାଜୟ ପରେ ବିରାଟ କୋହଲି କହିଲେ…

ୟୁଏଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ର ୩୧ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଏକପାଖିଆ ଢଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। କୋଲକାତାର ଉତ୍କୃଷ୍ଟ ବୋଲିଂ ବେଙ୍ଗାଲୁରୁର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାଙ୍କେୁ ଆତ୍ମସମର୍ପଣ କରିବାକୁ…

ଆଜି କରୋନା ନେଲା ୫ ଜୀବନ

ଭୁବନେଶ୍ୱର,୨୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୪୬ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri