Home Left

ଆର୍‌ସିବି ଧୁରନ୍ଧରଙ୍କୁ ଘାଇଲା କଲେ କେକେଆର୍‌ର ଏହି ସ୍ପିନର୍‌; କୋହଲି କହିଲେ‘ଏକ୍ସ ଫ୍ୟାକ୍ଟର’

ଆବୁଧାବି,୨୧।୯: ୟୁଏଇରେ ପ୍ରଥମ ମ୍ୟାଚ୍‌ରେ ଉଲ୍ଲେଖନୀୟ ବୋଲିଂ କରି ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ। ବରୁଣ ଆର୍‌ସିବି ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରି ମାତ୍ର ୧୩ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ବ୍ୟାଟ୍ସମ୍ୟାନ୍‌ମାନଙ୍କୁ ରନ୍‌…

କଶ୍ମୀର ପନିର

ଆବଶ୍ୟକୀୟ ସାମଗ୍ରୀ: ତେଲ-ଅଧା ଚାମଚ, ଲବଙ୍ଗ- ୩ଟି, ତେଜପତ୍ର-୧ଟି, ଡାଳଚିନି ୧ ଖଣ୍ଡ, ଜିରା-୧ ଚାମଚ, ଗୁଜୁରାତି- ୩ଟି, ଅଦା ପେଷ୍ଟ-୧ଚାମଚ, ପାନମଧୁରି ଗୁଣ୍ଡ- ୧ଚାମଚ, କ୍ଷୀର- ୧ଗ୍ଲାସ, ହଳଦୀ- ଅଧା ଚାମଚ, ଧନିଆପତ୍ର-ଅଳ୍ପ, ପନିର୍‌-୩୦୦ ଗ୍ରାମ୍‌, ଲୁଣ- ସ୍ବାଦ ଅନୁସାରେ…

ସଫା ରହିବ ରୋଷେଇ ଘର

ଭିନେଗାର ଓ ଗରମ ପାଣି: ୩ ରୁ ୪ ଚାମଚ ଭିନେଗାର ନେଇ ସେଥିରେ ଗରମ ପାଣି ମିଶାନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦାଗଥିବା ସ୍ଥାନରେ ସ୍ପ୍ରେ କରନ୍ତୁ। ଏହାପରେ ଅଧଘଣ୍ଟା ଛାଡିଦିଅନ୍ତୁ। କିଛି ସମୟ ପରେ କଟନ କପଡାରେ ପୋଛି…

ଆଉଟ୍‌ କରିବା ପରେ ସଚିନ୍‌ଙ୍କୁ ଅଟୋଗ୍ରାଫ୍‌ ମାଗିଥିଲେ ଏହି ବୋଲର୍‌; ଆଉ ଏଭଳି ଘଟିବ ନାହିଁ ବାର୍ତ୍ତା ଦେଖି..

ନୂଆଦିଲ୍ଲୀ,୨୧।୯: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍‌କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସଚିନ୍‌ ଜଣେ ଖେଳାଳିଙ୍କୁ ନିଜର…

କ୍ୟାରିୟର ସ୍ବପ୍ନ

ଆତ୍ମନିର୍ଭରଶୀଳ ହେବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏବେ ମହିଳାମାନେ କ୍ୟାରିୟରକୁ ବେଶି ଗୁରୁତ୍ୱ ଦେଉଛନ୍ତି। ହେଲେ ଅନେକଙ୍କ କ୍ଷେତ୍ରରେ କ୍ୟାରିୟର ଚୟନ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ। ବେଳେବେଳେ ପରିବାରର ଆବଶ୍ୟକତା ତ ଆଉ କେବେ ତରବରରେ ଅନ୍ୟ କାହାର…

ଛେଳି ସହ ସ୍କୁଲ…

ଶିମଲା,୨୧।୯: ଛେଳି ସହ ଜଣେ ବାଳିକା ସ୍କୁଲକୁ ଯାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ବାଳିକା ପିଠିରେ ସ୍କୁଲ ବ୍ୟାଗ୍‌ ଧରି ହିମାଚଳ ପ୍ରଦେଶର ପାହାଡ଼ିଆ ଗାଁରେ ଯାଉଥିବାର ଦେଖିବାକୁ ମିଳୁଛି। ବାଳିକାଙ୍କ…

ବୋଲ୍ଡସିନ୍‌ ଦେଇଥିବା ସତ୍ତ୍ୱେ ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍‌ ବୋଲି କହିଥିଲେ ଅଭିନେତା: ଜବାବରେ…

ବମ୍ବେ: ଅଭିନେତା ଭାବେ କମ୍‌ ବରଂ ସିରିୟଲ କିସର୍‌ ଭାବେ ଅଧିକ ଲୋକପ୍ରିୟ ଇମରାନ୍‌ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍‌ ରୋମାଣ୍ଟିକ୍‌। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ…

ଆଜି ବି ମନେ ପଡ଼ନ୍ତି ସୁଶାନ୍ତ; ସ୍ମୃତି ହୋଇ ରହିଛି ପ୍ରଥମ ଦେଖା: ଅଙ୍କିତା

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି। ହେଲେ ଆଜି ବି ତାଙ୍କୁ ମନେ ପକାଉଛନ୍ତି ପୂର୍ବ ପ୍ରେମିକା ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଏବେ ସେ ‘ପବିତ୍ର ରିସ୍ତା ୨’ର ଶୁଟିଂରେ ବ୍ୟସ୍ତ। ହେଲେ ଯେବେ ବି ତାର…

ଇତିହାସ ରଚିଲେ ମିଥାଲି

ସିଡନୀ,୨୧।୯: ଭାରତୀୟ ମହିଳା ଦଳର ଅଧିନାୟକ ମିଥାଲି ରାଜ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ତାଙ୍କ କ୍ୟାରିୟରରେ ୨୦ ହଜାର ରନ ପୂରଣ କରିଛନ୍ତି। ମିଥାଲି ପ୍ରଥମ ଶ୍ରେଣୀ କ୍ରିକେଟ, ତାଲିକା ଏ ଏବଂ ଟି -୨୦ରେ…

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତେ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି । ୨୦୨୨ରେ ଉତ୍ତରାଖଣ୍ଡରେ…

ଆଇପିଏଲ୍‌ରେ ଏହି କ୍ରିକେଟ୍‌ରଙ୍କ ଅଛି ସବୁଠୁ ତୀକ୍ଷ୍ନ ମସ୍ତିଷ୍କ

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ବିପକ୍ଷ ମ୍ୟାଚ୍‌ରେ ଚମତ୍କାର ଅଧିନାୟକତ୍ୱ କରିଥିଲେ। ରୋହିତ ଶର୍ମାଙ୍କ ବିନା ପଡ଼ିଆରେ ଅବତରଣ କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଏକ ଭଲ…

କୋଟିପତି କନଷ୍ଟେବଳ, ପାଖରେ ଏକାଧିକ ବିଳାସପୂର୍ଣ୍ଣ ବିଲ୍ଡିଂ…

ପାଟନା,୨୧।୯: ବିହାରରେ ସରକାର ଦୁର୍ନୀତି ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ ଜାରି ରଖିଛନ୍ତି। ଏବେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା କନଷ୍ଟେବଳ ନରେନ୍ଦ୍ର କୁମାର ଧିରଜଙ୍କର ୯ଟି ଘରେ ଚଢ଼ାଉ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri