ଶିକ୍ଷକଙ୍କୁ ବୋକା ବନେଇ ନେଇଥିଲେ ୧୫ ଲକ୍ଷ
ଝାରସୁଗୁଡ଼ା ଅଫିସ,୨୮ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଏକ ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଶ୍ରୀପୁରା ଗ୍ରାମର ଲକ୍ଷ୍ମୀଧର ପୋଢ (୩୦)। ପୋଲିସ ତାଙ୍କ ନିକଟରୁ ନଗଦ ୪.୭ଲକ୍ଷ…
ସିପିଆଇ ଅଫିସରୁ ଏସି ନେଇଗଲେ କହ୍ନେୟା
ନୂଆଦିଲ୍ଲୀ,୨୮।୯: କଂଗ୍ରେସର ଯୋଗ ଦେବାର କିଛି ଘଣ୍ଟା ପୂର୍ବରୁ କହ୍ନେୟା କୁମାର ପାଟନାସ୍ଥିତ ସିପିଆଇ ଅଫିସରୁ ଏସି ଖୋଳି ନେଇ ଯାଇଛନ୍ତି। ସିପିଆଇର ରାଜ୍ୟ କାର୍ଯ୍ୟାଳୟରେ ସେ ନିଜ ଖର୍ଚ୍ଚରେ ଏସି ଲଗାଇଥିଲେ। ଏସି ଫେରାଇ ନେବା ପାଇଁ କହ୍ନେୟାଙ୍କୁ ବିହାର…
୭ ବର୍ଷ ପରେ ନାବାଳିକାଙ୍କୁ ମିଳିଲା ନ୍ୟାୟ
ଝାରସୁଗୁଡ଼ା ଅଫିସ,୨୮ା୯: ୭ ବର୍ଷ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲିଙ୍କୁ ମଙ୍ଗଳବାର ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏଥି ସହ ଅଭିଯୁକ୍ତଙ୍କୁ ୨ ପୃଥକ୍ ଦଫାରେ ୫୦ ହଜାର ଟଙ୍କା…
ମଳଦ୍ୱାରରେ ଲୁଚାଇଥିଲେ ୪୨ ଲକ୍ଷର ସୁନା
ନୂଆଦିଲ୍ଲୀ,୨୮।୯: ଇମ୍ଫାଲ ବିମାନ ବନ୍ଦରରେ ସୋମବାର କେନ୍ଦ୍ରୀୟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଜଣେ ଯାତ୍ରୀଙ୍କଠାରୁ ୯୦୦ ଗ୍ରାମର ସୂନା ପେଷ୍ଟ ଜବତ କରାଯାଇଛି। ଜବତ ହୋଇଥିବା ୪ ପ୍ୟାକେଟ୍ ଭର୍ତ୍ତି ସୁନାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ। ମହମ୍ମଦ…
ମୁକ୍ତ ହେବାକୁ ଯାଉଛନ୍ତି ରାଷ୍ଟ୍ରପତିଙ୍କୁ ଗୁଳି କରିଥିବା ଶୁଟର
ଓ୍ବାଶିଂଟନ,୨୮।୯: ୪୦ ବର୍ଷ ତଳେ ଆମେରିକାର ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କୁ ଗୁଳି କରିଥିବା ଶୁଟର ଜନ ହିଙ୍କଲେ ଆସନ୍ତା ବର୍ଷ ଜୁନରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ଯାଉଛନ୍ତି। ୧୯୮୧ ମସିହା ମାର୍ଚ୍ଚ ୩୧ ତାରିଖରେ ଓ୍ବାଶିଂଟନର ଏକ ହୋଟେଲ ବାହାରେ ରାଷ୍ଟ୍ରପତି…
ଜନ୍ମ ହେଲା ଗୋଡ଼ ବିହୀନ କନ୍ୟା ସନ୍ତାନ
କୋକସରା,୨୮।୯(ଡି.ଏନ.ଏ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମରେ ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି । ପ୍ରଭାକର ଲହଜଳଙ୍କ ସ୍ତ୍ରୀ ରଜନୀ ଲହଜଳଙ୍କ ତୃତୀୟ ଗର୍ଭରୁ ଜନ୍ମ ନେଇଛି ଏକ ଅସମ୍ପୂର୍ଣ୍ଣ କନ୍ୟା ସନ୍ତାନ । ଶିଶୁଟି…
କୁଲ୍ ଅନ୍ଦାଜରେ କ୍ଲିନ ବୋଲ୍ଡ କରୁଛନ୍ତି ତାପସୀ
ମୁମ୍ବାଇ: ବଲିଉଡ୍ ମୁଭି ‘ରଶ୍ମି ରକେଟ’ର ପ୍ରଥମ ଗୀତ ‘ଘନି କୁଲ ଛୋରୀ’ ରିଲିଜ୍ ହୋଇଛି । ଅଭିନେତ୍ରୀ ତାପସୀଙ୍କ ଏହି ନୂଆ ଗୀତ ନବରାତ୍ରୀ ଉତ୍ସବର ଏକ୍ସାଇଟମେଣ୍ଟକୁ ଆହୁରି ବଢାଇ ଦେବ । ଅଭିନେତ୍ରୀ ତାଙ୍କ ନୂଆ ଗୀତରେ ବେଶ୍…
କବାଟ ବନ୍ଦ କରି ଫାଶି ଲଗାଇଲେ ଛାତ୍ରୀ; ମେସ୍ରୁ ଉଦ୍ଧାର ହେଲା ମୃତଦେହ
ଭଦ୍ରକ,୨୮।୯: ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳର ଏକ ଲେଡିଜ ମେସରୁ ମଙ୍ଗଳବାର ଜଣେ ଛାତ୍ରୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଛାତ୍ରୀ ଜଣକ ଯୁକ୍ତ ୨ କଳା ବିଭାଗରେ ମହିଳା କଲେଜରେ…
ଧିମା ପିଚ୍ରେ ବାଜି ମାରିଲା କେକେଆର୍
ଶାରଜା,୨୮।୯: ମଙ୍ଗଳବାର ଅପରାହ୍ନରେ ଶାରଜାରେ ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ହରାଇ ଦେଇଛି। ଏହି ବିଜୟ ସହ କେକେଆର୍ର ପ୍ଲେ-ଅଫ୍ ଆଶା ଉଜ୍ଜୀବିତ ରଖିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା…
ସିଦ୍ଧୁଙ୍କ ପରେ କଂଗ୍ରେସକୁ ଆଉ ଏକ ଝଟ୍କା
ଚଣ୍ଡିଗଡ଼,୨୮ ।୯: ନବଜୋତ ସିଂ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବା ପରେ ପଞ୍ଜାବ ରାଜନୀତି ହୋଇଛି ଆହୁରି ସରଗରମ । ସିଦ୍ଧୁଙ୍କ ପରେ ଏବେ ତାଙ୍କ ନିକଟତର ଥିବା ନେତାମାନେ ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ଏହି କ୍ରମରେ…
ସେହ୍ବାଗଙ୍କୁ ପଛରେ ଛାଡ଼ିଲେ ପନ୍ତ
ଶାରଜା,୨୮।୯: କେକେଆର୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୩୯ ରନ୍ର ଇନିଂସ ଖେଳିବା ଅବସରରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇଛନ୍ତି। ଏଥିସହ ଆଇପିଏଲରେ ଦିଲ୍ଲୀ ଫ୍ରାଞ୍ଚାଇଜ ପାଇଁ ସର୍ବାଧିକ ରନ୍ କରିବାର…
କଂଗ୍ରେସ ଏକ ବଡ଼ ଜାହାଜ, ଏହାକୁ ବୁଡ଼ିଯିବାରୁ ରକ୍ଷା କରିବାକୁ ହେବ: କହ୍ନେୟା କୁମାର
ନୂଆଦିଲ୍ଲୀ,୨୮।୯: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ) ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, କଂଗ୍ରେସ ଏକ ବଡ଼ ଜାହାଜ। ଏହାକୁ ବୁଡିଯିବାରୁ ରକ୍ଷା କରିବାକୁ ହେବ।…
Archives


