Home Left

ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ପାକିସ୍ତାନ…

ଇସଲାମାବାଦ,୨୯।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ବନ୍ଧୁକ ମୂନରେ ରହିଛି। ଭାରତ ବିରୋଧରେ ରଚୁଥିବା ଷଡ଼ଯନ୍ତ୍ର ଏବେ ପାକିସ୍ତାନ ପାଇଁ ବୁମେରାଂ ପାଲଟିଛି। ପାକିସ୍ତାନର ଖାଇବର ପସ୍ତୁନଖ୍ବା ଅଞ୍ଚଳର ଦକ୍ଷିଣରେ ଥିବା ଓ୍ବଜିରସ୍ତାନ ଜିଲାରେ…

ସମସ୍ତ ବଳିଦାନ ପାଇଁ ପ୍ରସ୍ତୁତ: ସିଦ୍ଧୁ

ଚଣ୍ଡିଗଡ଼,୨୯ ।୯: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପ୍ରଥମ କରି ସାମ୍ନାକୁ ଆସିଛି ନବଜୋତ ସିଂ ସିଦ୍ଧୁଙ୍କ ବୟାନ । ବୁଧବାର ସେ ଏକ ଭିଡିଓ ଜାରି କରି କହିଛନ୍ତି, ଅଧିକାର ଓ ସତ ପାଇଁ ଜୀବନ…

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ ହରାଇ ଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’ ହାଇଦ୍ରାବାଦ…

ପଞ୍ଜାବକୁ ବୁଝି ନ ଥିବା ଲୋକ ହାତରେ ଟେକି ଦିଆଯାଉଛି ରାଜ୍ୟକୁ , ଏଥିରେ କେବଳ ପାକିସ୍ତାନ ଖୁସି ହେଉଛି: ତିୱାରି

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଏମ୍‌ପି ମନିଷ ତିୱାରି ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ପଞ୍ଜାବର ଦାୟିତ୍ୱ ଯାହା…

ରେଷ୍ଟୁରାଣ୍ଟରେ ଡିନର ଅର୍ଡର କଲେ ଯୁବକ, ଏକାଥରକେ ବ୍ୟାଙ୍କ ଆକାଉଣ୍ଟ ହୋଇଗଲା ଖାଲି; ଜାଣିଲେ…

ରେଷ୍ଟୁରାଣ୍ଟରେ ଡିନର ଅର୍ଡର କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଖାଇବା ଅର୍ଡର କଲେ ସତ ବିଲ୍‌ ଦେଖି କିନ୍ତୁ ହୋସ୍‌ ଉଡ଼ିଗଲା। ଏହି ବିଲ୍‌କୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଡିନର ଏତେ ମହଙ୍ଗା ଥିଲା ଯେ, ଗୋଟିଏ…

ନାଁକୁ ପଲିଥିନ କଟକଣା

ଭୁବନେଶ୍ୱର,୨୯ା୯(ବ୍ୟୁରୋ):ଗାଁଠାରୁ ସହର, ଯୁଆଡ଼େ ଦେଖିବ ପଲିଥିନର ବହୁଳ ବ୍ୟବହାର ଚାଲିଛି। ଶସ୍ତାରେ ଉପଲବ୍ଧ ହେଉଥିବାରୁ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଏହାକୁ ଏକ ଜରୁରୀ ସାମଗ୍ରୀ ଭାବେ ଧରିନେଲେଣି। ତେବେ ସାଧାରଣ ଭାବେ ବ୍ୟବହାର ହେଉଥିବା ପଲିଥିନ ପରିବେଶ ପାଇଁ…

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କ ଗଳା କାଟି ହତ୍ୟା

ବରଗଡ଼ ଅଫିସ,୨୯।୯: ବରଗଡ଼ ସହର ଉପକଣ୍ଠ ଅମ୍ବାପାଲି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଅତାବିରାର ଏମ୍‌ଡି କଶିମ(୨୫)…

ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ

ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ କେନ୍ଦ୍ର ପଛପଟେ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଦୈନିକ ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏକ ମୁକ୍ତ…

ହୃଦଘାତ୍‌ ଚର୍ଚ୍ଚା ହେବାର ଗୋଟିଏ ଦିନ ପରେ କ୍ରିକେଟର୍‌ଙ୍କ ଖୁଲାସା

ଇସଲାମାବାଦ,୨୯।୯: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ହୃଦଘାତ ହୋଇ ନ ଥିଲା ଏବଂ ନିୟମିତ ଯାଞ୍ଚ ପାଇଁ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେ କହିଥିଲେ ଯେ, ତାଙ୍କୁ ହୃଦଘାତ ହୋଇନାହିଁ, କିନ୍ତୁ ପେଟ ହେତୁ ତାଙ୍କୁ…

ଉତ୍ତର ଦିଗରେ ରଖିଛନ୍ତି କି ‘ଲକର୍‌’; କୋପ କରିବେ ଲକ୍ଷ୍ମୀ; ଜାଣନ୍ତୁ…

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି। ଯଦି ସେପରି କରା ନ ଯାଏ ତେବେ ନକରାତ୍ମକ ପ୍ରଭାବ ଘରେ ପଡ଼ିଥାଏ। ସେଭଳି ଗୋଟିଏ ଜିନିଷ ହେଲା ଲକର୍‌। କିଛି ନିୟମ ଏପରି ଅଛି,…

ଏହି ୪ ରାଶିର ବ୍ୟକ୍ତି ବହୁତ ଭାଗ୍ୟବାନ; କମ୍‌ ପରିଶ୍ରମରେ ପାଇଥାନ୍ତି ବଡ଼ ଉପଲବ୍ଧି; ଧନର ଅଭାବ ନ ଥାଏ

କୁହାଯାଏ କଠିନ ପରିଶ୍ରମ ସଫଳତାର ଚାବିକାଠି। କିଛି ଲୋକ ଏପରି ଥାନ୍ତି ଯେଉଁମାନେ ପରିଶ୍ରମ କରିବା ସତ୍ତ୍ୱେ ସଫଳତା ପାଇ ନ ଥାନ୍ତି। ସେହିଭଳି କିଛି କମ୍‌ ପରିଶ୍ରମରେ ବଡ଼ ସଫଳତା ପାଇଥାନ୍ତି। କାରଣ ଭାଗ୍ୟ ସେମାନଙ୍କ ସହ ରହିଥାଏ। ଜ୍ୟୋତିଷଶାସ୍ତ୍ରରେ…

ପାଣି ଭିତରେ ଏମିତି ଚକମା ଦେଖାଇଲା ବତକ, ଖୋଜି ଖୋଜି ରହିଲା ବାଘ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri