ଆଉ ମାସ ମାସ ନୁହେଁ , ୪ ଦିନରେ ପାସ୍ପୋର୍ଟ ଭେରିଫିକେଶନ
କଟକ ଅଫିସ,୩ା୧୦: ପାସ୍ପୋର୍ଟ ଭେରିଫିକେଶନ ପାଇଁ ଏଣିକି ଆଉ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବନି। ଏବେ ଆବେଦନର ୪ ଦିନ ଭିତରେ ପାସ୍ପୋର୍ଟ ଭେରିଫିକେଶନ ହୋଇଯାଉଛି ବୋଲି ଡିଜିପି ଅଭୟ କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ…
ପାର୍ବଣ ଭିଡ଼ ଉପରେ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର,୩ା୧୦(ବ୍ୟୁରୋ): ପାର୍ବଣକୁ ନେଇ ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କୋଭିଡ୍ ସଂକ୍ରମଣ ଆଶଙ୍କା ଥିବାରୁ ସେମାନେ ପୁଣି ଚେତାବନୀ ଦେଇଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଶନିବାର କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ପାର୍ବଣ ଭିଡ଼ ଉପରେ ସ୍ବତନ୍ତ୍ର…
ଆଜି ରାଜ୍ୟରୁ ୫୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୧୦(ବ୍ୟୁରୋ): ରବିବାର ରାଜ୍ୟରୁ ୫୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୭,୯୫୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୧୦ ଜଣ ଚିହ୍ନଟ…
ବାହାର ଖାଦ୍ୟ ବିପଦ ଡାକୁଛି
ଭୁବନେଶ୍ୱର,୩ା୧୦(ବ୍ୟୁରୋ): କରୋନା ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇବା ପରେ ରାଜ୍ୟରେ ସବୁ ଖୋଲି ଦିଆଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ସହ ରାସ୍ତାକଡ଼ ଠେଲା ଜଳଖିଆ ଦୋକାନୀ ପସରା ମେଲି ବସିଛନ୍ତି। କରୋନା କାଳରେ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ…
ଦେଢ଼ ବର୍ଷର ଶିଶୁ ପୁତ୍ରକୁ ବିକ୍ରି କଲେ ଆଫଗାନୀ ମହିଳା…
କାବୁଲ,୩।୧୦: ତାଲିବାନ୍ ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ଏବେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଖାଇବାକୁ ନ ପାଇ ଲୋକେ ନିଜ ପିଲାଙ୍କୁ ବିକ୍ରି କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି ଜଣେ ଆଫଗାନୀ ମହିଳା…
କାର୍ରେ ଯାଉଥିଲେ ଦମ୍ପତି, ହଠାତ୍ ବନେଟ୍ ଉପରେ ଫଣା ଟେକି ଠିଆହେଲା ବିଷଧର ସାପ; ଆଉ ତା’ ପରେ…
କାର୍ ଚଳାଇ ଯାଉଥିବା ଦମ୍ପତି ହଠାତ୍ ଦେଖିଲେ ତାଙ୍କ ବନେଟ୍ ଉପରେ ଏକ ବିଷଧର ସାପ ଫଣା ଟେକି ଠିଆ ହୋଇଛି। ଏହା ଦେଖି ସେମାନଙ୍କ ଅବସ୍ଥା ଖରାପ ହୋଇଗଲା। ଯଦିଓ ସ୍ପଷ୍ଟ ହୋଇନାହିଁ ଏହା କେଉଁ ଦେଶର, ତଥାପି ସୋସିଆଲ…
ଚାଷୀଙ୍କୁ ଘଉଡ଼ାଇବା ପାଇଁ ପୋଲିସର ପାଣି ମାଡ଼
ନୂଆଦିଲ୍ଲୀ, ୩।୧୦: ପଞ୍ଜାବ ଓ ହରିୟାଣାରୁ ଧାନ କିଣିବା ଲାଗି ନିଷ୍ପତ୍ତି ନେବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଏହାର ପ୍ରତିବାଦରେ ଚାଷୀମାନେ ଶନିବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାରଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେତେଜଣ ଚାଷୀ ଟ୍ରାକ୍ଟରରେ…
୩୫ ବର୍ଷର ରହସ୍ୟ ହଟାଇଲା ଡିଏନ୍ଏ ଟେଷ୍ଟ
ପ୍ୟାରିସ୍, ୩ା୧୦: ଫ୍ରାନ୍ସରେ ୮୦ ଓ ୯୦ ଦଶକର ଅନେକ ନାବାଳିକା ଓ ଯୁବତୀଙ୍କ ହତ୍ୟା ଘଟଣା ଉପରୁ ଏବେ ରହସ୍ୟ ହଟିଛି। ୩୫ ବର୍ଷରୁ ଅଧିକ ସମୟ ଧରି ଅସମାହିତ ପ୍ରଶ୍ନର ଉତ୍ତର ଏବେ ଡିଏନ୍ଏ ଟେଷ୍ଟରୁ ମିଳିଛି। ହତ୍ୟାକାରୀଙ୍କୁ…
ତାଲିବାନ୍ର ଆତ୍ମଘାତୀ ବୋମାଧାରୀ ବାଟାଲିୟନ
କାବୁଲ, ୩।୧୦: ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିବା ତାଲିବାନ ତାଜିକ୍ସ୍ତାନ ଓ ଚାଇନା ସୀମାକୁ ଲାଗିଥିବା ଏହାର ବଡ଼ଖାଶାନ ପ୍ରଦେଶର ଉତ୍ତରପୂର୍ବାଞ୍ଚଳରେ ଆତ୍ମଘାତୀ ବୋମାଧାରୀମାନଙ୍କୁ ମୁତୟନ କରିବ। ଏଥିପାଇଁ ତାଲିବାନ ‘ଲଶ୍କର-ଇ-ମନ୍ସୁରି’ ନାମରେ ଏକ ସ୍ବତନ୍ତ୍ର ସୁଇସାଇଡ୍ ବମ୍ବର ବାଟାଲିୟନ ଗଠନ…
ଓଡ଼ିଆ ବାୟୁସେନା ଅଧିକାରୀ ଇଷ୍ଟର୍ନ ଏୟାର କମାଣ୍ଡ ମୁଖ୍ୟ
ନୂଆଦିଲ୍ଲୀ, ୩।୧୦: ବାୟୁସେନାର ଓଡ଼ିଆ ଅଫିସର ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକ ଇଷ୍ଟର୍ନ ଏୟାର କମାଣ୍ଡ୍ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ ହୋଇଛନ୍ତି। ଏଭଳି ସମ୍ମାନଜନକ ପଦବୀକୁ ପଦୋନ୍ନତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ବାୟୁସେନା…
ଶହେ ବର୍ଷ ପରେ ରାଜକୀୟ ବିବାହ
ସେଣ୍ଟପିଟର୍ସବର୍ଗ, ୩ା୧୦: ଦୀର୍ଘ ଶହେ ବର୍ଷ ପରେ ରୁଷିଆ ରାଜ ପରିବାରର ବିବାହ ରାଜକୀୟ ଢଙ୍ଗରେ ହୋଇଛି। ଦିନେ ଶାସନଚ୍ୟୁତ ହୋଇଥିବା ଏହି ରୟାଲ ଫ୍ୟାମଲି ପୁଣି ଥରେ ରୁଷିଆରେ ସେମାନଙ୍କ ଉପସ୍ଥିତି ଜାହିର କରିବେ ବୋଲି କେହି ଆଶା କରି…
କ୍ରୁଜ ପାର୍ଟି: ଅଭିନେତାଙ୍କ ପୁଅ କହିଲେ ମୋତେ ଅତିଥି ଭାବେ ଡକାଯାଇଥିଲା
ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଥିଲା । ଶନିବାର ବିଳମ୍ବିତ ରାତିରେ ସେଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍ସିବି ଚଢାଉ କରି ପ୍ରାୟ ୧୦ ଜଣଙ୍କୁ…
Archives


