ସାନିଟାଇଜର୍ ଏମିତିବି…
ଏବେ ଆମ ଜୀବନ ସହ ସାନିଟାଇଜର୍୍ ଓତପ୍ରୋତ ଭାବେ ଜଡ଼ିତ ହୋଇଯାଇଛି। ତେଣୁ ବଜାରରେ ବିଭିନ୍ନ କମ୍ପାନୀର ସାନିଟାଇଜର୍ ଉପଲବ୍ଧ ହେଉଛି। ତେବେ ଆବଶ୍ୟକତାକୁ ନଜରରେ ରଖି ଏବେ କିଛି ଭିନ୍ନ ଧରଣର ସାନିଟାଇଜର୍ ଓ ସାନିଟାଇଜର୍ ଡିସପେନ୍ସର୍ ଡିଜାଇନ୍ କରାଯାଇଛି,…
ମିଛକୁ ଘୃଣା କରେ: ଶ୍ରଦ୍ଧା ପାଣିଗ୍ରାହୀ
ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍ ଭିଡିଓ, ଓ୍ବେବ୍ ସିରିଜ୍ କରି ସେ ଘରେ ଘରେ ପରିଚିତା। ନିଖୁଣ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଏଇ ନାୟିକା ଜଣକହେଉଛନ୍ତି ଚୁଲ୍ବୁଲି ଶ୍ରଦ୍ଧା ପାଣିଗ୍ରାହୀ।…
ସ୍ତ୍ରୀଙ୍କ ସହ ହେଲା ଝଗଡ଼ା, ରାଗି କି ପ୍ରଧାନଶିକ୍ଷକ ସ୍କୁଲକୁ କଲେ ଏମିତି
ଲକ୍ଷ୍ନୌ,୩ା୧୦: ଉତ୍ତରପ୍ରଦେଶର ହରଦୋଇ ଜିଲାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପ୍ରଧାନଶିକ୍ଷକ ଘରେ ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍କୁଲକୁ ନିଜର ଘର କରି ଦେଇଛନ୍ତି। ସେ ସ୍କୁଲ କୋଠରିରେ ବେଡ୍ ସହ ଜରୁରୀ ସାମଗ୍ରୀ…
ପୁଣିଥରେ ମା’ ହେଲେ ନେହା
ମୁମ୍ବାଇ: ବଲିଉଡ୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନେହା ଧୁପିଆ ପୁଣିଥରେ ମା’ ହୋଇଛନ୍ତି । ସେ ଏଥର ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି । କିଛିଦିନ ହେବ ସେ ତାଙ୍କ ପ୍ରେଗନାନ୍ସିର ଫଟୋ ସାସିଆଲ ମିଡିଆରେ…
ଡିସ୍ପ୍ଲେ ସ୍କ୍ରିନ୍ର ବୈଜ୍ଞାନିକ
ଦକ୍ଷିଣ କୋରିଆରେ ଏକାଦିକ୍ରମେ ଦୁଇ ବର୍ଷ ଧରି ଶ୍ରେଷ୍ଠ ବୈଜ୍ଞାନିକ ହେବାର ଗୌରବ ଲାଭ କରିଛନ୍ତି ଓଡ଼ିଆ ଝିଅ ଡ. ରୂପଶ୍ରୀ ରାଗିଣୀ ଦାସ। ଓଡ଼ିଶା କେମିକାଲ୍ ସୋସାଇଟି ଓ ଆମେରିକୀୟ ରାସାୟନିକ ସୋସାଇଟିର ଆଜୀବନ ସଦସ୍ୟା ଡ. ଦାସ ୧୯୫୪…
ଧୋନୀଙ୍କୁ ‘କିଙ୍ଗ୍ କଙ୍ଗ୍’ ଆଖ୍ୟା ଦେଲେ ରବି ଶାସ୍ତ୍ରୀ: ଜାଣନ୍ତୁ କାହିଁକି
ଆବୁଧାବି,୩।୧୦: ଯଦି ଅଧିନାୟକତ୍ୱ ଏକ କଳା, ତେବେ ଏମଏସ ଧୋନୀ ହେଉଛନ୍ତି ବରିଷ୍ଠ କଳାକାର। ଧଳା-ବଲ ଫର୍ମାଟରେ ପ୍ରକୃତରେ ସେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଯେଉଁମାନେ ତାଙ୍କୁ ଅତି ନିକଟରୁ ଦେଖିଛନ୍ତି, ସେମାନେ ଜାଣିଛନ୍ତି ନେତୃତ୍ୱ ଦୃଷ୍ଟିରୁ ଧୋନୀଙ୍କଠାରୁ ଭଲ…
ସମୁଦ୍ରକୂଳରେ ଶହ ଶହ ମୃତ ପକ୍ଷୀ, ଭୂତାଣୁ ସଂକ୍ରମଣ ଆଶଙ୍କା…
ମସ୍କୋ,୩।୧୦: ରୁଷିଆର ସମୁଦ୍ର କୂଳରେ ଶହ ଶହ ମୃତ ପକ୍ଷୀ ପଡ଼ି ରହିଛନ୍ତି। ସ୍ଥାନୀୟ ଅଜୋଭ ସାଗର କୂଳରେ ଥିବା ଆରାବାଟ୍ ସ୍ପିଟ୍ରେ ଏତେ ସଂଖ୍ୟକ ମୃତ ପକ୍ଷୀଙ୍କୁ ଦେଖି ପରିବେଶବିତ୍ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ୭୦୦୦ରୁ ଅଧିକ ପକ୍ଷୀଙ୍କ ମୃତ୍ୟୁ…
ଏବେ ଅଲୋଡ଼ା…
ନାଟକ ଦର୍ଶକଙ୍କୁ କେବଳ ମନୋରଞ୍ଜନ ଦିଏ ତା’ନୁହେଁ ବରଂ ସମାଜର ନିଚ୍ଛକ ଛବିକୁ ପ୍ରତିଫଳିତ କରିଥାଏ। ଗୋଷ୍ଠୀଗତ ଜୀବନରେ ଖୁବ୍ ପ୍ରଭାବ ପକାଇବା ସହ ଜନଜାଗରଣର ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟକରେ। ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଅନୁଷ୍ଠିତ ହେଉଥିବା ନାନାପ୍ରକାର…
ଚେନ୍ନାଇକୁ ଲାଗିଲା ବଡ଼ ଝଟ୍କା
ଆବୁଧାବି,୩।୧୦: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ୫ଟି ମ୍ୟାଚ ଜିତି ୧୮ ପଏଣ୍ଟ ସହ ପଏଣ୍ଟ ସହ ଟେବୁଲ ଉପରେ ରହିଛି। ପ୍ଲେ ଅଫରେ ସିଏସକେ ମଧ୍ୟ ଏକ ସ୍ଥାନ ସୁରକ୍ଷିତ…
ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ
ଅଯୋଧ୍ୟା,୩ ।୧୦: ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ରବିବାର ସକାଳେ ହଠାତ୍ ବିଗିଡି ଯାଇଛି । ଜିଲା ହସ୍ପିଟାଲର ଡାକ୍ତରି ଟିମ୍ ତାଙ୍କର ମେଡିକାଲ ଚେକଅପ୍ କରିଛନ୍ତି । ସୋମବାର ସକାଳେ ଲକ୍ଷ୍ନୌର…
ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
କୋରାପୁଟ,୩।୧୦(ସ୍ବ.ପ୍ର.): ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତରେ ଯାଇଥିବା ବେଳେ ୨ ଜଣ ମହିଳା ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଏସିଏମ୍ କ୍ୟାଡ୍ରର ଥିଲେ। ସେହିଭଳି ଅନ୍ୟ ଜଣଙ୍କ ମିଲିଟାରୀ ଗ୍ରୁପରେ…
୧୯ ବଲ୍ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍, ଧୋନୀ ଦେଲେ ସ୍ବତନ୍ତ୍ର ଉପହାର
ଆବୁଧାବି,୩।୧୦: ଆବୁଧାବିରେ ଚେନ୍ନାଇ ସୁପର କିଙ୍ଗ୍ସ (ଆରଆର ବନାମ ସିଏସକେ) ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜଶୱାଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମାତ୍ର ୧୯ ବଲରେ ନିଜର ୫୦ ରନ ପୂରଣ କରିଥିଲେ। ସେ…
Archives


